CHARIDHAM
Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଉତ୍ତର ଓଡ଼ିଶାରେ ମିଶିବ ସୁନ୍ଦରଗଡ଼… କ୍ୟାବିନେଟ ମନ୍ତ୍ରୀଙ୍କୁ ଦାୟିତ୍ୱ

ରାଉରକେଲା: ଓଡ଼ିଶା ମାନଚିତ୍ରରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ସୁନ୍ଦରଗଡ଼ ସହର ଏବେ ଉତ୍ତର ଓଡ଼ିଶାର ଅଂଶ ଭାବରେ ସାମିଲ ହେବ । ଏ ନେଇ ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଉତ୍ତର…

ଜାରି ହେଲା ବିଜ୍ଞପ୍ତି: ନଭେମ୍ବର ୨୫ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ୨୫ ତାରିଖ ଅର୍ଥାତ ଆସନ୍ତାକାଲି ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ଏହିଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି…

ଦୁଃଖ ଖବର: ଓଡ଼ିଆ ଫିଲ୍ମ ପ୍ରଯୋଜକ ରାଜିନ୍ଦର ସିଂ ଭୁରଜିଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ଫିଲ୍ମ ପ୍ରଯୋଜକ ରାଜିନ୍ଦର ସିଂ ଭୁରଜିଙ୍କ ପରଲୋକ ଘଟିଛି । ଓଡ଼ିଆ ସିନେମା ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ର ପ୍ରଯୋଜନା କରିଥିବା ରାଜିନ୍ଦର…

(Video) ଏବେ ବି ବଞ୍ଚିଛି ମଣିଷପଣିଆ: ରାସ୍ତାରୁ ପାଇଥିବା ୧ ଲକ୍ଷ ଟଙ୍କା ଫେରାଇ ମହାନତାର ପରିଚୟ ଦେଲେ ରାଜଧାନୀର ଅଟୋ ଡ୍ରାଇଭର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମାଜରେ ମଣିଷ ଟଙ୍କା ମୋହରେ ବାୟା । ଅର୍ଥ ଲୋଭ ମଣିଷକୁ ଏତେ ଗ୍ରାସିଛି ଯେ, ମଣିଷ ଆଜି ନିଜର ରକ୍ତର ସମ୍ପର୍କକୁ ମଧ୍ୟ ମାରିବାକୁ ପଛାଉ ନାହିଁ । ତେବେ ଏଭଳି ସ୍ଥିତିରେ ବି ଆମ…

‘ହେଲିକପ୍ଟର ମ୍ୟାଡାମ୍’ ଧରିବେ ଝାଡ଼ଖଣ୍ଡ ମଙ୍ଗ! ବାରିପଦାର ଝିଅ କଳ୍ପନା ସୋରେନଙ୍କୁ ନେଇ ବଡ଼ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ସରକାର ଗଢ଼ିବାକୁ ଯାଉଛି । ରାଜ୍ୟରେ ସରକାର ଗଠନ କରିବା ପାଇଁ ହେମନ୍ତ ସୋରେନ ରାଜ୍ୟପାଳଙ୍କ…

ଆସୁଛି ଆଉ ଏକ ଲଘୁଚାପ, କେବେ ନେବ ବାତ୍ୟାର ରୂପ?

ଭୁବନେଶ୍ୱର- ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହା ଆସନ୍ତା ଦୁଇ ଦିନ ଯାଏଁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରିବ । ଦୁଇ ଦିନ ପରେ ଅବପାତରେ ପରିଣତ ହେବ । ତା ପରେ ଏହା ବାତ୍ୟାର ରୂପ ନେବାର…

(Breaking) ବାଙ୍ଗଲାଦେଶୀ ଦେହଜୀବୀ ମାମଲା- ଆକ୍ସନ ମୋଡରେ ପୋଲିସ, ଦଲାଲ ଦମ୍ପତି ଗିରଫ, ସାମ୍ନାକୁ ଆସୁଛି ନୂଆ ତଥ୍ୟ

କଟକ- ବାଙ୍ଗଲାଦେଶୀ ନାବାଳିକା ଦେହଜୀବୀ ମାମଲାକୁ ଗୁରୁତର ସହ ନେଇଛି ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏହି କଳା କାରନାମା ପଛରେ ଥିବା ଏକ ଦମ୍ପତିକୁ କାବୁ କରି ନେଇଛି । ଏହି ଦମ୍ପତି କଟକ ସଦର ଅଞ୍ଚଳର ।…

୨ ମାସରେ ମୋଦିଙ୍କ ୩ଥର ଓଡ଼ିଶା ଗସ୍ତ, ଗୋଟିଏ ଦିନ ରହିବେ

ଭୁବନେଶ୍ୱର: ଓଡ଼ିଶା ଆସିବେ ମୋଦି । ଏଥର ଓଡ଼ିଶାକୁ ମରାଥନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨ ମାସ ଭିତରେ ୩ ଥର ମୋଦି ଓଡ଼ିଶା ଗସ୍ତ କରିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ…

କାଲି ଶ୍ରୀଜିଉଙ୍କ ପଇତା ଲାଗି, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ

ଭୁବନେଶ୍ବର: ଶ୍ରୀମନ୍ଦିର ଯିବାକୁ ଥିବା ଭକ୍ତଙ୍କ ପାଇଁ ବଡ ଖବର । ସୋମବାର କିଛି ଘଣ୍ଟା ବନ୍ଦ ରହିବ ଦର୍ଶନ । ଆସାନ୍ତାକାଲି ଅର୍ଥାତ ସୋମବାର ଦିନ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା କାଳିଆ…

Breaking: ସୁନ୍ଦରଗଡରୁ ସୁଭଦ୍ରା ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, 20 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଆସିଲା 5 ହଜାର

ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିଲା । ଆକାଉଣ୍ଟରେ ଜମା ହେଲା 5 ହଜାର ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ ଗସ୍ତରେ ଯାଇ…