fbpx
BSKY SKY
BSKY SKY
Browsing Category

ରାଜ୍ୟ

ଡିଭାଇଡରରେ ପିଟି ହେଲା କାର, ଦୁର୍ଘଟଣାରେ ବାପା ଝିଅ ମୃତ

ଭଦ୍ରକ: ଏନ୍‌ଏଚ୍ ୧୬ ଯଶଟିକିରି ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ କାର ଡିଭାଇଡରରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାପା ଓ ଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…

ଜନତାଙ୍କ ପାଇଁ ଦୁଇଟି ବଡ଼ ଚିନ୍ତା: ଗୋଟିଏ ପଟେ ତାତି ବଢ଼ିବାରେ ଲାଗିଛି, ଅନ୍ୟ ପଟେ ସୁନା ଦର ହୁ ହୁ ହୋଇ ବଢ଼ୁଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜଧାନୀ ସମେତ ରାଜ୍ୟବାସୀଙ୍କ ପାଇଁ ଦୁଇଟି ବଡ଼ ସମସ୍ୟା ଆସି ଉଭା ହୋଇଛି । ସତେ ଯେମିତି ଜନସାଧାରଣଙ୍କ ଆଗରେ ସ୍ୱୟଂ କାଳ ଆସି ଠିଆ ହୋଇଛନ୍ତି । ଜଣେ କଲବଲ କରୁଥିବା…

(Video) ଡାକ୍ତର ହୋଇଗଲେ କାବା: ବୃଦ୍ଧାଙ୍କ ପେଟରୁ ବାହାରିଲା ୩୦ କେଜିର ଏକ ମାଂସ ପିଣ୍ଡୁଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପେଟ ଭିତରେ ବଡ଼ ମାଂସ ପିଣ୍ଡୁଳା, ଟ୍ୟୁମର ଆଦି ରହିଥିବା ଜଣାପଡ଼ିଥାଏ । ଏପରି ସ୍ଥିତିରେ ଡାକ୍ତରମାନେ ଅପରେସନ ମାଧ୍ୟମରେ ତାହାକୁ ବାହାର କରିଥାନ୍ତି । ତେବେ ଏହା ମଧ୍ୟରେ…

ଆଜି ଆସିପାରେ ବିଜେପିର ସଂକଳ୍ପ ପତ୍ର, ଗରିବ, କୃଷକ ଏବଂ ମହିଳାଙ୍କ ଉପରେ ରହିଛି ଫୋକସ୍

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ପାଇଁ ଆଜି ଆସିପାରେ ବିଜେପିର ସଂକଳ୍ପ ପତ୍ର । ବିକଶିତ ଭାରତ ଗଠନ ନେଇ ଦଳ ଇସ୍ତାହାରରେ ବଡ଼ ଘୋଷଣା କରିପାରେ । ଏହି ଇସ୍ତାହାରରେ ଗରିବ, କୃଷକ, ଯୁବକ, ଛାତ୍ରଛାତ୍ରୀ ଏବଂ ମହିଳାଙ୍କ…

ରାଜଧାନୀରେ ବଡ଼ ଅଘଟଣ: ବିଧାୟକଙ୍କ କ୍ୱାର୍ଟର୍ସରୁ ଚୋରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରଙ୍କର ଉତ୍ପାତ ବଢ଼ିବାରେ ଲାଗିଛି । ବିଶେଷ କରି ଗତ କିଛିଦିନ ମଧ୍ୟରେ ରାଜଧାନୀର ଆପାର୍ଟମେଣ୍ଟରୁ ଟଙ୍କା, ସୁନା ଅଳଙ୍କାର ଲୁଟ୍ ହେଉଥିବା ଦେଖାଯାଉଛି…

ଓଲଟିଲା ତୀର୍ଥଯାତ୍ରୀ ବସ୍‌, ୧୫ ଗୁରୁତର

ପଦ୍ମପୁର: ବରଗଡ଼ର ପଦ୍ମପୁର ଉପଖଣ୍ଡ ବୁଡେନ୍ ଥାନା ଅନ୍ତର୍ଗତ ସୁଲିଆ ଗ୍ରାମ ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସରେ ମୋଟ୍ ୫୫ ଜଣ ଯାତ୍ରୀ ଥିବାବେଳେ ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି ।…

ଆଜି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ, ଜାଣନ୍ତୁ କ’ଣ ରହିଛି ଏହି ଦିନର ମହତ୍ୱ

ଓଡ଼ିଶା ଭାସ୍କର: ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ଭିନ୍ନ । ଓଡ଼ିଆମାନେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି । ପଣାରେ ମହକୁଛି ପଲ୍ଲୀରୁ ସହର । ଆଜି ପବିତ୍ର ପଣା ସଂକ୍ରାନ୍ତି । ଚଳଚଞ୍ଚଳ ପ୍ରତି ଓଡ଼ିଆ ଘର । ଏହି…

Big Breaking; କଂଗ୍ରେସର ପ୍ରାର୍ଥୀ ଘୋଷଣା: ନିର୍ବାଚନରେ ୯ ଲୋକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଆଉ ୯ଟି ଲୋକସଭା ପ୍ରାର୍ଥୀଙ୍କ ନାମରେ ମୋହର ମାରିଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ବାଲେଶ୍ୱରରୁ ଶ୍ରୀକାନ୍ତ ଜେନାଙ୍କୁ ପ୍ରାର୍ଥୀ…

ରାଜ୍ୟକୁ ପୁଣି ଫେରିଲା ତାତି, ସବୁଠୁ ଉତ୍ତପ୍ତ ସହର ପାରଳାଖେମୁଣ୍ଡି

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ କାଳବୈଶାଖୀ ବର୍ଷା ପାଇଁ ଉତ୍ତପ୍ତ କମ ଥିବା ବେଳେ ଆଜିଠୁ ତାତି ବଢି ବୋଲି ରେକର୍ଡ କରାଯାଇଛି । ତେବେ ଏହାରି ମଧ୍ୟରେ ଆଜି ସବୁଠାରୁ ଉତ୍ତପ୍ତ ସହର ହେଉଛି ପାରଳାଖେମୁଣ୍ଡି ।…

(Video) ସଜ ହେଉଛି ମଇଦାନ: ନିର୍ବାଚନରେ କାହାକୁ ସାରଥୀ କରିବ BJP? ଟାର୍ଗେଟରେ ଏହି ନେତାଙ୍କ ନାଁ

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିକୁ ନେଇ ଚା' ଖଟିରେ ଆରମ୍ଭ ହୋଇଛି ଖଟଚମଟ । ବିଜେଡି-ବିଜେପି ଲଢେଇ ନିର୍ବାଚନର ମାହୋଲକୁ ଆହୁରି ସରଗରମ କରିଦେଇଛି । ତେବେ ଆଜି ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା…