Browsing Category
ରାଜ୍ୟ
ଅନ୍ୟ ଜାତିରେ ବିବାହ କରିବାରୁ ସ୍ୱାମୀଙ୍କ ମୃତ୍ୟୁ ପରେ ପଚାରିଲେନି ପରିବାର ଲୋକ, ଶେଷରେ…
ବଲାଙ୍ଗୀର: ଆଜି ମଧ୍ୟ ଆମ ସମାଜରେ ଜାତିପ୍ରଥାର ବ୍ୟାଧି ନିଜ ଅସ୍ତିତ୍ୱ ଜାହିର କରିଛି । ଆଜି ମଧ୍ୟ ଜାତି ଆଗରେ ସବୁ ଫିକା, ଏମିତି କି ରକ୍ତ ସମ୍ପର୍କ ମଧ୍ୟ । ଯାହାର ପରିଣାମ ଭୋଗିବାକୁ ପଡିଛି ସ୍ୱାମୀଙ୍କୁ ହରାଇଥିବା…
‘ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ’: ନବୀନ ପଟ୍ଟନାୟକ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଟାର୍ଗେଟ କଲେ ନବୀନ । ରାଜ୍ୟ ସରକାରଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ସମାଲୋଚନା । କହିଲେ- ‘ଆମର ବାର ବର୍ଷର…
ଡାକ୍ତର ହେବାର ଥିଲା ସ୍ୱପ୍ନ, କିନ୍ତୁ ଅଧା ବାଟରେ…
ଭୁବନେଶ୍ୱର- ରାଜଧାନୀର ଏକ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ପଟିଆସ୍ଥିତ ଏକ ହଷ୍ଟେଲରେ ଏମିତି ଦୁଃଖଦ ଘଟଣା ଘଟିଯାଇଛି । ମୃତ ଛାତ୍ରୀଙ୍କ ଘର କଟକ ସାଲେପୁରରେ । ସେ ପଟିଆର ଏକ କୋଚିଂ ସେଣ୍ଟରରେ…
Breaking: ହାଇକୋର୍ଟଙ୍କ ନିଷ୍ପତ୍ତି, ତଳ-ଉପର ପଡିଆରେ ହେବ ବାଲିଯାତ୍ରା
କଟକ: ବାଲିଯାତ୍ରା ନେଇ ବଡ ଅପଡେଟ୍। ଚଳିତ ଥର ଉପର ପଡିଆରେ ହେବ ବାଲିଯାତ୍ରା । ଉପର ପଡିଆରେ ବାଲିଯାତ୍ରା ନେଇ ଅନୁମତି ଦେଲେ ହାଇକୋର୍ଟ । ତଳ ପଡିଆ ସହିତ ଉପର ପଡିଆରେ ମଧ୍ୟ ହେବ ବାଲିଯାତ୍ରା । ଚଳିତ ବର୍ଷ ଉଭୟ ଉପର…
ତହସିଲ୍ ଅଫିସ୍ ଦୌଡନ୍ତୁନି, ଡିସେମ୍ବର 30 ସୁଦ୍ଧା ସ୍କୁଲକୁ ମିଳିବ ଜମି ପଟ୍ଟା: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ଏଣିକି ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ପଟ୍ଟା । ଏନେଇ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ । ସବୁ ସ୍କୁଲକୁ ଜମି ପଟ୍ଟା ଦିଆଯିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ଘୋଷଣା କରିଛନ୍ତି । ଡିସେମ୍ବର 30 ସୁଦ୍ଧା…
ଅଧିକାର ଆଇନରେ ପରିଣତ ହେବ ରିଲିଫ କୋଡ; ‘ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ଅଧିକାର ମିଳିବ’
ଭୁବନେଶ୍ୱର: ବଦଳିବ ରିଲିଫ କୋଡ । ରିଲିଫ ଏକ ଦୟାର ଶବ୍ଦ । ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ଅଧିକାର ମିଳିବ । ଅଧିକାର ଆଇନରେ ପରିଣତ ହେବ ରିଲିଫ କୋଡ । ଜାନୁଆରୀ ୧ରୁ ଜନଗଣନା ହେବା ନେଇ ସଂକେତ ଦେଲେ ରାଜସ୍ୱ ମନ୍ତ୍ରୀ…
ଗ୍ରାହକଙ୍କ ପାଇଁ ଖୁସି ଖବର: ୧୮୦୦ ଟଙ୍କା କମିଲା ସୁନା ଦର
ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଖୁସି ଖବର। ସୁନା ଦର ଆଜି ବହୁ ମାତ୍ରାରେ ହ୍ରାସ ପାଇଛି। ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୨ ହଜାର ଟଙ୍କା ରହିଛି। ଏହା ପୂର୍ବରୁ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ଦର…
ରାଜ୍ୟର ସମସ୍ତ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରକ୍ରିୟା ଆରମ୍ଭ ହେବ: ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ଜଷ୍ଟିସ ଅନ ଦି ଡୋର ଷ୍ଟେପ(Justice on the doorstep) କୁ ବାସ୍ତବ ରୂପ ଦେବା ପାଇଁ ଓଡ଼ିଶାର ସମସ୍ତ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରକ୍ରିୟା ଆରମ୍ଭ ହେବ । ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ କରିବା ପାଇଁ…
ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ଟେକ୍ନୋଲୋଜି ସାହାଯ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ: ଓଡିଆ ଯୁବତୀଙ୍କୁ ରାଜଧାନୀ ଦିଲ୍ଲୀର ସରାୟ କାଲେରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏହି ତିନି ଜଣଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସକୁ ବହୁ କସରତ କରିବାକୁ ପଡିଛି ।…
‘ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ’, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ। ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଗହମ ଆସିଛି, ସରକାରୀ ସ୍ତରରେ କାମ ବାକିଥିବାରୁ…