Browsing Category
ରାଜ୍ୟ
ଆସନ୍ତା ୧୭ରୁ ପୁଣି ରତ୍ନଭଣ୍ଡାର ମରାମତି, ମାର୍ଚ୍ଚ ପୂର୍ବରୁ ଶେଷ ହେବ କାର୍ଯ୍ୟ: ପୃଥ୍ୱୀରାଜ ହରିଚନ୍ଦନ
ପୁରୀ: ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ରତ୍ନଭଣ୍ଡାର ମରାମତି ପରେ…
ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ସଫେଇ ଗାଡ଼ି , ଲୋକେ ଆତଙ୍କିତ
ଭୁବନେଶ୍ୱର: ରାସ୍ତା ମଝିରେ ଜଳିଗଲା ବିଏମସିର ସଫେଇ ଗାଡ଼ି । ଡମଣା ଛକ ନିକଟରେ ହଠାତ ଗାଡ଼ିରେ ନିଆଁ ଲାଗିଥିଲା ।
ଧୂଆଁମୟ ହୋଇଯାଇଥିଲା ସମ୍ପୂର୍ଣ୍ଣ ବାତାବରଣ । ଘଟଣାସ୍ଥଳରେ ଲୋକେ ଛାନିଆ ହୋଇଯାଇଥିଲେ ।
ନିଆଁ…
ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର, ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ତେବେ ବର୍ତ୍ତମାନ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ଏକ ଖୁସି ଖବର ଆସିଛି । ମଧ୍ୟାହ୍ନ ଭୋଜନରେ ଏଣିକି…
ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଆୟୁଷ୍ମାନ ପ୍ରସଙ୍ଗକୁ ନେଇ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ
ଭୁବନେଶ୍ୱର: ଆୟୁଷ୍ମାନ ପ୍ରସଙ୍ଗକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, “ ପୂର୍ବ ସରକାର ହୀନମାନ୍ୟତା କାରଣରୁ ଲାଗୁ କରୁନଥିଲେ…
ମକରରେ ବଡ଼ ଅଘଟଣ; ଓଲଟିଲା ଡାଲା ଅଟୋ, ୧୩ ଆହତ, ୨ ଗୁରୁତର
ଆସିକା: ଆଜି ମକର ସଂକ୍ରାନ୍ତି ଅବସରରେ ଘଟିଯାଇଛି ବଡ଼ ଅଘଟଣ । ଡାଲା ଅଟୋ ଓଲଟି ୧୩ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି ।
ପବିତ୍ର ମକର ବୁଡ଼ ପକାଇବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା ।…
‘ଆୟୁଷ୍ମାନ’ରେ ଫାଇଦା କ’ଣ, ଏହା BSKY ଠାରୁ କେତେ ଭଲ ?
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ବୁଝାମଣାପତ୍ର ସ୍ବାକ୍ଷରି କ୍ଷରିତ ହୋଇଛି। ଏହି ଯୋଜନା ଲାଗୁ ହେଲେ କ'ଣ ଫାଇଦା ମିଳିବ, ସେ…
ପବିତ୍ର ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କଲେ
ଭୁବନେଶ୍ୱର: ଆଜି ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପବିତ୍ର ମକର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦେଉ ବୋଲି…
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଜାତୀୟ ଉଦ୍ୟାନ ଭିତରକନିକା
ରାଜନଗର: ଭିତରକନିକା ବୁଲିବାକୁ ପ୍ଲାନ କରିଥିଲେ, ଏହି ଖବର ଆପଣଙ୍କ ପାଇଁ ଜରୁରୀ । କେନ୍ଦ୍ରାପଡ଼ାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକା ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ସୂଚନା ଜାରି କରାଯାଇଛି ।
ସୂଚନା…
ଏହି ୩ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା: ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଏବଂ କୋରାପୁଟ ଜିଲ୍ଲାର କେତେକ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ଭୁବନେଶ୍ବର ଅଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।…
ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷୟକ୍ଷତି ଆକଳନ ଶେଷ, ଚାଷୀଙ୍କୁ ମିଳିଲା ୨୨ କୋଟି
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷୟକ୍ଷତି ଆକଳନ ଶେଷ ହୋଇଛି । ୨ ଲକ୍ଷ ୭୨୯ଟି ପ୍ଲଟରେ କ୍ଷତି ପାଇଁ ଚାଷୀ ଆବେଦନ କରିଥିଲେ ।
୧ ଲକ୍ଷ କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ୨୨ କୋଟି ଟଙ୍କା ଦେଇଛନ୍ତି ସରକାର ।…