Browsing Category

ରାଜ୍ୟ

ଭିଜିଲାନ୍ସ ଜାଲରେ ବୋରିଗୁମ୍ମା ARI, ଏକକାଳୀନ 8 ସ୍ଥାନରେ ଚଢାଉ

ଭୁବନେଶ୍ବର: ରାଜସ୍ବ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଜାଲରେ କୋରାପୁଟ ବୋରିଗୁମ୍ମା ତହସିଲ ଏଆରଆଇ । ସୁରେନ୍ଦ୍ର ତନ୍ତିଙ୍କ ଘରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୁତ ସମ୍ପତ୍ତି…

କଲଭର୍ଟରୁ ୩୦ ଫୁଟ୍‌ ତଳକୁ ଖସିଲା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭୁବନେଶ୍ବର: ନୟାଗଡ ଜିଲ୍ଲାରେ ସଡକ ଦୁର୍ଘଟଣା । ୩୦ ଫୁଟ୍‌ ତଳକୁ ଖସିଲା ସିମେଣ୍ଟ ଟ୍ରକ୍ । ତେବେ ଏହି ଦୁର୍ଘଟଣାରେ ଟ୍ରକ୍‌ ତଳେ ଚାପିହୋଇ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ । ବାରିହାପିଟା ନିକଟରେ ସିମେଣ୍ଟ ବୋଝେଇ…

ଗଛରେ ଧକ୍କା ହେଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟି ହେବା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ପ୍ରକାଶ । ସ୍ଥାନୀୟ…

ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଭୁବନେଶ୍ବର: ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି । ବ୍ରହ୍ମପୁରରେ ହୋଇଥିବା ଏକ…

3 ଘଣ୍ଟା ପାଇଁ ସାବଧାନ ରୁହନ୍ତୁ ଏହି 11 ଜିଲ୍ଲା, ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ କଲବଲ କରିସାରିଲାଣି ଲଘୁଚାପ ବର୍ଷା । ଧାନଫସଲ ପାଣିରେ ଭାସି ଯାଇଥିବା ବେଳେ ହତାଶ ଅବସ୍ଥାରେ ଚାଷୀକୂଳ । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ରାଜ୍ୟରେ ବର୍ଷାର ପରିମାଣ କମିବା…

Breaking: ସୁଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ୨୦ ହଜାର ଶିକ୍ଷକଙ୍କୁ ମିଳିବ ଚାକିରି

ଭୁବନେଶ୍ବର: ବିଳମ୍ବିତ ରାତିରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟସ୍ତରୀୟ ସୁଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏକ ବିଶେଷ ସୂଚନା ଦେଇଥିଲେ । ଯୁବବର୍ଗଙ୍କୁ ଚାକିରି ଦେବା ନେଇ ପ୍ରତିଶୃତି…

ଓଡ଼ିଶାକୁ ମିଳିଲା ୪୫୫ କୋଟି: ଅର୍ଥ କମିଶନଙ୍କ ମଞ୍ଜୁର ଅର୍ଥ ପ୍ରଦାନ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ମଞ୍ଜୁର ୪୫୫ କୋଟି ଓଡ଼ିଶାକୁ ମିଳିଲା । ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତିକୁ ମିଶାଇ ଅର୍ଥ ପ୍ରଦାନ । ଅର୍ଥ କମିଶନଙ୍କ ମଞ୍ଜୁର ଅର୍ଥ ପ୍ରଦାନ କଲେ କେନ୍ଦ୍ର ସରକାର ।…

ସମବାୟ ମନ୍ତ୍ରୀଙ୍କ ବଡ ଘୋଷଣା, ଫସଲହାନୀ ହୋଇଥିଲେ ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ବର: ଫସଲ ଉଜାଡିଦେଲା ଅଦିନିଆ ବର୍ଷା । ଲଘୁଚାପ ବର୍ଷା ଚାଷୀମାନଙ୍କର ଅଣ୍ଟା ଭାଙ୍ଗିଦେଇଛି । ଚାଷୀଙ୍କୁ ଧାନ ପାଇଁ ଟୋକେନ ମିଳିଥିବା ହେଁ  ବର୍ତ୍ତମାନ ସୁଦ୍ଧା ଧାନ ଅମଳ ହୋଇପାରି ନାହିଁ । ଚାଷୀମାନଙ୍କର ଧାନ…

“ନବୀନ ପଟ୍ଟନାୟକ ଓ ନୀତିଶଙ୍କୁ ଭାରତରତ୍ନ ମିଳୁ”, ଦାବି କଲେ BJP ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂଙ୍କ ବଡ଼ ବୟାନ। ନବୀନ ପଟ୍ଟନାୟକ ଓ ନୀତିଶ କୁମାରଙ୍କୁ ଭାରତରତ୍ନ ମିଳୁ କହିଲେ। ନିଜ ସଂସଦୀୟ କ୍ଷେତ୍ର ବେଗୁସରାଇରେ ବଡ଼ ମନ୍ତବ୍ୟ ରଖିଲେ। ଗିରିରାଜଙ୍କ…

ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ… ବିଦାୟ ବେଳେ Emotional ହେଲେ ରଘୁବର ଦାସ

ଭୁବନେଶ୍ୱର: ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ ବୋଲି ବିଦାୟୀ ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଓଡ଼ିଶାବାସୀ ତାଙ୍କୁ ଯେଉଁ ଅପାର ସ୍ନେହ, ଶ୍ରଦ୍ଧା ଓ ଖୁସି ପ୍ରଦାନ କରିଛନ୍ତି ସେଥି ନିମନ୍ତେ ସେ ରାଜ୍ୟବାସୀଙ୍କୁ…