Browsing Category

ରାଜ୍ୟ

ବିଶ୍ୱ ମହିଳା ଦିବସରେ ଓଡ଼ିଶାର ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଭେଟି, ଖାତାକୁ ଯିବ ୨ୟ କିସ୍ତି

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୮ ତାରିଖରେ ପାଳନ କରାଯିବ। ଏହି ଅବସରରେ ଓଡ଼ିଶାର ମହିଳାଙ୍କୁ ପ୍ରଦାନ କରାଯିବ ମହିଳା ଦିବସ ଭେଟି। ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା। ଓଡ଼ିଶାରେ…

Breaking: ST ହଷ୍ଟେଲରେ ବଢ଼ିଛି ମୃତ୍ୟୁ ସଂଖ୍ୟା, ରାୟଗଡ଼ା ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ବର: ଏସଟି ହଷ୍ଟେଲରେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ରାଜ୍ୟରେ ୨୦୨୪ ଜୁଲାଇରୁ ST ହଷ୍ଟେଲରେ ବଢ଼ିଛି ମୃତ୍ୟୁ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମନ୍ତ୍ରୀଙ୍କ କହିବା…

‘ଜୟା ହୋଟେଲ’ ସିଲ୍: ମଟନରେ ଗୋମାଂସ ମିଶାଇ ବିକୁଥିବା ଅଭିଯୋଗ

ପୁରୀ: ସିଲ ହେଲା ପୁରୀ ସତ୍ୟବାଦୀର ଜୟା ହୋଟେଲ । ମଟନରେ ଗୋମାଂସ ମିଶାଇ ବିକ୍ରି କରୁଥିବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଢ଼ାବା ହେଲା ସିଲ୍…

ବାବୁ ହେଲେ କଏଦୀ: ବନ୍ଧା ହେଲେ STA ଯୁଗ୍ମ କମିଶନର, ୨ କିଲୋ ସୁନା ଘରେ ଲୁଚେଇ ରଖିଥିଲେ

କଟକ: କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଗିରଫ । ଆୟ ବହୁର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ୨ କେଜି ୧୦୦ ଗ୍ରାମ ସୁନା ସହ ୧୭ ଲକ୍ଷ ଟଙ୍କା ତାଙ୍କ ଘରୁ ଠାବ କରିଥିଲା ଭିଜିଲାନ୍ସ ।…

‘ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସ୍ତାବ ନାହିଁ’, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉତ୍ତର

ଭୁବନେଶ୍ୱର: ରେଭେନ୍ସା ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ନାହିଁ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଉତ୍ତର ରଖିଛନ୍ତି। ଏହି ପ୍ରସ୍ତାବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌, ମହିଳା ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଛକରେ ବର୍ତ୍ତମାନ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଜଣେ ସ୍କୁଟି ଚାଳକ ମହିଳାଙ୍କୁ ଧକ୍କା ଦେଇଛି। ଘଟଣାସ୍ଥଳରେ ଗୁରୁତର ମହିଳାଙ୍କୁ ହସପିଟାଲ ସ୍ଥାନାନ୍ତର କରାଯାଇଛି।…

ବଜେଟ୍‌ ଅଧିବେଶନ: ବାଚସ୍ପତିଙ୍କ ପୋଡିୟମକୁ ମାଡିଆସିଲେ ବିରୋଧୀ, ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହଟ୍ଟଗୋଳ। ଅଧିବେଶନ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ କାର୍ଯ୍ୟ ଚାଲିପାରି ନଥିଲା । ବାଚସ୍ପତି ଦିନ 12ଟା ଯାଏଁ ଗୃହକୁ ମୁଲତବୀ…

Breaking: କଟକ ସିଡିଏରେ ଜଳିଗଲା ୨ ମହଲା ବିଲ୍ଡିଂ, ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

କଟକ: ଦ୍ୱିମହଲା କୋଠାରେ ନିଆଁ ଲାଗି ଯୁବକ, ଯୁବତୀ ଗୁରୁତର ହୋଇପଡ଼ିଛନ୍ତି । ବିଳମ୍ବିତ ରାତିରେ ସିଡିଏ ସେକ୍ଟର ୭ରେ ନିଆଁ ଲାଗି ଘର ଜଳିଯାଇଥିବା ସୂଚନା । ଘରର ସମସ୍ତ ଆସବାବପତ୍ର ସହ କାର ଓ ୨ଟି ବାଇକ ଜଳିଗଲା ।…

ସ୍ତ୍ରୀ’ର ପରକ୍ରୀୟା ପ୍ରୀତି ସନ୍ଦେହ କରି ଇଟାରେ ଛେଚି ମାରିଲା ନୃଶଂସ ସ୍ୱାମୀ

ସୁନ୍ଦରଗଡ଼: ସ୍ତ୍ରୀ’କୁ ହତ୍ୟା କଲା ନୃଶଂସ ସ୍ୱାମୀ । ପରକୀୟା ପ୍ରୀତି ଥିବା ସନ୍ଦେହ କରି ସ୍ୱାମୀ ଏପରି କରିଥିବା କୁହାଯାଉଛି । ଟାଉନ ଥାନା ଭବାନୀପୁର ରଜାମୁଣ୍ଡାରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ଅଭିଯୁକ୍ତ…

ରବିବାର, ବୁଧବାର ରୁହନ୍ତୁ ସତର୍କ, ନିୟମ ନ ମାନିଲେ ଗଣିବେ ମୋଟା ଅଙ୍କର ତଣ୍ଡ

ଓଡିଶା ଭାସ୍କର: ଦିନକୁ ଦିନ ବଢୁଥିବା ସଡ଼କ ଦୁର୍ଘଟଣାକୁ ନଜରରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ପ୍ରତ୍ୟେକ ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ । ସଡ଼କ ସୁରକ୍ଷା ନେଇ ଲୋକସେବା ଭବନରେ…