Browsing Category

ରାଜ୍ୟ

ରାଜ୍ୟରେ ହେବ ୪ଟି ନୂଆ ଫ୍ୟାମିଲି କୋର୍ଟ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ଫ୍ୟାମିଲି ବା ପରିବାର କୋର୍ଟ । ଅନୁଗୁଳ, ରାୟଗଡ, ବୌଦ୍ଧ ଓ ଜଗତସିଂହପୁରରେ ହେବ ନୂଆ ଫ୍ୟାମିଲି କୋର୍ଟ । ଚଳିତ ଆର୍ଥିକ…

ବଜ୍ରକାପ୍ତା ଚୋରା ଚାଲାଣ : ଓଡିଶାରେ ଡବ୍ଲୁସିସିବିର ଟିମ୍

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଓଡିଶାରେ ପହଞ୍ଚିଲା ଡବ୍ଲୁସିସିବିର ଟିମ୍ । ବଜ୍ରକାପ୍ତା ଚୋରା ଚାଲାଣ ଉପରେ ତଦନ୍ତ କରିବ ଏହି ୱାଲ୍ଡ ଲାଇଫ୍ କଣ୍ଟୋଲ ବ୍ୟୁରୋର ଟିମ୍ ।…

ଦକ୍ଷିଣ ଓଡିଶାରେ ହେବ ହସ୍ତୀ ଅଭୟାରଣ୍ୟ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ହାତୀଙ୍କ ସୁରକ୍ଷା ପାଇଁ ନୂଆ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଦକ୍ଷିଣ ଓଡିଶାରେ ହେବାକୁ ଯାଉଛି ହସ୍ତୀ ଅଭୟାରଣ୍ୟ । କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ…

‘ମୋ ସରକାର’ରେ ସାମିଲ ହେଲା କୃଷି ବିଭାଗ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ଆଜି ସାମିଲ ହୋଇଛି କୃଷି ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଏକ ବୈଠକ ଆୟୋଜିତ ହୋଇଥିଲା । ବୈଠକ ପରେ…

ଏଣିକି ସାଇକେଲରେ ଅଫିସ୍ ଆସିବେ ସରକାରୀ ବାବୁ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ପରିବେଶ ପ୍ରଦୂଷଣ ପାଇଁ ଏଣିକି ସାଇକେଲରେ ଅଫିସ୍ ଆସିବେ ସରକାରୀ କର୍ମଚାରୀ । ବିଏମସି, ବିଡିଏ, ବିଏସସିଏଲ ଓ ସ୍ମାର୍ଟସିଟି କର୍ମଚାରୀଙ୍କୁ ସାଇକେଲରେ ଆସିବାକୁ ନିର୍ଦ୍ଦେଶ ହୋଇଛି…

୫-ଟିରେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର):ରାଜ୍ୟ ସରକାରଙ୍କ ୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ । ଏନେଇ ଯୋଜନା ଓ ସମିଶ୍ରଣ ବିଭାଗକୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ଏଣିକି ସମସ୍ତ ସରକାରୀ କଲେଜଗୁଡ଼ିକରେ…

ମିଶନ ଶକ୍ତି ମେଳାରୁ ସପିଙ୍ଗ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ମିଶନ ଶକ୍ତି ମେଳାରେ ସପିଂ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଳାରୁ ଗହଣା ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ କିଣି ୫୦୦ ଟଙ୍କା ଦେଲେ ନବୀନ । ଏସଏଚଜି…

DAVକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର,୧୧ା୧୨(ଓଡ଼ିଶା ଭାସ୍କର): ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଶତପଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ ଜାରି କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ୨୦୧୮-୨୦ ଯାଏ…

ଭଙ୍ଗା ହେଲା ବିଧାୟକଙ୍କ କ୍ୱାର୍ଟର୍ସ

ଭୁବନେଶ୍ୱର,୧୧ ।୧୨(ଓଡିଶା ଭାସ୍କର): ବିଧାନସଭା ଆଗରୁ ଭଙ୍ଗା ହେଲା ବିଧାୟକଙ୍କ କ୍ୱାର୍ଟର୍ସ । ୪୨ଟି କ୍ୱାର୍ଟର୍ସ ଭାଙ୍ଗି ଗଢା ହେବ ୧୦ ମହଲା ଆପାର୍ଟମେଣ୍ଟ । ଏହା ସହ ଅତ୍ୟାଧୁନିକ ଉଦ୍ୟାନ, ବ୍ୟାୟାମଶାଳା, ପାର୍କିଂ…

ହାଇକୋର୍ଟରୁ ପ୍ରମୋଦଙ୍କୁ ମିଳିଲା ଜାମିନ

କେନ୍ଦ୍ରାପଡ଼ା, ୧୧ା୧୨(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା କୋଅପରେଟିଭ ସୋସାଇଟି ବିବାଦ ହୋଇଥିବା ମାମଲା ହୋଇଥିଲା । ସେହି ମାମଲାରେ ଆଜି ବ୍ୟାଙ୍କର ପୂର୍ବତ୍ତନ ସଭାପତି ପ୍ରମୋଦ ସାହୁଙ୍କୁ ଜାମିନ ମିଳିଛି ।…