Browsing Category

ରାଜ୍ୟ

୨୦୨୦-୨୧ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପିତ

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ବିଧାନସଭାରେ ୨୦୨୦-୨୧ ବର୍ଷର ବଜେଟ୍ ଉପସ୍ଥାପିତ ହୋଇଛି । ରାଜ୍ୟ ବଜେଟକୁ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଇପ୍ୟାଡରୁ ପଢି ବଜେଟ୍ ଉପସ୍ଥାପନା କରିଛନ୍ତି…

କୋର୍ଟରେ ହାଜର ହେଲେ ଅନୁପ ସାଏ

ଭୁବନେଶ୍ୱର, ୧୮ା୨(ଓଡ଼ିଶା ଭାସ୍କର): ରାୟଗଡ଼ ଜିଲ୍ଲା ଜଜ୍ କୋର୍ଟରେ ହାଜର ହୋଇଛନ୍ତି ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏ । ତାଙ୍କୁ ବନ୍ଦୀଗୃହରୁ ଅଣାଯାଇ କୋର୍ଟରେ ହାଜର କରାଯାଇଛି । ଅନୁପଙ୍କ ଡ୍ରାଇଭରଙ୍କୁ ମଧ୍ୟ…

ଏଥର ଆଇପ୍ୟାଡରେ ଓଡିଶା ବଜେଟ୍

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ଏଥର ରାଜ୍ୟ ବଜେଟ୍ ହେବ ପେପେରଲେସ୍ । ବିଧାନସଭାରେ ସମସ୍ତ ବିଧାୟକ ଆଇପ୍ୟାଡରୁ ବଜେଟ୍ ଦେଖିବେ । ଏନେଇ ସବୁ ବିଧାୟକମାନଙ୍କୁ ଆଇପ୍ୟାଡ୍ ଯୋଗାଇ ଦିଆଯିବ । ଏହା ବ୍ୟତିତ ସ୍ୱତନ୍ତ୍ର…

ଭୁଜାଲି ଦେଖାଇ ବ୍ୟାଙ୍କ ଲୁଟ କଲେ ଦୁର୍ବୃତ୍ତ

କେନ୍ଦୁଝର, ୧୮ା୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶରେ ଲୁଟପାଟ ଏବଂ ଅପରାଧ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଏକ ଘରୋଇ ବ୍ୟାଙ୍କରେ ଦୁର୍ବୃତ୍ତମାନେ ପଶି ଲୁଟ କରିଛନ୍ତି । କେନ୍ଦୁଝର ସ୍ଥିତ…

ବିଦ୍ୟୁତ ତାର ଲାଗି ଜୀବନ ଗଲେ ମିଳିବ ସହାୟତା, ଜାଣନ୍ତୁ କେତେ ?

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ଏଣିକି ବିଦ୍ୟୁତ ତାର ଲାଗି ଜୀବନ ଗଲେ ମିଳିବ ୪ ଲକ୍ଷ ଟଙ୍କାର ସହାୟତା । ନୂଆ ହାରରେ କ୍ଷତିପୂରଣ ଦେବାକୁ ଓଇଆରସିକୁ ସରକାର ସୁପାରିସ କରିଛନ୍ତି । ସେହିପରି ୬୦ ପ୍ରତିଶତ ଶରୀର…

ଫସଲ ବୀମା ଦାବିରେ ତାତିଲେ ଚାଷୀ, ୩ ଅଫିସରେ ତାଲା

କୁଚିଣ୍ଡା,୧୮ ।୨(ଓଡିଶା ଭାସ୍କର): ଫସଲ ବୀମା ଦାବିରୋ ତାତିଲେ କୁଚିଣ୍ଡା ଚାଷୀ । ଏନେଇ ବ୍ଲକ୍, ତହସିଲ ଓ ସମବାୟ କାର୍ଯ୍ୟାଳୟରେ ତାଲା ମାରିବା ସହ ବ୍ଲକର ତିନୋଟି ଲ୍ୟାମ୍ଫରେ ଚାଷୀମାନେତାଲା ପକାଇ ଦେଇଛନ୍ତି ।…

ଗଞ୍ଜାମ ବସ୍ ଦୁର୍ଘଟଣା ପାଇଁ ଡ୍ରାଇଭର ଦାୟୀ: ମନ୍ତ୍ରୀ

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ଗଞ୍ଜାମ ମେନ୍ଦ୍ରାଜପୁରରେ ବସ୍ ଦୁର୍ଘଟଣା ପ୍ରସଙ୍ଗରେ ଆଜି ଗୃହରେ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଦ୍ୟୁତ୍ ତାର ଲାଗି ବସ୍ ଜଳିବା ଘଟଣାରେ ଡ୍ରାଇଭର ଦୋଷୀ…

ଶ୍ରୀମନ୍ଦିର ପାଇଁ ନିଯୁକ୍ତ ହେବେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର, ୧୮ା୨(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତ ହେବେ । ବିଧାନସଭାରେ ଲିଖିତ ପ୍ରଶ୍ନରେ ଏହିପରି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଯେ ସାଧାରଣ ପ୍ରଶାସନ…

ଗ୍ରାମ୍ୟ ରାସ୍ତା ସଙ୍ଗୀନ, ବିଧାନସଭାରେ ବିରୋଧୀ, ଶାସକ ଦଳ ଖପା

ଭୁବନେଶ୍ୱର, ୧୮ା୨(ଓଡ଼ିଶା ଭାସ୍କର): ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ । ଏନେଇ ଗ୍ରାମ୍ୟ ଉନ୍ନୟନ…

ଟ୍ରକ୍ ପଛରେ ପିଟିଲା ବାଇକ୍ ,୨ମୃତ

ବ୍ରହ୍ମପୁର, ୧୮ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଗୋଳନ୍ଥରା ସ୍ଥିତ ଭୈରବି ଛକରେ ଏକ ଅଭାନୀୟ ଘଟଣା ଘଟିଛି । ସେଠାରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଟ୍ରକ୍ ପଛରେ ଏକ ବାଇକ ପିଟି ଦେଇଥିଲା ।…