Browsing Category

ରାଜ୍ୟ

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ: ରାଜ୍ୟରେ ମୁଣ୍ଡ ପିଛା ଋଣ, ୨୦,୧୭୭ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୧୨,୧୫୫ କୋଟି ୭୩ ଲକ୍ଷ ୫୧ ହଜାର କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହୋଇଛି । ରାଜ୍ୟ ସରକାର ଏଥିରୁ ବିଭିନ୍ନ…

Breaking: ମଣିଷ ଜୀବନ ସହିତ ଖେଳ! ଚାଲିଛି କଫ ସିରପ ଚୋରା ଚାଲାଣ, ପୁଣି ବିପୁଳ ପରିମାଣର କଫସିରପ ଜବତ

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ସିଟି ଷ୍ଟେଶନ ନିକଟ ଝାଙ୍କରପଡ଼ାରୁ ୧୪୪୦ ବୋତଲ କଫ ସିରପ ଜବତ ହୋଇଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । କୋଲକତାରୁ ସମ୍ବଲପୁର ଚୋରା ଚାଲାଣବେଳେ ଖବର ପାଇ ମାଡ଼ିବସିଲେ…

ସୁରଜ ସୂର୍ଯ୍ୟବଂଶୀଙ୍କ ଘରକୁ ଟମାଟୋ, ଅଣ୍ଡା ମାଡ଼, ବିଦ୍ୟାଳୟ ନିର୍ମାଣରେ ଅନିୟମିତତା ଅଭିଯୋଗରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଏସସି ଓ ଏସଟି ବିଦ୍ୟାଳୟ ନିର୍ମାଣରେ ଅନିୟମିତତା ଅଭିଯୋଗରେ ରାଜଧାନୀରେ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ପ୍ରତିବାଦକାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ବାସଭବନ ଘେରାଉ…

ବଢି ଚାଲିଛି ପଞ୍ଜିକରଣ ହେଲେ ମିଳୁନି ନିଯୁକ୍ତି, ଚାକିରି ଅପେକ୍ଷାରେ 12 ଲକ୍ଷ ଆଶାୟୀ

ଭୁବନେଶ୍ବର: ଓଡିଶାରେ ଉତ୍କଟ ଚାକିରି ସମସ୍ୟା । ଓଡିଶାର କର୍ମ ନିୟୋଜନ ପୋର୍ଟାଲରେ 12 ଲକ୍ଷ ପଞ୍ଜିକରଣ କରିଥିଲେ ହେଁ ସେମାନଙ୍କ ମଧ୍ୟରୁ ମାତ୍ର 2 ହଜାର 274 ଜଣଙ୍କୁ ନିଯୁକ୍ତି ମିଳିଛି । ଆଜି ଏନେଇ ବିଧାନସଭାରେ…

Breaking- ମାଟିତଳେ ଫସିଥିବା BPCL ଶ୍ରମିକ ମୃତ ଅବସ୍ଥାରେ ଉଦ୍ଧାର

କଟକ- ବିପିସିଏସର ପାଇପ ମରାମତି ବେଳେ ମାଟି ତଳେ ଫସି ଥିବା ଶ୍ରମିକ ମୃତ । ଶ୍ରମିକଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶୁକ୍ରବାର କଟକ ପାରାଦ୍ୱୀପ ରାସ୍ତାର…

Breaking- ପାଇପ ମରାମତି ବେଳେ ମାଟି ତଳେ ଫସଥିବା ଶ୍ରମିକ ଗୁରୁତର ଅବସ୍ଥାରେ ଉଦ୍ଧାର

କଟକ- କଟକ ପାରାଦ୍ୱୀପ ରାସ୍ତାରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡର ପାଇପ ମରାମତି ବେଳେ ଘଟିଛି ଅଘଟଣ । ତାଳଦଣ୍ଡା ନିକଟରେ ପାଇପ ମରାମତି ବେଳେ ମାଟି ତଳେ ଫସି ରହିଥିବା ଶ୍ରମିକ ଉଦ୍ଧାର । ଅଗ୍ନିଶମ ବାହିନୀ…

ମୁଁ ରାଜ୍ୟସଭା ରେସରେ ନାହିଁ, ପରୋକ୍ଷରେ ଅନେକ କିଛି କହିଦେଲେ ସାମଲ

ଭୁବନେଶ୍ୱର- ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି ରାଜ୍ୟସଭାର ୬ ସିଟ ପାଇଁ ଉପନିର୍ବାଚନ । ଏଥିରେ ଓଡିଶାର ଗୋଟିଏ ଆସନ ମଧ୍ୟ ରହିଛି । ଉପନିର୍ବାଚନ ଆଗରୁ ବିଜେପି ସୁଜିତ କୁମାରଙ୍କୁ ହିଁ ରିପିରଟ କରିବ ବୋଲି ଆଜି…

ଉପରବେଢ଼ା ସ୍କୁଲରେ ପହଞ୍ଚିଲେ ମହାମହିମ, କହିଲେ ‘ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ’

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନ । ଆଜି ନିଜ ଜନ୍ମମାଟି ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ମହାମହିମ । ନିଜ ଜିଲ୍ଲାରେ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ…

ସାବଧାନ ଯାତ୍ରା ମାଲିକ! ଆସୁଛି ମାର୍ଗଦର୍ଶିକା, ବନ୍ଦ ହୋଇଯିବ ଅଶ୍ଳୀଳ ନାଚ

ଭୁବନେଶ୍ୱର- ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନାଚ । ଆଇଟମ ଡ୍ୟାନ୍ସ ଉପରେ ଲାଗିବ ରୋକ । ଆଜି ଗୃହରେ ସଂସ୍କୃତି ମନ୍ତ୍ରୀ ଏହି ଲିଖିତ ବିବୃତ୍ତି ଦେଇଛନ୍ତି । ଏହା ରାଜ୍ୟର ସଂସ୍କୃତିର ଅବକ୍ଷୟର କାରଣ ହେଉଥିବାରୁ…

ଓଡିଶା ପାଇଁ ବିପଦ! ଦେଶରେ ଅନୁଗୁଳ ସବୁଠୁ ପ୍ରଦୂଷିତ ସହର, AQI 332

ଭୁବନେଶ୍ବର: ଦେଶର 6 ପ୍ରମୁଖ ପ୍ରଦୂଷିତ ସହର ଭିତରେ ରହିଛି ଓଡିଶାର ଦୁଇ ସହର । ଏହି ଲିଷ୍ଟରେ ରହିଛି ଅନୁଗୁଳ ଏବଂ ତାଳଚେର । ଅନୁଗୁଳରେ AQI 323 ରହିଥିବା ବେଳେ ଦେଶର ଚତୁର୍ଥ ପ୍ରଦୂଷିତ ସହର ବୋଲି ଜଣାପଡିଛି । ଦୁଇ…