
Browsing Category
ରାଜ୍ୟ
ପରଲୋକରେ ପ୍ରସିଦ୍ଧ ଦହିବରା ମାଲିକ ରଘୁନାଥ ସାସମଲ, ଆଉ ମିଳିବନି ରଘୁ ଦହିବରା
କଟକ : କଟକର ପ୍ରସିଦ୍ଧ ଦହିବରା ମାଲିକଙ୍କ ପରଲୋକ। ୯୧ ବର୍ଷ ବୟସରଙ୍କ ରଘୁନାଥଙ୍କ ମୃତ୍ୟୁ ହୋଇଛି।
ରଘୁ ଦହିବାର ନାଁରେ ବେଶ ପରିଚିତ ଥିଲେ ରଘୁନାଥ ସାସମଲ।
ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ରଘୁନାଥ…
BREAKING: ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ ବ୍ୟକ୍ତି, ଧରିଲା ପୋଲିସ
ପୁରୀ: ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ କରୁଥିଲେ ଉଦ୍ୟମ। ବ୍ୟକ୍ତିଙ୍କୁ ଧରିଲା ଜେଟିପି।
ବେହରଣ ଦ୍ୱାର ଦେଇ ୭ ଫୁଟ୍ ଉପରକୁ ଚଢ଼ି ଯାଇଥିଲେ। ବ୍ୟକ୍ତି ଜଣଙ୍କ ବିହାର ଅଞ୍ଚଳର ହୋଇଥିବା ସୂଚନା ରହିଛି।
ବ୍ୟକ୍ତିଙ୍କୁ…
ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ; ୨ ଦିନ ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ନାଦିବ ବର୍ଷା, ଆଲର୍ଟ ଜାରି
ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । 2 ଦିନ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। କିନ୍ତୁ ୨୦ ତାରିଖ ଯାଏଁ ସାରା ରାଜ୍ୟରେ…
BREAKING: “ସାବତ ମା’ ମତେ ମାରିଥିଲେ”, ମୃତ୍ୟୁ ପୂର୍ବରୁ ଯୁବକଙ୍କ ଶେଷ ବୟାନ
ବାଲିପାଟଣା: ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଆଖି ବୁଜିିଲେ ଯୁବକ।
କାଲି ପେଟ୍ରୋଲ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଯୁବକ। ଘଟଣା ସ୍ଥଳରେ ହିଁ ସମ୍ପୁର୍ଣ୍ଣ…
‘୭୫ ହଜାର କିମି ଉଚ୍ଚମାନର ସଡ଼କ ନିର୍ମାଣ ହେବ’, ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ଭୁବନେଶ୍ୱର: ଆଗାମୀ ୫ ବର୍ଷରେ ‘୭୫ ହଜାର କିମି ଉଚ୍ଚମାନର ସଡ଼କ ନିର୍ମାଣ ହେବ। ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଉ ୪ଟି ନୂଆ ବନ୍ଦର ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛୁ ବୋଲି…
ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; କହିଲେ- ‘୧୧ ଜିଲ୍ଲାକୁ ମିଳିବ ଅତିରିକ୍ତ ୫କେଜି ଚାଉଳ’
ଭୁବନେଶ୍ୱର: ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅଧିକ ଚାଉଳ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ୧୧ଟି ଜିଲ୍ଲାକୁ ଅତିରିକ୍ତ ୫ କେଜି…
ବିଚ୍ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲେ ଯୁବକ, ନିଜ ଦେହରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ
ନିଆଳି: ପୁଣି ଜଳିଲେ ଆଉ ଜଣେ ଯୁବକ। ରାସ୍ତା ଉପରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଯୁବକ। ବିଚ୍ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲେ ବ୍ୟକ୍ତି।
ଦେହରେ ନିଆଁ ଲଗାଇ ରାସ୍ତା ଉପରେ ଦିନ ଦ୍ୱିପ୍ରହରରେ…
ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ
ନୂଆଦିଲ୍ଲୀ: ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯିବ । ବଡ଼ ଦେଉଳର ପରମ୍ପରା ଅନୁସାରେ ନୀତିକ୍ରାନ୍ତି ହେବ । ଏହି କାରଣ ପାଇଂ ଆଜି 5 ଘଣ୍ଟା ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ ।
ଏନେଇ…
ଆସୁଛି ଆଉ 2 ଲଘୁଚାପ, 18 ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା
ନୂଆଦିଲ୍ଲୀ: ଦକ୍ଷିଣ ଓଡ଼ିଶା-ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ଆସନ୍ତା 24 ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଦେଇ ଅତିକ୍ରମ…
ଅଗଷ୍ଟ ୧୬ ରେ ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ, ଜାଣନ୍ତୁ କେଉଁ ସମୟରେ ବାହାରିବ ରେଜଲ୍ଟ
କଟକ: ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ଅଗଷ୍ଟ 16ରେ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ ପ୍ରକାଶିତ ହେବ । ଦିନ ସାଢେ 12ଟା ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି…