fbpx
Browsing Category

ରାଜ୍ୟ

ଜଟଣୀରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ଭୁବନେଶ୍ୱର: ଜଟଣୀରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି । ପୋଲିସ ୪୦ କିଲୋ ଓଜନର ବାରୁଦ ଜବତ କରିବା ସହ ବୋମା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ଜଟଣୀ ସହର ନୂଆଗାଁରେ…

(Video) BJDରୁ ଟିକେଟ ପାଇବେନି ଏହି ନେତା? ଦଳର ତୁଙ୍ଗ ନେତାଙ୍କୁ ଘାରିଛି ପଦ ହରାଇବା ଭୟ

ଓଡ଼ିଶା ଭାସ୍କର: ଆଗାମୀ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ତେବେ ସବୁଠୁ ରୋମାଞ୍ଚକର ହେଉଛି ଓଡ଼ିଶା ରାଜନୀତି । ରାଜ୍ୟରେ ଶାସକ ଦଳ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ଉଭୟ ଏକାକୀ…

ବିଜେପି ଛାଡିଲେ ନୀଳଗିରି ବିଧାୟକ, ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର

ଭୁବନେଶ୍ୱର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜ୍ୟରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଆଜି ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ବିଜେପି ସଭାପତିଙ୍କ…

ତାଣ୍ଡବ କରିବ HeatWave! ୪୦ ଡିଗ୍ରୀ ଛୁଇଁବ ଦିନର ତାପମାତ୍ରା, ସାରା ରାଜ୍ୟରେ ଉପରମୁହାଁ ତାତି

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ତାପମାତ୍ରା ପୁଣିଥରେ ଉପରମୁହାଁ ହୋଇଛି । ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଆହୁରି ଭୟଙ୍କର ରୂପ ନେଇଛି । ବର୍ତ୍ତମାନ ସୁଦ୍ଧା ୫ଟି ସହରରେ ତାପମାତ୍ରା ୩୯ ଡିଗ୍ରୀରେ ପହଞ୍ଚି…

ବିଜେପିରୁ ବିଦାୟ ନେଲେ ପ୍ରକାଶ ବେହେରା: ମନମୋହନଙ୍କୁ ଦେଲେ ଇସ୍ତଫା

କଟକ: ନିର୍ବାଚନ ପୂର୍ବରୁ ବର୍ତ୍ତମାନ ରାଜନୀତିରେ ନେତାଙ୍କ ଦଳ ପରିବର୍ତ୍ତନ ଜାରି ରହିଛି । ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ବିଜେପି ନେତା ପ୍ରକାଶ ବେହେରା । ଭାରତୀୟ ଜନତା ପାର୍ଟିର କଟକ ଜିଲ୍ଲା ସଭାପତି…

ଭିଜିଲାନ୍ସ ଜାଲରେ ରାଜସ୍ବ ସ୍ବତନ୍ତ୍ର ଅଧିକାରୀ: ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଭୁବନେଶ୍ବର: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ନୂଆପଡ଼ା ଜିଲ୍ଲା…

ଇସ୍ତଫା ଦେଲେ ଓଡ଼ିଶାର ୩ ନେତା: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ, କଂଗ୍ରେସ ଛାଡ଼ିଲେ ଜିଲ୍ଲା ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଦେରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ସେହିପରି ମେ ମାସ ୧୩, ୨୦, ୨୫ ଓ ଜୁନ ୧ରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବ ।…

ରାଜ୍ୟର ଏହି ଅଞ୍ଚଳରେ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା; ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପାଗ ଶୁଖିଲା ରହୁଥିବାରୁ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ଚନ୍ଦ୍ରଶେଖରପୁର ଡାକ୍ତର ଦମ୍ପତି ହତ୍ୟା ମାମଲା; ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ଵର: ( ଓଡ଼ିଶା ଭାସ୍କର ) ଭୁବନେଶ୍ଵର ବହୁଚର୍ଚ୍ଚିତ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ଘଟଣାରେ ଆସିଲା ରାୟ। ୫ ଦୋଷୀ ସାବ୍ଯସ୍ତ ହୋଇଥିବା ଆସାମୀ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରା, ଏମଡି କାମାଲ ଖାନ, ନିନି ଓରଫ…

ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ପିଏମ୍‍ଶ୍ରୀ ସ୍କୁଲ ଯୋଜନା ଲାଗୁ କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲ ମାନଙ୍କରେ ପିଏମ୍‍ଶ୍ରୀ ସ୍କୁଲ ଯୋଜନା ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ…