Browsing Category

ରାଜ୍ୟ

ଘରୋଇ କଳହ ନେଲା ହତ୍ୟାର ରୂପ, ସ୍ତ୍ରୀକୁ ମାରି ଥାନାରେ ଅତ୍ମସମର୍ପଣ କଲା ସ୍ୱାମୀ

ମାଲକାନଗିରି: ସ୍ତ୍ରୀକୁ ମାରି ଥାନାରେ ନିଜକୁ ଅତ୍ମସମର୍ପଣ କଲା ସ୍ୱାମୀ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ହତ୍ୟା ମାମଲା ବର୍ତ୍ତମାନ ମାଲକାନଗିରିରୁ ଆସିଛି । ସୂଚନାନୁଯାୟୀ, କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗାଁରେ…

ଶ୍ରୀମନ୍ଦିରକୁ ଏଟିଏମ୍ ମାଧ୍ଯମରେ ଦାନ ୨୦୧୫ରୁ ବନ୍ଦ, ଅନଲାଇନରେ ସାଇବର ଠକେଇ ଆଶଙ୍କା

ପୁରୀ: ବିଶ୍ଵରେ ମହାପ୍ରଭୁଙ୍କ କୋଟି କୋଟି ଭକ୍ତ ରହିଛନ୍ତି। ଶ୍ରୀମନ୍ଦିରକୁ ପ୍ରତ୍ୟେକ ଦିନ ବିଭିନ୍ନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଦାନ ଆକାରରେ ଆସୁଛି ହେଲେ ଶ୍ରୀକ୍ଷେତ୍ରରୁ ଦୂରରେ ବିଭିନ୍ନ ଜିଲାରେ ରହୁଥିବା…

ଅବକାରୀ ବିଭାଗରେ ଖୋଲିବ ପ୍ରସିକ୍ୟୁସନ୍ ୟୁନିଟ୍‌: ୧୧୧ ଅଫିସରଙ୍କୁ ମିଳିବ ନିଯୁକ୍ତି

କଟକ: ଓଡ଼ିଶାରେ ଅବକାରୀ ବିଭାଗରେ ଅବକାରୀ ମାମଲାର ଶୁଣାଣି ପ୍ରକ୍ରିୟାକୁ ଅନୁଧ୍ୟାନ କରିବାକୁ ପୁଲିସ ଭଳି ପ୍ରସିକ୍ୟୁସନ ୟୁନିଟ୍ ନାହିଁ। ଯାହାଫଳରେ କୋର୍ଟରେ ମାମଲା ପରିଚାଳନା ଠିକ୍ ଭାବେ କରାଯାଇପାରୁନାହିଁ।…

କାଲିଠୁ କମିବ ଶୀତର ପ୍ରକୋପ, ଘନ କୁହୁଡି ପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତାକାଲି ଠାରୁ ଶୀତର ପ୍ରକୋପ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି ବିଶେଷକରି, କୋରାପୁଟ,…

ରାତିଅନିଦ୍ରା ରହିବେ ବସ୍ତି ବାସିନ୍ଦା, ଉଚ୍ଛେଦ ପୂର୍ବରୁ ଲାଗୁ ହେବ କର୍ଫ୍ୟୁ

ବାଲେଶ୍ୱର: ବସ୍ତି ଉଚ୍ଛେଦ ପୂର୍ବରୁ କର୍ଫ୍ୟୁ । ରେଳ ଲାଇନ୍ ସମ୍ପ୍ରସାରଣ ପାଇଁ ଅରଡ଼ ବଜାର ଠାରୁ ପରିବା ମାର୍କେଟ ଅଞ୍ଚଳ, ହରିପୁରରୁ ଦର୍ଜିପୋଖରୀ, କସମିଳା ଠାରୁ ଫୁଲାଡ଼ି, ନୂଆ ବଜାର ରେଳ ଫାଟକ, ନୂଆ ବଜାର ପରିବା…

ପୁରୀ ପରିଦର୍ଶନ କରି ଖୁସି ବ୍ୟକ୍ତ କଲେ ପ୍ରବାସୀ ଭାରତୀୟ: “ଫିର୍ ମିଲେଙ୍ଗେ” କହି ନେଲେ ବିଦାୟ

ପୁରୀ: ୮୦ ଜଣ ପ୍ରବାସୀ ଭାରତୀୟ ଓ ସହଯୋଗୀ ସଦସ୍ୟ କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରିଥିଲେ।ସେମାନେ ରଘୁରାଜପୁର ଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରା ଯାଇଥିଲା। ରଘୁରାଜପୁରର କଳା କୃତି ଦେଖି…

ଘର ମାଲିକଙ୍କୁ ନାକେଦମ୍ କଲା ଭଡ଼ାଟିଆ, କାନ୍ଦି କାନ୍ଦି ଏସପିଙ୍କ ଦ୍ୱାରସ୍ଥ ହେଲେ ମାଆ-ଝିଅ

ଭଦ୍ରକ: ଦିନକୁ ଦିନ ବୃଦ୍ଧି ପାଉଛି ଭଡ଼ାଟିଆଙ୍କ ମନମାନି । ବିଶ୍ୱାସରେ ବିଷ ଦେଇ ଲୁଟିଲେ ଘର ମାଲିକର ଘର । ଏଥିପାଇଁ ଆଜିକାଲି ଭଡ଼ାଟିଆଙ୍କୁ ନେଇ ଘର ମାଲିକଙ୍କ ମନରେ ଏକ ପ୍ରକାର ଭୟ ଦେଖାଦେଇଛି । କାହାକୁ ବି ଭଡ଼ାରେ…

ଯାଜପୁର: କଲେଜ ଛାତ୍ରୀଙ୍କୁ ମାଡ଼ ମାରି ଭିଡିଓ ଭାଇରାଲ କରାଯିବା ଘଟଣା, ବନ୍ଧା ହେଲେ ରୋଡ଼ ରୋମିଓ

ଯାଜପୁର: (ଓଡ଼ିଶା ଭାସ୍କର) ଶେଷରେ ରୋଡ଼ ରୋମିଓ କୁ ବାନ୍ଧିଛି ବରୀ ପୋଲିସ । ସୂଚନାଯୋଗ୍ୟ ବିଚ୍ ରାସ୍ତା ଉପରେ ଦୁଇ ଜଣ କଲେଜ ଛାତ୍ରୀଙ୍କୁ ମାଡ଼ ମରାଯାଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।…

୪ ଦିନ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ: ରତ୍ନଭଣ୍ଡାର ମରାମତିକୁ ନେଇ ଆସିଲା ବଡ଼ ଖବର । ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ରନ୍ନଭଣ୍ଡାର ମରାମତି ସ୍ଥଗିତ ରଖାଯାଇଛି । ମକର ସଂକ୍ରାନ୍ତି ସହ ଅନ୍ୟାନ୍ୟ ନୀତିକାନ୍ତି ଦୃଷ୍ଟିରୁ ମରାମତି କାର୍ଯ୍ୟ…

ଦାମୀ ପାଣି ପିଅନ୍ତି ସିଦ୍ଧାନ୍ତ! ଖୋଲି କହିଲେ ଗୋଟି ଗୋଟି ସବୁ ସତ…

ଓଡ଼ିଶା ଭାସ୍କର: ସିଦ୍ଧାନ୍ତ ମହାପାତ୍ର, ନାମ ହିଁ ଯଥେଷ୍ଟ । ଓଲିଉଡ୍ ଜଗତରେ ରାଜ୍ କରିଥିବା ନାୟକ ସିଦ୍ଧାନ୍ତ, ଓଡ଼ିଆ ଯୁବପିଢ଼ିଙ୍କ ମନପସନ୍ଦ ହିରୋ । ଅନେକ ସମୟରେ ନିଜ କାମକୁ ନେଇ ଚର୍ଚ୍ଚାରେ ରୁହନ୍ତି ସିଦ୍ଧାନ୍ତ ।…