Browsing Category
ରାଜ୍ୟ
ଓଡ଼ିଶା ଇତିହାସରେ ୧ କୋଟି ଟଙ୍କାରୁ ଅଧିକ ଟଙ୍କା ଜବତ ହୋଇଥିବା ସରକାରୀ ବାବୁଙ୍କ ତାଲିକା, ଦୁର୍ନୀତିଗ୍ରସ୍ଥଙ୍କୁ ରାତିରେ ହଉନି ନିଦ
ଭୁବନେଶ୍ୱର: ନୂଆ ସରକାର ଆସିବା ପରେ ରାଜ୍ୟରେ ଭିଜିଲାନ୍ସ ସକ୍ରିୟ ହୋଇ ଉଠିଛି। ବହିର୍ଭୁତ୍ତ ସମ୍ପତ୍ତି ଠୁଳ କରିଥିବା କୁବେର ଅଧିକାରୀମାନଙ୍କ ଉପରେ ନିୟମିତ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବୁଧବାର ଭିଜିଲାନ୍ସ…
ଖଣ୍ଡଗିରିରେ ଏକାଠି ହେବେ ଯାତ୍ରାପ୍ରେମୀ, ଆଜିଠୁ ଆରମ୍ଭ ଖଣ୍ଡଗିରି ଯାତ୍ରା
ଭୁବନେଶ୍ୱର: ଆଜିଠୁ ଦୁଲୁକିବ ଯାତ୍ରା ମଞ୍ଚ। ଏକାଠି ହେବେ ଯାତ୍ରାପ୍ରେମୀ। ସଂନ୍ଧ୍ୟା ହେଲେ ଲାଗିବ ଗହଳି। ହେଲେ ମନରେ ଗୋଟେ ପ୍ରଶ୍ନ ଯାଇପାରିବେ ତ ବିବାଦୀୟ ଅଭିନେତ୍ରୀ। ଯଦି ଯିବେ କିପରି ରହିବ ମାହୋଲ।
ତେବେ ଦୁଇ…
ଶ୍ରୀଜଗନ୍ନାଥଙ୍କ ସୁନା ମୁକୁଟ ଚୋରି, ଦାନବାକ୍ସ ସହ ଚମ୍ପଟ୍ ମାରିଲେ ଚୋର
ସୋର: ଜଗନ୍ନାଥ ମନ୍ଦିରରୁ ଲୁଟ୍ । ତିନି ବିଗ୍ରହଙ୍କ ସୁନା ମୁକୁଟ ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ଚମ୍ପୁ ଗାଁରେ ଦେଖିବାକୁ ମିଳିଛି ଅଘଟଣ ।
ଉକ୍ତ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରର ତାଲା…
ଇନ୍ଷ୍ଟାଗ୍ରାମରୁ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ, ଦେଖା କରିବାକୁ ଯାଇଥିବା ବେଳେ ଠେଙ୍ଗାରେ ପିଟିପିଟି ହତ୍ୟା
ଅନୁଗୁଳ: ବର୍ତ୍ତମାନ ସମୟୟର ଅନେକ ଯୁବକ ଯୁବତୀ ସୋସିଆଲ ମିଡ଼ିଆରୁ ଗଢି ଉଠିଥିବା ସମ୍ପର୍କ ଉପରେ ଭରସା କରି ଅନେକ ବିପତ୍ତିରେ ପଡୁଛନ୍ତି। ଏଭଳି ଏକ ଘଟଣା ଘଟିଛି ଅନୁଗୁଳ କିଶୋରନଗର ବ୍ଲକ୍ ହଣ୍ଡପା ଥାନା ଅଞ୍ଚଳରେ।…
ହୁ ହୁ ହୋଇ ବଢୁଛି Gold Price, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି ସୁନା ମୂଲ୍ୟ
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ବଢିଲା ସୁନା ଦର । ବର୍ତ୍ତମାନ ବିବାହ ସିଜନ ଲାଗି ରହିଛି । ଏହି ସମୟରେ ଲୋକେ ସୁନା ଗହଣା କିଣିବାରେ ବ୍ୟସ୍ତ ଅଛନ୍ତି । ହେଲେ ଏହି ସିଜନରେ ସୁନା ଦରରେ ବୃଦ୍ଧି ମଧ୍ୟବିତଙ୍କ ଚିନ୍ତାର…
Barabati ODI: ୯ ଶହ ଟଙ୍କିଆ ଟିକେଟ୍ ୩ ହଜାର: OLX, ହ୍ୱାଟ୍ସଆପରେ ଚାଲିଛି ଡିଲ୍
କଟକ: ବାରବାଟୀ ଷ୍ଟାଡିୟମ୍ରେ ଅନ୍ତର୍ଜାତୀୟ ମ୍ୟାଚରେ ଏଭଳି ସ୍ଥିତି ଆଗରୁ କେବେ ଦେଖିବାକୁ ମିଳିନଥୁଲା। ଟିକେଟର ଏତେ ଚାହିଦା ବଢିଯିବ ସେ କଥା କେହି ବି ଆକଳନ କରିନଥିଲେ। ସ୍ଥିତି ଏମିତି ହେଲା ଯେ, ୯ ଶହ ଟଙ୍କିଆ…
Breaking: ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଲେଖାଏଁ ସହାୟତା ରାଶି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର। ବିପର୍ଯ୍ୟୟ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଲେଖାଏଁ ସହାୟତା ରାଶି।
ଆଜି ସକାଳେ କୁଆଖାଇ ନଦୀରେ ବୁଡ଼ି ଯାଇଥିଲେ…
Breaking: ସରିଗଲା ଟିକେଟ ବିକ୍ରି, ନିରାଶ ହେଲେ ଅନେକ କ୍ରିକେଟ ପ୍ରେମୀ
କଟକ: ଆଉ କରିପାରିବେନି ଟିକେଟ। ଗୋଟିଏ ଦିନରେ ସରିଗଲା ସବୁ ଟିକେଟ। ଠେଲା ପେଲା ଭିତରେ କେଇ ଘଣ୍ଟା ମଧ୍ୟରେ ସବୁ ଟିକେଟ ବିକ୍ରି ହୋଇଯାଇଛି।
ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା। ସବୁଠୁ ବଡ଼ କଥା…
Breaking: ପୁଣି ମହାକୁମ୍ଭ ଯିବାକୁ ସୁଯୋଗ ଦେଲା OSRTC, ପୁଣି ଥରେ ଓଡ଼ିଶାରୁ ଗଡିଲା ବସ୍
ଭୁବନେଶ୍ବର: ମହାକୁମ୍ଭ ପାଇଁ ପୁଣି ଥରେ ବସ ସେବା ଆରମ୍ଭ କଲା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC ) । ଏନେଇ OSRTC ପକ୍ଷରୁ ସୂଚନା ଜାରି କରାଯାଇଛି ।
ଆଜି ୨ ଶହ ଶ୍ରଦ୍ଧାଳୁଙ୍କୁ ନେଇ ଅଯୋଧ୍ୟା ଗଲା ୪ଟି…
ହତାଶ ହେଲେ କ୍ରିକେଟ ପ୍ରେମୀ, ବାରବାଟୀରେ ଭାଙ୍ଗି ଦେଲେ ବ୍ୟାରିକେଡ
କଟକ: ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ । ଏନେଇ ଟିକେଟ୍ ବିକ୍ରି ଜାରି ରହିଥିବା ବେଳେ ତାତିଗଲେ ଲୋକେ । ହଠାତ୍ ଏବେ ବାରବାଟୀ ବାରିକେଡ୍ ଭାଙ୍ଗି ଦେଇଥିବା ଖବର ସାମ୍ନାକୁ ଆସୁଛି ।…