Browsing Category

ରାଜ୍ୟ

ଆଉ ରାଜ୍ୟରେ ନାହିଁ ଆଳୁ ସଙ୍କଟ, ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଉ ନାହିଁ ଆଳୁ ସମସ୍ୟା। ଧିରେ ଧିରେ ଦୂର ହୋଇଛି ଓଡ଼ିଶାର ଆଳୁ ସଙ୍କଟ। କିଛି ଦିନ ଧରି ରାଜ୍ୟରେ ଯେଉଁଭଳି ଭାବରେ ଆଳୁର ଦର ବୃଦ୍ଧି ପାଇବାରେ ଲାଗିଥିଲା। ଆଉ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ…

‘ନ୍ୟାୟ ପାଇବେ ନେପାଳୀ ଛାତ୍ରୀ’, ନେପାଳୀ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କିଟ୍ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ନେପାଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାଉନସେଲର ସଞ୍ଜୀବ ଦାସଶର୍ମା, ନବୀନରାଜ ଅଧିକାରୀଙ୍କ ସହ ସେ କଥା ହୋଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ…

ସାମ୍ନାକୁ ଆସିଲା ମୃତ ନେପାଳୀ ଛାତ୍ରୀଙ୍କ ସୁଇସାଇଡ ନୋଟ, ଏବେ ଖୋଲିଯିବ ରହସ୍ୟ

ଭୁବନେଶ୍ୱର: କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ତେବେ ଏହି ମାମଲାରେ ବର୍ତ୍ତମାନ ସୁଇସାଇଡ ନୋଟ ଜବତ ହୋଇଛି। ମୃତ ନେପାଳୀ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ ହୋଇଛି। ଏହି ସୁଇସାଇଡ ନୋଟ ନେପାଳୀ…

ବର୍ଷା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ, 24 ଘଣ୍ଟାରେ ଝଡ଼ବର୍ଷା

ଭୁବନେଶ୍ବର: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ 19ରୁ 21 ବର୍ଷା ନେଇ ପୂର୍ବାନୁମାନ କରିଥିଲା। ଏହାରି ଭିତରେ ବର୍ତ୍ତମାନ 9 ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଦିଆଯାଇଛି । ଆସନ୍ତା 24 ଘଣ୍ଚାରେ ଝଡ଼ବର୍ଷାର ସମ୍ଭାବନା…

ହୃତଘାତର ଶିକାର ହେଲେ ଓଡ଼ିଆ ଅଭିନେତା ସୋହମ ସିଂ, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର: ଓଲିଉଡ଼ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଆ ସିନେ ଅଭିନେତା ସୋହମ ସିଂ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବର ମୁତାବକ ସୋହମଙ୍କୁ ହାର୍ଟଆଟାକ ଆସିଥିଲା। ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ…

Breaking: ଦଣ୍ଡି ମାରୁଛନ୍ତି ସୁନା ଦୋକାନୀ, ୮ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ବିକୁଛନ୍ତି ସୁନା… ସତର୍କ କଲେ ମନ୍ତ୍ରୀ

ଭୁବନେଶ୍ୱର: ସୁନା କିଣୁଥିଲେ ସତର୍କ ଏବଂ ସାବଧାନତାର ସହ ସୁନା କିଣନ୍ତୁ । କାରଣ କିଛି ଦୋକାନୀ ସୁନା ଓଜନରେ ହେରଫେର୍ କରୁଛନ୍ତି । ୫ ବର୍ଷରେ ୩୬ ବ୍ୟବସାୟୀ ଠକେଇରେ ଧରାପଡ଼ିଛନ୍ତି । ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର…

Breaking: ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ଚାଉଳ, କେଉଁଠି କେତେ ରାସନ କାର୍ଡ ଭୂତ ଜାଣନ୍ତୁ

ଭୁବନେଶ୍ବର: ଭୂତ ଖାଉଥିଲେ ରାସନ କାର୍ଡ । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ…

Breaking: ଲାଞ୍ଚ ନେଲାବେଳେ ଡେପୁଟି କଲେକ୍ଟର ଶରତ ଗିରିଙ୍କୁ ଧରିଲା ଭିଜିଲାନ୍ସ ଟିମ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର ଶରତ ଗିରି । ଭୂ-ଅର୍ଜନ ଉପ ବିଭାଗର ଡେପୁଟି କଲେକ୍ଟର ହେଉଛନ୍ତି ଶରତ । ୫୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ । ଜମିଜମା ମାମଲାରେ ଲାଞ୍ଚ ନେଉଥିଲେ…

Breaking: ଭୁବନେଶ୍ବର AIIMSରେ ସିବିଆଇ ରେଡ୍, ଖୋଲିବ ଜାଲ୍ ନିଯୁକ୍ତି କେଳେଙ୍କାରୀ

ଭୁବନେଶ୍ବର: ଏମ୍ସ ହସ୍ପିଟାଲରେ ସିବିଆଇ ରେଡ୍ । ନିଯୁକ୍ତି ଅନିୟମିତତା ଅଭିଯୋଗରେ ସିବିଆଇ ରେଡ୍ ହୋଇଥିବା ସୂଚନା ରହିଛି । ଜାଲ୍ କାଗଜପତ୍ରରେ ନିଯୁକ୍ତି ଦିଆଯାଇଥିବା ନେଇ ଅଭିଯୋଗ ଆସିବା ପରେ ଆଜି ସିବିଆଇ ପକ୍ଷରୁ…

Breaking: ଏ ସରକାର ଅନ୍ଧ-ମୁକ–ବଧିର ସରକାର… ପ୍ରଶ୍ନକାଳକୁ ପ୍ରଭାବିତ କରୁଛି ବିରୋଧୀ

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ଗୃହରେ ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ନାରାବାଜି । ବାଚସ୍ପତି ପୋଡିୟମ ତଳେ ଜୋରଦାର ପ୍ରତିବାଦ କଲେ ବିରୋଧୀ ଓ କଂଗ୍ରେସ । ହଟ୍ଟଗୋଳ ଯୋଗୁ ଗୃହ ଅପରାହ୍ନ ୪ଟା…