Browsing Category
ରାଜ୍ୟ
ହଷ୍ଟେଲ ଛାତରୁ ଖସି ଛାତ୍ର ଗୁରୁତର, ରାଗିଂ ଅଭିଯୋଗ ଆଣିଲେ ପରିବାର ଲୋକେ
ଭବାନୀପାଟଣା: ଭବାନୀପାଟଣା ଟାଉନ୍ ଥାନା ସ୍ଥିତ ଏକ ଘରୋଇ ହଷ୍ଟେଲରେ ବଡ଼ ଅଘଟଣ । ହଷ୍ଟେଲ ଛାତରୁ ଖସି ଜଣେ ଛାତ୍ର ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଛାତ୍ର ଜଣଙ୍କ ଯୁକ୍ତ ଦୁଇ ୨ୟ ବର୍ଷର ବୋଲି…
ରାଜସ୍ୱ ଭିତ୍ତିଭୂମିକୁ ସୁଦୃଢ଼ କରିବା କ୍ଷେତ୍ରରେ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ସାଧାରଣ ଦୁର୍ବିପାକ ଠାରୁ ଆରମ୍ଭ କରି ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟ, ପ୍ରମାଣପତ୍ର ପ୍ରଦାନ ଆଦି ବିଭିନ୍ନ କାର୍ଯ୍ୟ କରିବା କ୍ଷେତ୍ରରେ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରି…
IPS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର, ଟ୍ୱିନ୍ ସିଟି ପୋଲିସ କମିଶନର ହେଲେ ସୁରେଶ ଦେବଦତ୍ତ ସିଂହ
ଭୁବନେଶ୍ୱର: ରବିବାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ପ୍ରାୟ ୨୭ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି ହୋଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
କଟକ-…
ଭଦ୍ରକ ହିଂସା: ୪୮ ଘଣ୍ଟା ବୃଦ୍ଧି ହେଲା ଇଣ୍ଟରନେଟ୍ କଟକଣା, ସୂଚନା ଦେଲେ ପୂର୍ବାଞ୍ଚଳ ଆଇଜି
ଭଦ୍ରକ: ଭଦ୍ରକରେ ଆଉ ୪୮ ଘଣ୍ଟା ବୃଦ୍ଧି ହେଲା ମୋବାଇଲ ଇଣ୍ଟରନେଟ୍ କଟକଣା । ଏନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ସତ୍ୟଜିତ ନାୟକ । କିନ୍ତୁ ଲିଜ୍ ଲାଇନ୍ ସେବା ଚାଲୁ ରହିବ । ପୂର୍ବଭଳି ଧାର୍ଯ୍ୟ ଅଞ୍ଚଳରେ ଧାରା…
(Breaking) ମନ୍ତ୍ରୀ କହିଲେ, ବନ୍ଦ ହେବନି ରାସନ କାର୍ଡ ଇକେଓ୍ବାଇସି ପଞ୍ଜିକରଣ
ଭୁବନେଶ୍ବର: ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ଯ ଯୋଗାଣକୁ ଆହୁରି ସ୍ବଚ୍ଛ ଓ ଗତିଶୀଳ କରିବାକୁ ରାସନ କାର୍ଡରେ ବର୍ଷ ବର୍ଷ ଧରି ଚୋରି କରୁଥିବା ହିତାଧିକାରୀଙ୍କୁ ଚିହ୍ନିବାକୁ ସରକାର ଇକେଓ୍ବାଇସି ଲିଙ୍କ କରିଛନ୍ତି ା…
୬ ତାରିଖରୁ ପୁଣି ଫାଟିବ ବାଦଲ, ସରିନି ବର୍ଷା: ଆସୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏ ନେଇ ସମ୍ଭାବନା ଜାରି କରିଛି ପାଣିପାଗ ବିଭାଗ । ଫଳରେ ରାଜ୍ୟରେ ବର୍ଷାର ପରିମାଣ ପୁଣିଥରେ ବୃଦ୍ଧି ହୋଇପାରେ । ବିଭିନ୍ନ…
ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ, ହୃଦୟ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ମୂଳ ଉଦ୍ଦେଶ୍ୟ
ଭୁବନେଶ୍ୱର: ନିଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି l ଓଡ଼ିଶାରେ ହୃଦ୍ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ହୃଦୟ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍କଳ…
ଟେକ୍ନିସିଆନ, ବୈଜ୍ଞାନିକ, ଏକ୍ସ ସର୍ଭିସମ୍ୟାନଙ୍କୁ ବିଜେପି ଦେଉଛି ପ୍ରାଧାନ୍ୟ, ବିଭିନ୍ନ ବୋର୍ଡରେ କରିବ ଅଧ୍ୟକ୍ଷ
ଭୁବନେଶ୍ୱର: ସରକାର ବଦଳିବା ପରଠାରୁ ଖାଲି ପଡିଥିବା ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦ ପୂରଣ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟରେ ଖାଲି ପଡିଥିବା…
ପୂର୍ବତଟ ରେଳବାଇର ସ୍ବଚ୍ଛତା ଅଭିଯାନ, ପଥପ୍ରାନ୍ତ ନାଟକ କରି ବାଣ୍ଟିଲେ ଇକୋ ଫ୍ରେଣ୍ଡଲି ବ୍ୟାଗ
ପୁରୀ(ଓଡିଶା ଭାସ୍କର) : ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ରେଳ ଷ୍ଟେସନରେ ସ୍ବଚ୍ଛତା ହିଁ ସେବା ଅଭିଯାନରେ ଶ୍ରମଦାନ ଆୟୋଜିତ କରାଯାଇଥିଲା । ତେବେ ରେଳ ଅଧିକାରୀଙ୍କ ଦ୍ବାରା ଏଥିରେ ଶ୍ରମଦାନ ସମେତ ଅନେକ କାର୍ଯ୍ୟକ୍ରମର…
ପାର୍ବଣରେ ବଡ଼ ବର୍ଷା ଆଶଙ୍କା, ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
ଭୁବନେଶ୍ୱର: ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ହେବାର ଆଶଙ୍କା ରହିଛି। ଅକ୍ଟୋବରରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଲଘୁଚାପ ଆଶଙ୍କା କରାଯାଉଛି। ଅକ୍ଟୋବର…