Browsing Category

ରାଜ୍ୟ

[Video] ରାଜଧାନୀରେ ଯୁବ କଂଗ୍ରେସର ବିକ୍ଷୋଭ ବେଳେ ମହୁମାଛିଙ୍କ ଆକ୍ରମଣ: ପୋଲିସ, ସାମ୍ୱାଦିକ ଓ ବିକ୍ଷୋଭକାରୀ ଆହତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜଧାନୀରେ ମହୁମାଛି ଆତଙ୍କ, ଯୁବ କଂଗ୍ରେସ ବିକ୍ଷୋଭ ବେଳେ କଲେ ଆକ୍ରମଣ। ମହୁମାଛିଙ୍କ ଆକ୍ରମଣରେ ପୋଲିସ, ସାମ୍ୱାଦିକ ଓ ଯୁବକର୍ମୀ ଆହତ । ବିଷ୍ଣୁପଦ ସେଠୀଙ୍କ ଘର ଘେରାଉ ବେଳେ…

ସାଧାରଣତନ୍ତ୍ର ଦିବସ ପାରେଡ ପାଇଁ ଭବାନିପାଟନାର ଶିବାନୀ ମନୋନିତ

ଭବାନିପାଟନା- ଭବାନିପାଟନା ସରକାରୀ ମହିଳା ମହାବିଦ୍ୟାଳୟର +୨ ତୃତୀୟ ବର୍ଷର ଛାତ୍ରୀ ତଥା ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ଶିବାନୀ ବାଗ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ଗର୍ବିତ କରିବାକୁ ଯାଉଛନ୍ତି । ଆସନ୍ତା ଜାନୁଆରୀ ୨୬…

ମନଲୋଭା ପିକନିକ୍ ସ୍ଥଳ ‘କରକ’ ଜଳପ୍ରପାତ; ପିକନିକ୍ ପାଇଁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼, ପର୍ଯ୍ୟଟନ ସ୍ଥଳୀ ପାଇଁ ମାନ୍ୟତା ଦାବି

କଳାହାଣ୍ଡି: ପାଖେଇ ଆସିଲାଣି ନୂଆ ବର୍ଷ । ଏଥିପାଇଁ ଏବେ ଠାରୁ ଚଳଚଞ୍ଚଳ ବଭିନ୍ନ ପର୍ଯ୍ୟଟନ ସ୍ଥଳୀ । ପିକନିକ୍ ପାଇଁ ପ୍ରାୟ ଅନେକ ସ୍ଥାନରେ ଜମୁଛି ଲୋକଙ୍କ ଭିଡ଼ । ପରିବାର ଓ ସାଙ୍ଗସାଥୀଙ୍କ ସହ ମଜାମଜଲିସ କରିବାର ଏବେ…

ପଦ୍ମ ଧରିଲେ ଜୟପୁର ବ୍ଲକ୍ ଅଧ୍ୟକ୍ଷା

ଭୁବନେଶ୍ୱର: ଆଜି ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଜୟପୁର ବ୍ଲକ୍ ଅଧ୍ୟକ୍ଷା । ଜୟପୁର ବ୍ଲକ୍ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲିଙ୍କ ସମେତ ୧୪ ଜଣ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଶତାଧିକ ସମର୍ଥକ ରାଜ୍ୟ କାର୍ଯ୍ୟାଳୟରେ…

ଟଙ୍କା କରଜକୁ ନେଇ ଯୁବକଙ୍କୁ ଗୋଡେଇ ହାଣି ୨ ଗିରଫ

ଭଞନଗର: ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଧୁମୁଛାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଗ୍ରାମର ରାଜେଶ ଡାକୁଆର ପୁଅ ସୁନୀଲ ଡାକୁଆଙ୍କୁ ବିଶ୍ୱଜିତ୍ ତାରିଣୀ ଓ ସୁନିଲ ପଳେଇ ନିମକ ଦୁଇ ଯୁବକ ନିସ୍ତୁକ ମାଡମାରି…

New Yearରେ ଆସିବ ସୁଭଦ୍ରା ଟଙ୍କା! କାହିଁକି ଡିସେମ୍ବରରେ ମିଳିବନି ଚତୁର୍ଥ ପର୍ଯ୍ୟାୟ? କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ?

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଡିସେମ୍ବର ୨୫ ତାରିଖରେ ମିଳିବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ସ୍ଥଗିତ…

ଆସନ୍ତା କାଲିଠାରୁ ମହାପ୍ରଭୁଙ୍କ ଦର୍ଶନ ସହ ନୀତିରେ ହେବ ପରିବର୍ତ୍ତନ, କେମିତି କଣ ରହିଛି ବ୍ୟବସ୍ଥା ଆସନ୍ତୁ ଜାଣିବା

ପୁରୀ: ୧୭ ତାରିଖରୁ ମହାପ୍ରଭୁଙ୍କ ଦର୍ଶନରେ ହେବ ପରିବର୍ତ୍ତନ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ହେଲେ ବାହାରକାଠରୁ ହିଁ କରିବାକୁ ହେବ । ଆଉ ଭିତର କାଠ ଯାଏଁ ଶ୍ରଦ୍ଧାଳୁ ଯାଇପାରିବେ ନାହିଁ । କାରଣ ଆସନ୍ତା କାଲିଠାରୁ…

ବିଲକୁ ଗଲାବେଳେ ମାଆ ଓ ଦୁଇ ପୁଅଙ୍କୁ ଧକ୍କା ଦେଲା କାର୍‌, ସାନ ପୁଅ ମୃତ

ଦଶପଲ୍ଲା: ମାଆ ଓ ଦୁଇ ପୁଅଙ୍କୁ ଧକ୍କା ଦେଲା କାର୍ ଧକ୍କା ଦେବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଏହି ଧକ୍କାରେ ସାନ ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଘଟଣାଟି ବାଣୀଗୋଛା ଥାନା କୁଲୁରୁକୁମ୍ପା ଛକରେ ଘଟିଥିବା…

(Breaking) ଜେରାରେ ଛାନିଆ ଠିକାଦାର, ଝାଡା- ବାନ୍ତି ହୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର- ସିବିଆଇ ଜେରାରେ ଛାନିଆ ହୋଇଗଲେ ଠିକାଦାର । ବର୍ଷ ବର୍ଷ ଧରି ଗୋଡି, ସିମେଣ୍ଟ ଗିଳିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ଟିମର ପଚରା ଉଚରାରେ ହେଉଛି ଝାଡାବାନ୍ତି । ବ୍ରିଜ ଆଣ୍ଡ ରୁଫ କେଳେଙ୍କାରୀ ମାମଲାରେ…

ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ- ଆୟୁଷ୍ମାନ ଭାରତ ଯୋଜନା, ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ - ଆୟୁଷ୍ମାନ ଭାରତ ଯୋଜନା । ଭାରତ ସରକାରଙ୍କ ସହ ଏ ନେଇ ଆଲୋଚନା କରି ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ 3 କୋଟି 50 ଲକ୍ଷ ଲୋକଙ୍କୁ…