Browsing Category
ରାଜ୍ୟ
ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କେନ୍ଦୁଝର: ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସୁଛନ୍ତି । ମଙ୍ଗଳବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ନିବାସରୁ ବାହାରି ୯ଟା ୧୫ ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବେ ।…
୩୦ ବର୍ଷ ଆଗରୁ ଓଡ଼ିଶା ପ୍ରକାଶନରେ ଅଭ୍ୟୁଦୟ କରିଥିଲେ ଗୋଟିଏ ପିଢି ଆକର୍ଷିତ ହୋଇଥାନ୍ତେ: ସୌମ୍ୟ ପଟ୍ଟନାୟକ
ଭୁବନେଶ୍ବର: ମୁଦ୍ରଣ, ପରିପାଟୀ ଓ ପ୍ରଚାର ଦୃଷ୍ଟିରୁ ଓଡ଼ିଆ ପ୍ରକାଶନ ଏବେ ବିଶ୍ବସ୍ତରର ପ୍ରକାଶନ ସଂସ୍ଥା ସହ ତାଳ ଦେଉଛି। ନୂଆ ପିଢ଼ିର ପ୍ରକାଶକମାନେ ଯେଉଁ ଭଳି ଢଙ୍ଗରେ ପୁସ୍ତକ ପ୍ରକାଶ କରୁଛନ୍ତି ତାହା କୌଣସି ଗୁଣରେ…
(Breaking) ବ୍ରିଜ ଆଣ୍ଡ ରୁଫ ଦୁର୍ନୀତି ମାମଲା: ଏବେ ବିଚାର ବିଭାଗୀୟ ହାଜତ ଅଭିଯୁକ୍ତଙ୍କ ଠିକଣା
ଭୁବନେଶ୍ୱର- ରାଜଧାନୀରୁ ୧୦ ଲକ୍ଷ ସିବିଆଇ ଜବତ ଘଟଣାରେ ସରିଲା ରିମାଣ୍ଡ ଅବଧି । ତିନି ଅଭିଯୁକ୍ତଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ସେପଟେ ମାମଲାରେ…
ଆହୁରି ୨୪ ଘଣ୍ଟା ଥରିବ ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହରର ତାପମାତ୍ରା, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୪ ଘଣ୍ଟା ପାଇଁ ଶୀତ ପ୍ରକୋପ ଉପରେ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ । ଝାରସୁଗୁଡ଼ା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼କୁ ଦିଆଯାଉଛି ୟେଲୋ ୱାର୍ଣ୍ଣିଂ ।…
ପଞ୍ଚମ ମରାଠା ଟ୍ରଫି ଫ୍ଲଡ୍ ଲାଇଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଭଞ୍ଜନଗର:୫ମ ମରାଠା ଟ୍ରଫି ଫ୍ଲଡ୍ ଲାଇଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚରେ ଗୁରୁବା ଏଫ୍ ସି ଭଞ୍ଜନଗର ଫୁଲବାଣୀ ଜେଡି କ୍ଳବକୁ ପେନାଲଟିକ୍ ସୁଟ୍ ଆଉଟରେ ୪-୧ ଗୋଲ ବ୍ୟବଧାନରେ ପରାଜିତ କରି…
ଓଡ଼ିଶାର ପ୍ରଥମ ସୌରଶକ୍ତି କାରଖାନା ଢେଙ୍କାନାଳରେ ପ୍ରତିଷ୍ଠା ହେବ: ୧୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଢେଙ୍କାନାଳରେ ପ୍ରତିଷ୍ଠା ହେବାକୁ ଯାଉଛି ରାଜ୍ୟର ପ୍ରଥମ ସୌରଶକ୍ତି କାରଖାନା । ଏହି କାରଖାନାକୁ ଏସିଆ ମହାଦେଶର ସର୍ବବୃହତ୍ ସୋଲାର ଏନର୍ଜି କମ୍ପାନୀ ୱାରୀ ଏନର୍ଜି ଲିମିଟେଡ୍ ତରଫରୁ…
Breaking: ଶ୍ରୀମନ୍ଦିର ଭିତରେ ପିଟାପିଟି, ବରିଷ୍ଠ ସେବାୟତ ଆହତ… ପାଦୁକ ବଣ୍ଟାକୁ କେନ୍ଦ୍ର କରି ପାଟିତୁଣ୍ଡ
ପୁରୀ: ପୁରୀ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ପିଟାପିଟି । ଦୁଇ ସେବକ ପରିବାର ମଧ୍ୟରେ ପିଟାପିଟି ହେବା କାରଣରୁ ଜଣେ ରକ୍ତାକ୍ତ । ପାଦୁକ ବଣ୍ଟନକୁ ନେଇ ଗଣ୍ଡଗୋଳ ସୂଚନା । ଝଗଡ଼ାର ସମାଧାନ ପାଇଁ ଦୁଇ ପକ୍ଷଙ୍କୁ…
[Video] ରାଜଧାନୀରେ ଯୁବ କଂଗ୍ରେସର ବିକ୍ଷୋଭ ବେଳେ ମହୁମାଛିଙ୍କ ଆକ୍ରମଣ: ପୋଲିସ, ସାମ୍ୱାଦିକ ଓ ବିକ୍ଷୋଭକାରୀ ଆହତ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜଧାନୀରେ ମହୁମାଛି ଆତଙ୍କ, ଯୁବ କଂଗ୍ରେସ ବିକ୍ଷୋଭ ବେଳେ କଲେ ଆକ୍ରମଣ। ମହୁମାଛିଙ୍କ ଆକ୍ରମଣରେ ପୋଲିସ, ସାମ୍ୱାଦିକ ଓ ଯୁବକର୍ମୀ ଆହତ । ବିଷ୍ଣୁପଦ ସେଠୀଙ୍କ ଘର ଘେରାଉ ବେଳେ…
ସାଧାରଣତନ୍ତ୍ର ଦିବସ ପାରେଡ ପାଇଁ ଭବାନିପାଟନାର ଶିବାନୀ ମନୋନିତ
ଭବାନିପାଟନା- ଭବାନିପାଟନା ସରକାରୀ ମହିଳା ମହାବିଦ୍ୟାଳୟର +୨ ତୃତୀୟ ବର୍ଷର ଛାତ୍ରୀ ତଥା ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ଶିବାନୀ ବାଗ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ଗର୍ବିତ କରିବାକୁ ଯାଉଛନ୍ତି । ଆସନ୍ତା ଜାନୁଆରୀ ୨୬…
ମନଲୋଭା ପିକନିକ୍ ସ୍ଥଳ ‘କରକ’ ଜଳପ୍ରପାତ; ପିକନିକ୍ ପାଇଁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼, ପର୍ଯ୍ୟଟନ ସ୍ଥଳୀ ପାଇଁ ମାନ୍ୟତା ଦାବି
କଳାହାଣ୍ଡି: ପାଖେଇ ଆସିଲାଣି ନୂଆ ବର୍ଷ । ଏଥିପାଇଁ ଏବେ ଠାରୁ ଚଳଚଞ୍ଚଳ ବଭିନ୍ନ ପର୍ଯ୍ୟଟନ ସ୍ଥଳୀ । ପିକନିକ୍ ପାଇଁ ପ୍ରାୟ ଅନେକ ସ୍ଥାନରେ ଜମୁଛି ଲୋକଙ୍କ ଭିଡ଼ । ପରିବାର ଓ ସାଙ୍ଗସାଥୀଙ୍କ ସହ ମଜାମଜଲିସ କରିବାର ଏବେ…