Browsing Category

ରାଜ୍ୟ

ଗଞ୍ଜାମ ମଦ ମୃତ୍ୟୁ ମାମଲା: ଖୁବ୍ ଶୀଘ୍ର RDC ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ମଦ ମୃତ୍ୟୁ ମାମଲାକୁ ନେଇ ବିଧାନସଭାରେ ଝଡ଼ । ପ୍ରଶ୍ନକାଳ ଆରମ୍ଭରୁ ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗକୁ ଓହ୍ଲାଇଥିଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ପ୍ରତିବାଦ କରିଥିଲେ…

ସମରଝୋଳ ଛକ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା

ବ୍ରହ୍ମପୁର: ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସରକାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏହି…

କଟକରେ ଗୁଣ୍ଡାଗିରି; ଛୁରାମାଡ଼ରେ ଜଣେ ଗରୁତର, ପୋଲିସ ତଦନ୍ତ ଜାରି

କଟକ: କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ । ଛୁରାମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ବ୍ୟକ୍ତିଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।…

Big Breaking: ଢେଙ୍କାନାଳ ସଦର ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ଢେଙ୍କାନାଳ: ସକାଳୁ ସକାଳୁ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଢେଙ୍କାନାଳ ସହର ରେଞ୍ଜର ଭୁବନାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସର ରେଡ୍ ପଡିଛି। ଘର, ସରକାରୀ କ୍ୱାଟର ଓ କାର୍ଯ୍ୟାଳୟରେ ଚଢାଉ ଚାଲିଛି।…

ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଜଣେ ଗୁରୁତର

କୋଣାର୍କ: ସକାଳୁ ସକାଳୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି । ଗ୍ୟାସ୍ ସିଲିଣ୍ଡର ଫାଟି ଜଣେ ଶ୍ରମିକ ଗୁରୁତର ହୋଇଥିବା ଜଣାପଡ଼ିଛି । ସେ ଭଡ଼ା ଘରେ ରୋଷେଇ କରୁଥିବା ବେଳେ ସିଲିଣ୍ଡର ଫାଟିଥିଲା । ପରେ ସ୍ଥାନୀୟ ଲୋକଙ୍କମ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୪ଜଣଙ୍କ ଜୀବନ

ବ୍ରହ୍ମପୁର: ସକାଳୁ ସକାଳୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ବସ୍ ସହ ତେଲ ଟ୍ୟାଙ୍କର ଧକ୍କା ହୋଇଛି। ସୂଚନାନୁଯାୟୀ, ରାସ୍ତାକଡ଼ ଚାହା…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ; ୧୮ ଆଇଏସ୍‌ଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) IAS ସ୍ତରରେ ବଡ଼ ଧରଣର ଅଦଳବଦଳ । ୧୮ ଆଇଏସ୍‌ଙ୍କୁ ବଦଳି କଲେ ରାଜ୍ୟ ସରକାର । ସତ୍ୟବ୍ରତ ସାହୁଙ୍କୁ ଦିଆଗଲା ଗୃହ ବିଭାଗର ACS ଦାୟିତ୍ୱ । ଦେଓ ରଂଜନ କୁମାର ସିଂହ ହେଲେ ରାଜସ୍ବ ଓ…

ଭାରତୀୟ ହକି ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧନା: ପ୍ରତ୍ୟେକଙ୍କୁ ୧୫ ଲକ୍ଷ, ଓଡ଼ିଆ ଖେଳାଳି ଅମିତ୍‌ଙ୍କୁ ମିଳିଲା ୪ କୋଟି

ଭୁବନେଶ୍ବର: ଭାରତୀୟ ହକି ଦଳର ଖେଳାଳିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଦିଆଯିବା ସହ ଓଡ଼ିଆ ଖେଳାଳି ଅମିତ୍‌ଙ୍କୁ ୪ କୋଟି ମିଳିଛି, ଗୋଲକିପର ଶ୍ରୀଜେସ୍‌ଙ୍କୁ…

ବଜ୍ରାଘାତରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ସେମାନଙ୍କ…

ବିଲରେ କାମ କରୁଥିବାବେଳେ ବଜ୍ରାଘାତର ହେଲେ ଶିକାର, ଚାଲିଗଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଜାରି ରହିଛି। ଏହି ସମୟରେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଜ୍ରାଘାତରେ ଆଉ ୪ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଅଗରପଡ଼ା ଭଗାରମ ଗାଁର ଜଣେ…