CHARIDHAM
Browsing Category

ରାଜ୍ୟ

ଆଜି ମହିଳାଙ୍କୁ ସରକାର ଦେବେ ରାକ୍ଷୀ ଉପହାର: ସୁଭଦ୍ରା ତୃତୀୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜି ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା । ମହିଳାଙ୍କୁ ତୃତୀୟ କିସ୍ତି ଟଙ୍କା ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମିଳିବ । ତୃତୀୟ କିସ୍ତି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିବାର…

କାରରେ ଆସି ସ୍କୁଲ ସାମ୍ନାରୁ ଛାତ୍ରୀଙ୍କୁ କିଡନାପ କରିନେଲା ଯୁବକ

ଯାଜପୁର: ପୁଣି ଯାଜପୁରରେ ଅପରାଧ। ଦିନକୁ ଦିନ ଯାଜପୁର ଜିଲ୍ଲାରେ ଅପରାଧ ବଢ଼ିବାରେ ଲାଗିଛି। କେତେବେଳେ ନାବାଳିକାକୁ ଗଣଦୁଷ୍କର୍ମର ଅଭିଯୋଗ ଆସୁଛି ତ ଆଉ କେତେବେଳେ ହତ୍ୟା। ଠିକ୍ ସେହିପରି ଏବେ ପୁଣି ଯାଜପୁରରୁ ଏକ…

ସ୍କୋଡା ଅଟୋ ଇଣ୍ଡିଆର ଭୁବନେଶ୍ୱରରେ ଉଦଘାଟିତ ହେଲା ଦୁଇଟି ନୂଆ ଟଚ୍‌ପଏଣ୍ଟ

ଭୁବନେଶ୍ୱର: ଗ୍ରାହକଙ୍କ ପ୍ରଥମ ପସନ୍ଦକୁ ଆଧାର କରି ସ୍କୋଡା ଅଟୋ ଇଣ୍ଡିଆ ନିଜର ନେଟୱାର୍କକୁ ଦିନକୁ ଦିନ ବଢାଇବାରେ ଲାଗିଛି। ଆଉ ଏହାରି ଭିତରେ ଆଜି ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୁଇଟି ନୂଆ ଟଚ୍‌ପଏଣ୍ଟର ଉଦ୍‌ଘାଟନ…

ଦୁଇ ଗାର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଚାହୁଁଥିଲା ସ୍ୱାମୀ, ସ୍ତ୍ରୀ କଣ୍ଟା ସାଜିବାରୁ, ମାରିକି ଟାଙ୍ଗିଦେଲେ ମିଶି

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏହି ମାମଲାଟି ପ୍ରଥମେ ପ୍ରାଣହାରିବା ଭଳି ଲାଗୁଥିଲା। କିନ୍ତୁ ପଛରେ ଏହି ଘଟଣାଟି ହତ୍ୟା ବୋଲି ଜଣାପଡିଛି। ପୋଲିସ ଏହି…

ପାରମ୍ପାରିକତା ଓ ବିଶ୍ୱ ଦୃଷ୍ଟିକୋଣ ସହ ‘ଆର୍ଟସ ଅଫ୍‌ ଉଇଭିଂ’ର ଜାତୀୟ ହସ୍ତତନ୍ତ ଦିବସ ପାଳନ

ଭୁବନେଶ୍ୱର: ପାଳନ ହେଲା ଜାତୀୟ ହସ୍ତତନ୍ତ ଦିବସ। ଓଡ଼ିଶା ହସ୍ତତନ୍ତର ଅନ୍‌ଲାଇନ୍‌ ବ୍ୟବସାୟିକ ପ୍ଲାଟ୍‌ଫର୍ମ ‘ଆର୍ଟସ ଅଫ୍‌ ଉଇଭିଂ’ ତରଫରୁ ଅତି ଆକର୍ଷଣୀୟ ଏବଂ ନିଆରା ଭାବରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି।…

ରାଜଧାନୀରେ ଜଘନ୍ୟ ହତ୍ୟା! ଯୁବକଙ୍କୁ ମାରି ଗଛରେ ଟାଙ୍ଗିଦେଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଜବତ କରିଛି ଭରତପୁର ପୋଲିସ । ଏଫଆଇଆର୍ ବଦଳାଇବାକୁ ଭରତପୁର ପୋଲିସ ମୃତ ଯୁବକଙ୍କ ସ୍ତ୍ରୀ ଉପରେ ଚାପ ପକାଉଥିବା ଅଭିଯୋଗ ପୁଣି…

ପୂର୍ବ ଶତ୍ରୁତାକୁ ନେଇ ପୁରୀରେ ବୋମାମାଡ, ବାଇକରେ ଆସି ବୋମାମାଡ଼ କଲେ 3 ଦୁର୍ବୃତ୍ତ

ପୁରୀ: ମୋଚିସାହି ନିକଟ ନୂଆତୋଟାରେ ବୋମା ମାଡ଼ । ଶୁକ୍ରବାର ଏହି ବୋମାମାଡ ହୋଇଛି । ବାଇକରେ ଆସି ଜାଗାଘର ଉପରକୁ 3 ଦୁର୍ବୃତ୍ତଙ୍କୁ ବୋମାମାଡ଼ କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା…

ନାବାଳିକା ଝିଆରୀକୁ ଗର୍ଭବତୀ କଲା ପିଉସା, ମାଙ୍କଡ଼ ଘଉଡ଼ାଇବା ବାହାନାରେ କରିଥିଲା ଦୁଷ୍କର୍ମ

ବସ୍ତା: ପିଉସା –ଝିଆରୀର ସମ୍ପର୍କ ବାପା-ଝିଅର ସମ୍ପର୍କ ପରି । କିନ୍ତୁ ଆଜିର ଦୁନିଆରେ ଏଭଳି ଏକ ଘଟଣା ଘଟିଛି ଯାହା ଦେଖିବା ପରେ ସମ୍ପର୍କ ଉପରୁ ଭରସା ତୁଟି ଯାଇଛି । ତେବେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ସମ୍ପର୍କୀୟ…

“ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବି” ସୋନାଲିଙ୍କ ବିରୋଧରେ ଥାନାରେ ହାଜର ହେଲା ପୁଅ

ଭୁବନେଶ୍ୱର: ପୁଣିଥରେ ବିବାଦରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା । ସୋନାଲି ପଣ୍ଡା ଓ ଶ୍ରୀକ୍ଷେତ୍ର ବିବାଦକୁ ନେଇ ଥାନାରେ ହାଜର ହେଲା କୁନି ପୁଅ । ବାପା ଶ୍ରୀକ୍ଷେତ୍ର ସପକ୍ଷରେ ବାହାରିଲା କୁନି ପୁଅ । ଶିଶୁ…

ଚାକିରି ପାଇଁ ଆସି ଶବ ହୋଇ ଫେରିଲେ, ହୋମଗାର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

ଖୋର୍ଦ୍ଧା: ହୋମାଗାର୍ଡ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଖୋର୍ଦ୍ଧା ତରତୁଆ ରିଜର୍ଭ ପଡ଼ିଆରେ ଶରୀରିକ ପରୀକ୍ଷା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ ଯୁବକ । ଦୌଡ଼ୁଥିବାବେଳେ ଅସୁସ୍ଥ…