fbpx
Browsing Category

ରାଜ୍ୟ

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଏବଂ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ…

BIG BREAKING: ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ମିଶିଛନ୍ତି । ଗତ ଶନିବାର ଦିନ ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜୁ ଜନତା ଦଳରୁ…

ସକାଳୁଆ ହେବ ଅଙ୍ଗନବାଡ଼ି ସ୍କୁଲ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଓଡ଼ିଶା ଭାସ୍କର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଅଙ୍ଗନବାଡ଼ି ସ୍କୁଲ ସକାଳୁଆ ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ସକାଳ ୭ଟାରୁ ଦିନ ୧୧ଟା ୩୦ଯାଏଁ ଚାଲିବ ରାଜ୍ୟର ସମସ୍ତ…

ବଡ଼ ଖବର; ‘ପଦ୍ମ ପୋଖରୀ’କୁ ପଶିବେ ଅନୁଭବ! BJPରେ ସାମିଲ ହୋଇପାରନ୍ତି କେନ୍ଦ୍ରାପଡ଼ା ସାଂସଦ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ରାଜନୈତିକ ପଦକ୍ଷେପକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । କେଉଁ ପଦକ୍ଷେପ…

Big Breaking: ହୁତୁ ହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ , କାରଣ ଅସ୍ପଷ୍ଟ

ଭୁବନେଶ୍ୱର:ଆଜି ଏକ ପିଆଜ ବୋଝେଇ ଟ୍ରକରେ ନିଆଁ ଲାଗି ଯାଇଛି । ବାରିପଦାରେ ଏହି ଅଘଟଣ ଘଟିଛି । ସେଠାରେ ଏକ ପିଆଜ ବୋଝେଇ ଟ୍ରକରେ ଅଚାନକ ନିଆଁ ଲାଗିଯାଇଥିଲା । ଏନଏଚ୍ ୪୯ ବାଙ୍ଗିରିପୋଷି ଘାଟୀରେ ହୁତୁହୁତୁ ହୋଇ…

ସାବଧାନ ରୁହ, ବଢୁଛି ତାତି… ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ରାଜ୍ୟରେ ଅସହ୍ୟ ଗରମ ଏବଂ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି । ତେବେ ଖରା ଓ ତାତି ବଢୁଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ…

ମେଡିକାଲ୍‌ରୁ କଏଦୀ ଫେରାର, ହତ୍ୟା ମାମଲାରେ କାଟୁଥିଲା ସଜା

ଭୁବନେଶ୍ୱର: ଜେଲ୍ କର୍ମଚାରୀଙ୍କୁ ଚକ୍‌ମା ଦେଇ ମେଡିକାଲ୍‌ରୁ ଜଣେ କଏଦୀ ଫେରାର ହୋଇଯାଇଛି । ଏପରି ଘଟଣା ଘଟିିଛି ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଅଞ୍ଚଳରେ । ବିଳମ୍ବିତ ରାତିରେ ମେଡିକାଲ୍‌ରୁ ଖସି ପଳାଇ ଯାଇଛି…

Big Breaking; ବିଜେଡି ନେତାଙ୍କ ଶିକ୍ଷାନୁଷ୍ଠାନରେ IT ରେଡ୍: ଘରେ-ଅଫିସରେ ବି ଚଢାଉ

ଭୁବନେଶ୍ୱର: ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଚହଳ ସୃଷ୍ଟି କରିଛି । କିନ୍ତୁ ଏହି ସମୟରେ ବିଜେଡିର ଜଣେ ନେତାଙ୍କ ଉପରେ ପଡ଼ିଛି ଆୟକର ବିଭାଗର ନଜର । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଶିକ୍ଷାନୁଷ୍ଠାନ ଉପରେ ଆଇଟ ରେଡ…

୪ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ: ଖସାପଡ଼ା ନୀତି ପାଇଁ ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀଜୀଉଙ୍କ ଖସାପଡ଼ା ନୀତି ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କୁ ଦର୍ଶନ…

ଏହି ତାରିଖରୁ ସ୍କୁଲରେ ଆରମ୍ଭ ହେବ ଖରା ଛୁଟି, ରଜ ଶେଷ ପରେ ଯାଇ ସ୍କୁଲ ଖୋଲିବ

ଓଡ଼ିଶା ଭାସ୍କର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ମେ ୬ରୁ ସ୍କୁଲରେ ହେବ ଖରା ଛୁଟି। ଆଜି୨୦୨୪-୨୫ ଶିକ୍ଷାବର୍ଷ ପାଇଁ କ୍ୟାଲେଣ୍ଡର ଆସିଛି। ତେବେ ୨୦୨୪ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି…