Browsing Category

ରାଜ୍ୟ

ବ୍ୟାଙ୍କ ଠକେଇ ମାମଲାରେ PNBର ପୂର୍ବତନ ମ୍ୟାନେଜର ଗିରଫ

ବାଲେଶ୍ୱର: ବାଲେଶ୍ୱର ସର୍କଲ ଅଫିସର ପୂର୍ବତନ ମ୍ୟାନେଜର ଗିରଫ । PNB ବ୍ୟାଙ୍କ ଠକେଇ ମାମଲାରେ ପୂର୍ବତନ ମ୍ୟାନେଜର ବିନୟ ସୋନକର ଗିରଫ ହୋଇଛନ୍ତି । ଚିଫ୍ ମ୍ୟାନେଜରଙ୍କ ଏତଲା ଆଧାରରେ ପଶ୍ଚିମବଙ୍ଗରୁ ବିନୟ ସୋନକରଙ୍କୁ…

ବୃଦ୍ଧି ପାଇଲା ପି.ଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନର ଅବଧି, ଜାଣନ୍ତୁ ଡିଟେଲ୍ସ

ଭୁବନେଶ୍ୱର: ପି.ଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନର ଅବଧି ବର୍ତ୍ତମାନ ବୃଦ୍ଧି ପାଇଛି । ଏନେଇ କୃଷି ବିଭାଗ ଓଡ଼ିଶା ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ, ଏହି ପି.ଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନର ଅବଧି…

ପ୍ରଭାତି ପରିଡାଙ୍କ ସୂଚନା: ନିମ୍ନମାନର ଛତୁଆ ଯୋଗାଣ ପଡିଲା ମହଙ୍ଗା, 125ଟି ଗ୍ରୁପକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବର: SHG ଗ୍ରୁପକୁ ନୋଟିସ । 125 ଗ୍ରୁପକୁ ନୋଟିସ କରାଯାଇଥିବା ସୂଚନା ରହିଛି । ତେବେ ନିମ୍ନମାନର ଛତୁଆ ଯୋଗାଣ ପାଇଁ ଏହି ନୋଟିସ କରାଯାଇଥିବା ଜଣାପଡିଛି । ନିମ୍ନ ମାନର ଛତୁଆ ପାଇଁ 125ଟି ଏସଏଚଜି ଗ୍ରୁପ…

ASO ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ଏଏସଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ହଟ୍ଟଗୋଳ ଜାରି ରହିଛି । ଚାଲିପାରୁନି ଗୃହ। ଶୂନ୍ୟକାଳରେ ଏଏସ୍‌ଓ ଚାକିରି ବିବୃତି ନେଇ ବିଜେଡିର ହୋହଲ୍ଲା ଓ ନାରାବାଜି ପ‌ରେ ଗୃହକୁ ୪ଟା…

ଗୃହରେ ଆଇନ ମନ୍ତ୍ରୀଙ୍କ ଉତ୍ତର: ବଢି ଚାଲିଛି ମଦ ବିକ୍ରି, ଆଗରେ ରହିଛି ବରଗଡ଼

ଭୁବନେଶ୍ବର: ରାଜ୍ୟରେ ବଢୁଛି ଅବକାରୀ ରାଜସ୍ବ । ବର୍ଷକୁ ବର୍ଷ ମଦ ବିକ୍ରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଏହା…

Breaking: ଜଙ୍ଗଲରେ ବନ୍ଧୁକ ତିଆରି କରୁଥିଲେ ମାଓବାଦୀ, ସର୍ଚ୍ଚ ଅପରେଶନରେ ଧରିଲେ ଯବାନ

ମାଲକାନଗିରି:ଜଙ୍ଗଲରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ । ଛତିଶଗଡ଼ ନାରାୟଣପୁର ଜିଲା ସୋନପୁର କୋହମେଟାଲା ଜଙ୍ଗଲରେ କାରଖାନା ଠାବ କରିଛନ୍ତି ଯବାନ । ବିଏସଏଫ ଓ ଡିଆରଜି ଯବାନ ଜଙ୍ଗଲରେ ମିଳିତ ସର୍ଚ୍ଚ ଅପରେଶନ…

Breaking: ଡାକ୍ତରଙ୍କ ପାଇଁ ଭଡ଼ା ଘର ବୁଝିଦେଇ… ୨ ମାସର ଆଡଭାନ୍ସ ନେଇ ଛୁ’ ମାରିଲା ଦଲାଲ

ଭୁବନେଶ୍ୱର: ରାସ୍ତାକଡ଼ ଟୁ-ଲେଟ୍ ପୋଷ୍ଟରରୁ ନମ୍ବର ଆଣି କଲ୍ କରୁଥିଲେ ଡାକ୍ତର । ୨ ମାସରେ ଆଡଭାନ୍ସ ସହିତ ପ୍ରୋସେସିଂ ଫି' ନେଇ ଦଲାଲ ମାରିଲା ଚମ୍ପଟ । ନନ୍ଦନବିହାରରେ ଘର ଦେଖାଇଥିଲା । ଏ ନେଇ ଇନ୍ଫୋସିଟି ଥାନାରେ…

ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଜନ୍ମମାଟି ପାଇଁ ଗୁଣ୍ଡୁଚି ମୂଷା ପରି ଲଢିବି କହିଲେ ରାଷ୍ଟ୍ରପତି

ଭୁବନେଶ୍ବର: ମୟୂରଭଞ୍ଜକୁ 3 ରେଳ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ବାଙ୍ଗିରିପୋଷିରେ 3 ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବାଙ୍ଗିରିପୋଷି-ଗୋରୁମହିଷାଣି,…

ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି’ ଭାଷାରେ ପଢ଼ାଯିବ ନ୍ୟୁଜ୍‌: ୭ଦିନ ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ କହିଲେ ରେଳ ମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି’ ଭାଷାରେ ନ୍ୟୁଜ୍‌ ପଢ଼ାଯିବ । ୬ରୁ ୭ ଦିନ ମଧ୍ୟରେ ଏହା କରାଯିବା ନେଇ କହିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘ସାନ୍ତାଳି’ ଭାଷାରେ ନ୍ୟୁଜ୍‌…

Breaking: ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବଢ଼ାଯିବ ବାଲି, ଏଡିଜିଙ୍କ ସହ ୧୫ ଜଣିଆ ବିଶେଷଜ୍ଞ ଟିମ କଲା ଅନୁଧ୍ୟାନ

କୋଣାର୍କ: ଗର୍ଭଗୃହରୁ ବାଲି କଢ଼ିବା ପାଇଁ କରାଯାଇଥିବା ପ୍ରସ୍ତୁତିର ଅନୁଧ୍ୟାନ କଲେ ଏଏସଆଇ ଏଡିଜି ଜାହବୀ ଶର୍ମା । ଏଡିଜି ସମେତ ୧୫ ଜଣିଆ କୋର୍ କମିଟି ମଧ୍ୟ ଅନୁଧ୍ୟାନ ପାଇଁ କୋଣାର୍କରେ ପହଞ୍ଚିଛନ୍ତି । କୋର କମିଟିରେ…