Browsing Category
ରାଜ୍ୟ
ବ୍ୟାଗ୍ ରାଜନୀତି : ପ୍ରିୟଙ୍କା ଗାନ୍ଧୀଙ୍କୁ ୧୯୮୪ ଲେଖାଥିବା ବ୍ୟାଗ୍ ଦେଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, Video
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଲଗାତାର ନୂଆ ବ୍ୟାଗ ନେଇ ସଂସଦରେ ପହଞ୍ଚୁଛନ୍ତି । ବେଳେବେଳେ ଆଦାନୀ ବ୍ୟାଗ ତ’ ବେଳେବେଳେ ବାଂଲାଦେଶ ଲେଖା ହୋଇଥିବା…
ପୂର୍ବତନ ସ୍ତ୍ରୀଙ୍କୁ ଭରଣପୋଷଣ ଦେବାର ଅର୍ଥ ଉଭୟଙ୍କ ଆର୍ଥିକ ସ୍ଥିତିକୁ ସମାନ କରିବା ନୁହେଁ: କୋର୍ଟ
ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷା ପାଇଁ ଆଇନକୁ କଠୋର କରାଯାଇଛି । ଏହାର ଫାଇଦା ଉଠାଇ, ସ୍ବାମୀଙ୍କୁ ଧମକାଇବା, ଶୋଷଣ କରିବା କିମ୍ବା ନିର୍ଯାତନା ଦେବା ପାଇଁ ନୁହେଁ । ଆଜି ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଘଟଣା…
(Breaking) ସୁଭଦ୍ରା ଓ ଆବାସକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଲେ ଏମାନଙ୍କୁ ମିଳିବ ଅଧିକ ଟଙ୍କା
ଭୁବନେଶ୍ୱର- ବଣ୍ଡାମାନଙ୍କୁ ଅଧିକ ୫୦ ହଜାର ଟଙ୍କା ମିଳିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଉପମୁଖ୍ୟମନ୍ତ୍ରୀ ବଣ୍ଡାଘାଟିରେ ସ୍ଥିତି ପରଖିବା ପରେ ଏହି କଥା କହିଛନ୍ତି । ବଣ୍ଡାଘାଟି ଯାଇ ସେଠାରେ ଲୋକଙ୍କୁ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ପରିବର୍ତ୍ତନ ହେବ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ପରିବର୍ତ୍ତନ ହେବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍ କରି ନୂଆ ଡିଜାଇନ ହେବ…
(Breaking) ନିରଞ୍ଜନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ
ଭୁବନେଶ୍ୱର- କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ । ଖବର ଲେଖା ହେବା ବେଳକୁ ଇଡି ରେଡ ଚାଲିଛି । ଭୁବନେଶ୍ୱରସ୍ଥିତ ନୟାପଲି ବାସଭବନରେ ଇଡି ରେଡ କରୁଛି । ତେବେ କେଉଁ…
ଡ. ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର ୨୦୨୪ରେ ସମ୍ମାନିତ ହେଲେ ଦେବେନ୍ଦ୍ର ସୁତାର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର ୨୦୨୪ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି।…
ପୁଣି ଷ୍ଟିଲ ସିଟିରେ ଲଜ୍ଜା, ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ
ଭୁବନେଶ୍ବର: ପୁଣି ସାମ୍ନାକୁ ଆସିଛି ଲଜ୍ଜାଜନକ ଘଟଣା । ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଉରକେଲାରୁ ସାମ୍ନାକୁ ଆସିଛି ଏହି ଲଜ୍ଜାଜନକ ଘଟଣା । 3 ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ…
ମନରେଗାରେ ଖରାପ ପ୍ରଦର୍ଶନ,12 ଏଡିଇଓଙ୍କ ଦରମା ବନ୍ଦ ନିର୍ଦ୍ଦେଶ
ଭୁବନେଶ୍ବର: ଭାରି ପଡିଲା ମନରୋଗାରେ ଖରାପ ପ୍ରଦର୍ଶନ । 12 ଏଡିଇଓଙ୍କ ଦରମା ବନ୍ଦ ନିର୍ଦ୍ଦେଶ । 12 ଆକାଉଣ୍ଟାଣ୍ଟ କମ୍ ଡିଇଓଙ୍କ ଦରମା ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କଟକରୁ ସାମ୍ନାକୁ ଆସିଛି…
ଆଜିଠୁ ନିଜ ପସନ୍ଦର କଲେଜ ବାଛିବେ ଛାତ୍ରଛାତ୍ରୀ, କିନ୍ତୁ ରହିଥିବା ଜରୁରୀ ଏହି କାରଣ
ଭୁବନେଶ୍ବର: ଆଜିଠୁ ନିଜ ପସନ୍ଦର କଲେଜ ବାଛି ପାରିବେ ଛାତ୍ରଛାତ୍ରୀ । ଯୁକ୍ତ 2 ପ୍ରଥମ ବର୍ଷର ଶିକ୍ଷାର୍ଥୀମାନେ କଲେଜ ବଦଳି ପାଇଁ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟନ୍ତ…
ମହାଜାଗତିକ ଦୃଶ୍ୟ, ଖାଲି ଆଖିରେ ଦେଖିହେବ 5 ଗ୍ରହ!
ଭୁବନେଶ୍ବର: ଆକାଶରେ ଚଳିତ ବର୍ଷ ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ଡିସେମ୍ବର ଏବଂ ଜାନୁଆରୀ ମାସର ପ୍ରଥମାର୍ଦ୍ଦରେ 5 ଗ୍ରହକୁ ଖାଲି ଆଖିରେ ଦେଖିପାରିବେ । ତେବେ ମାସେ ପର୍ଯ୍ୟନ୍ତ ଆକାଶରେ ଏହି 5 ଗ୍ରହକୁ ଦେଖିପାରିବେ…