Browsing Category
ରାଜ୍ୟ
ସଦସ୍ୟତା ଅଭିଯାନ ପରେ ସାଂଗଠନିକ ନିର୍ବାଚନ : ୪ ନେତାଙ୍କୁ ଗୁରୁ ଦାୟିତ୍ବ ଦେଲା BJP
ଭୁବନେଶ୍ଵର: ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ପାଇଁ ୪ ନେତାଙ୍କୁ ଦାୟିତ୍ବ। ନିର୍ବାଚନ ଅଧିକାରୀ ଭାବେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରାଯାଇଥିବାବେଳେ ସହ ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦିଆଯାଇଛି…
(Video) ବଢୁଛି ବାତ୍ୟା ଭୟ! ଅଧିକ ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ଏହି ସ୍ଥାନରେ କରିପାରେ ଲ୍ୟାଣ୍ଡଫଲ୍
ଭୁବନେଶ୍ବର(ଓଡିଶା ଭାସ୍କର): ବାତ୍ୟାକୁ ନେଇ ଲୋକେ ଆଶା ଆଶଙ୍କାରେ ରହିଥିବା ବେଳେ ବର୍ତ୍ତମାନ ଅଧିକ ଘନିଭୂତ ହେବାରେ ଲାଗିଛି ଘୂର୍ଣ୍ଣିବଳୟ । ତେବେ ଘୂର୍ଣ୍ଣିବଳୟ ସହିତ ବାଦଲ ସମୂହର ଏକତ୍ରୀକରଣ ମଧ୍ୟ ବୃଦ୍ଧି…
ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ପ୍ରଚୁର ସୁଯୋଗ ରହିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଏବଂ ବ୍ୟବସାୟ ଅନୁକୂଳ ପରିବେଶ ଯୋଗୁଁ ନିବେଶ ପାଇଁ ପ୍ରଚୁର ସୁଯୋଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଦେଶର ପୂର୍ବ ଉପକୂଳରେ ଓଡ଼ିଶାର ରଣନୈତିକ…
ଜାନୁୟାରୀ ୩ ତାରିଖରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ: ୧୧ ଦିନ ପର୍ଯ୍ୟନ୍ତ ଚାଲିବ ଉତ୍ସବ
ବରଗଡ଼: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ତାରିଖ ଘୋଷଣା ହୋଇଯାଇଛି । ଆସନ୍ତାବର୍ଷ ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା । ଏହି ମହୋତ୍ସବ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ପାଳନ କରାଯିବ । ଜାନୁୟାରୀ ୩…
ବଦଳିବ ନବୀନ ବାବୁଙ୍କ ଆଉ ଏକ ଯୋଜନାର ନାମ: ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନାଁରେ ହେବ ପରିବର୍ତ୍ତନ
ଭୁବନେଶ୍ୱର: ଓଡ଼ିଶାରେ ଚାଲିଛି ପରିବର୍ତ୍ତନର ନୂଆ ଧାରା । ବିଜେଡି ଶାସନରେ ଥିବା ଅନେକ ଯୋଜନାର ନାମ ପରିବର୍ତ୍ତନ ହେବାରେ ଲାଗିଛି । ବର୍ତ୍ତମାନ ଏହି ପୂର୍ବ ସରକାରଙ୍କର ଆଉ ଏକ ଯୋଜନାର ନାଁ ପରିବର୍ତ୍ତନ କରିବାକୁ…
ପ୍ରଚଣ୍ଡ ଶବ୍ଦରେ ଥରିଲା ମୟୂରଭଞ୍ଜ: ୭ ମିନିଟରେ ମାରିଲା ୪୪୧୫ ଥର ବଜ୍ରପାତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ସନ୍ଧ୍ୟାରେ ମୟୂରଭଞ୍ଜ ଦେଖିବାକୁ ମିଳିଥିଲା ଏକ ବଡ଼ ଅଘଟଣ । ସନ୍ଧ୍ୟା ସମୟରେ ପାଖାପାଖି ଦୁଇଘଣ୍ଟା ଧରି ଭୟଙ୍କର ଭାବେ ବଜ୍ରପାତ ଦେଖିବାକୁ ମିଳିଥିଲା । ଏହି ବଜ୍ରପାତର ଶବ୍ଦ ଏତେ…
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ବାଲେଶ୍ବର ପାଖେ ଘଷି ହୋଇପାରେ ବାତ୍ୟା, ଓଡିଶାରେ ଏହି ଦିନ ଛେଚିବ
ଭୁବନେଶ୍ବର: ବାତ୍ୟାକୁ ନେଇ ସମସ୍ତଙ୍କ ମନରେ ଛନକା ରହିଥିବା ବେଳେ ଆଜି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ତେବେ ଏହାର ପ୍ରଭାବରେ 21 ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମାନ…
ଅସନ୍ତୋଷ ଝାଡୁଛନ୍ତି ବିଜେଡି ନେତା, କାହିଁକି ହାରିଲା ଦଳ? କହିଦେଲେ ପଦ୍ମନାଭ
ଓଡିଶା ଭାସ୍କର: ବିଜେଡି ପରାଜୟର ମାଟି କାମୁ଼ଡୁଥିବା ବେଳେ ଜଣ ଜଣ କରି ନେତା ଦଳ ଛାଡୁଛନ୍ତି । ଏହାରି ଭିତରେ ନେତାମାନଙ୍କର ତୁଣ୍ଡ ବୋଲ ମାନୁନଥିବା ଦେଖାଯାଉଛି । ଘର ଢିଙ୍କି କୁମ୍ଭୀର ଭଳି କିଛି ନେତା ଦଳରେ ରହି…
‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାଁ ବଦଳି ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’; ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିବ 'ଆମ ଓଡ଼ିଶା ନବୀନ ଓଡ଼ିଶା' ନାଁ । ବଦଳି ହେବ 'ବିକଶିତ ଗାଁ, ବିକଶିତ ଓଡ଼ିଶା' । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ସୂଚନା । '୨ ଦିନରେ ଗାଇଡ୍ଲାଇନ୍ ଆଣୁଛନ୍ତି…
ରବି ଟକିଜରେ ଚାଲିଥିଲା SEX ରାକେଟ୍, ଖବର ପାଇଁ ସ୍ପାରେ ରେଡ୍ କଲା ପୋଲିସ
ଭୁବନେଶ୍ବର: ସକାଳୁ ସକାଳୁ ରାଜଧାନୀର ଏକ ସେଲୁନରେ ଚାଲିଥିଲା ଦେହ ବେପାର । ଖବର ପାଇ ମାଡିବସିଲା ପୋଲିସ୍ । ରବି ଟକିଜ୍ ଛକର ଏକ ସେଲୁନ ଆଣ୍ଡ ସ୍ପାରେ ପୋଲିସ ରେଡ କରିଥିବା ବେଳେ ଯୁବକ ଏବଂ ଯୁବତୀ ଧରାପଡିଛନ୍ତି ।…