CHARIDHAM
Browsing Category

ରାଜ୍ୟ

Video- ବାଲିଯାତ୍ରାରେ ପୁଚୁକି ଗାଲି ଗୀତ, ସମ୍ଭାଳି ପାରିଲେନି ବୈରାଗୀ, ଦୋକାନ ଛାଡି ଲଗେଇଲେ ଠୁମକା

କଟକ- ବାଲିଯାତ୍ରାରେ ବୈରାଗୀଙ୍କ ଜଲବା । କିଛି ମାସ ଆଗରୁ ପୁଚୁକି ଗାଲି ଗୀତକୁ ନେଇ ଚର୍ଚ୍ଚାକୁ ଆସିଥିବା ଫାଷ୍ଟଫୁଡ ଦୋକାନୀ ବୈରାଗୀ ବାଲିଯାତ୍ରାରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ବାଲିଯାତ୍ରାରେ ସୋନୁ ନିଗମଙ୍କ…

ପଢୁଆଁ ହେବେ ମହାପ୍ରଭୁ, ମାମୁଁଘର ମାଧବାନନ୍ଦଜିଉଙ୍କ ପୀଠରୁ ଗଲା ଭାର

ଭୁବନେଶ୍ବର: ଆସନ୍ତାକାଲି ପବିତ୍ର ପ୍ରଥମାଷ୍ଚମୀ । ପଢୁଆଁ ହେବେ ମହାବାହୁ । ଏଥିପାଇଁ ମାମୁଁ ଘରୁ ବାହାରିଲା ଭାର । ମାଧବାନନ୍ଦଜୀଉଙ୍କ ପୀଠରୁ ବିଶ୍ବନୟନ୍ତାଙ୍କ ପାଇଁ ପୋଢୁଆଁ ଭାର ଯାଇଛି । ପାଟ ବସ୍ତ୍ରୀ ଏବଂ…

କାହିଁକି ଆସୁନି ସୁଭଦ୍ରା ଟଙ୍କା? ଏହି ଭୁଲ ଥିଲେ ମିଳିବନି ୫୦୦୦, ପ୍ରକୃତ ସମସ୍ୟା କହିଦେଲେ ଉପ-ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଆସନ୍ତା ୨୪ ତାରିଖ ଏହି ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ ସରକାର । ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ…

ପ୍ରବାସୀ ଓଡିଆଙ୍କୁ ଏକତ୍ରିତ କରିବାର ମଞ୍ଚ ‘ଓଡିଶା ପର୍ବ’: ଝଲସିବ ଓଡ଼ିଆ କଳା ସଂସ୍କୃତି, ଯୋଗଦେବେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ଓଡିଶାର କଳା ସଂସ୍କୃତି । ଆଜିଠୁ ଆରମ୍ଭ ହେବ ଓଡିଶା ପର୍ବ 2024 । ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଓଡିଆ ସମାଜ ପକ୍ଷରୁ ପ୍ରତିବର୍ଷ  ଦିଲ୍ଲୀର ଜାତୀୟ ମଞ୍ଚରେ ଏହି ପର୍ବ ଆୟୋଜିତ…

ବାଇକରେ 4 ଜଣ ଯାଉଥିବା ବେଳେ ମାଡିଗଲା ଟ୍ରକ, 4 ମୃତ

ଭୁବନେଶ୍ବର: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ମାଡିଗଲା ଟ୍ରକ । ଗୋଟିଏ ବାଇକରେ ଚାରିଜଣ ଯାଉଥିବା ବେଳେ ସେମାନଙ୍କ ଉପରେ ଟ୍ରକ ମାଡି ଯାଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ସଦର ଥାନା ଏନଏଚ 26…

ଘରୋଇ କଳିର କରୁଣ ପରିଣତି, ବିଷ ପିଇଦେଲେ 2 ଭଉଣୀ!

ଭୁବନେଶ୍ବର: ଝିମିଟି ଖେଳକୁ ମହାଭାରତ । ଛୋଟ ଝଗଡାରୁ ତୁମୁଳ କାଣ୍ଡ । ସାଙ୍ଗ ହୋଇ ବିଷ ପିଇଦେଲେ ଦୁଇ ଭାଉଣୀ । ଘରୋଇ କଳହକୁ ନେଇ ବିଷ ପିଇଦେଇଥିବା ଜଣାପଡିଛି । ହରଭଙ୍ଗା ଥାନା ମହାଲିକପଡାରୁ ସାମ୍ନାକୁ ଆସିଛି ଏହି…

ରାତିରେ ହାତୀ ଘଉଡ଼ାଇବାକୁ ଯାଇ, ଘରକୁ ଫେରି ନ ଥିଲେ ପୂର୍ଣ୍ଣଚନ୍ଦ୍ର

ସମ୍ବଲପୁର: ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜାମଲୋକ ଗାଁର ହୋଇଥିବା ସୂଚନା । ଗାଁରେ ହାତୀ ପଲ ପଶିଥିବା ଜାଣିପାରି ଗ୍ରାମବାସୀ ସେମାନଙ୍କୁ ଘଉଡ଼ାଇବାକୁ ଯାଇଥିଲେ । ହାତୀଙ୍କୁ ଘଉଡ଼ାଇ ମୃତ…

Breaking: ବଢିଲା 3 ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ, ଚଳିତ ମାସରେ ଶେଷ ହେଉଥିଲା…

ଭୁବନେଶ୍ବର: 3 ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି । 3ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କର 6 ମାସ କାର୍ଯ୍ୟକାଳ ବଢାଇଲେ କୁଳାଧିପତି । ଉତ୍କଳ, ରମାଦେବୀ ଏବଂ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର…

Big Breaking- କଳ୍କୀଙ୍କ ବୈକୁଣ୍ଠଧାମର ରହିବନି ସତ୍ତା, ଆସନ୍ତା କାଲି ଭାଙ୍ଗିବ ପ୍ରଶାସନ

ଭୁବନେଶ୍ୱର- ମାଟିରେ ମିଶିବ କଳି ଯୁଗର ଦେବତା କଳ୍କୀଙ୍କ ଆଶ୍ରୟସ୍ଥଳ । ଭଙ୍ଗାଯିବ ଭଣ୍ଡ ନାବାଳକ ବାବା କଳ୍କୀଙ୍କ ଆଶ୍ରମ । ଆସନ୍ତା କାଲିଠାରୁ ମିଳିବନି ବାବାଙ୍କ ଠିକଣା । ଭଣ୍ଡ କଳ୍କୀଙ୍କ ବୈକୁଣ୍ଠ ଧାମ ଉପରେ ଚାଲିବ…