Browsing Category

ରାଜ୍ୟ

୨୫ ବର୍ଷ ପରେ ରାଜ୍ୟର ଏହି ଜିଲ୍ଲାରେ ଦେଖାଦେଲା ବାଘ, IFS ଅଧିକାରୀ ସେୟାର କଲେ ଫଟୋ

ନୂଆଦିଲ୍ଲୀ: ଭାରତରେ ଏଭଳି ପରିସ୍ଥିତି ଦେଖାଦେଇଥିଲା ଯେଉଁଠାରେ ବାଘ ସଂଖ୍ୟା ହ୍ରାସ ପାଇ ମାତ୍ର ୨୬୮ ହୋଇଯାଇଥିଲା । ଏହାପରେ ବାଘଙ୍କୁ ବଞ୍ଚାଇବା ଲାଗି ସମଗ୍ର ଦେଶରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ କରିଥିଲା । ଏହାପରେ…

ଏଣିକି ମଲ୍‌ରେ ଗାଡ଼ି ରଖିବା ପାଇଁ ଆଦାୟ ହେବ ପାର୍କିଂ ଫି, ବିଏମସି ନେଲା ନିଷ୍ପତ୍ତି

ଭୁବନେଶ୍ୱର: ସରିଗଲା ସପିଂ ମଲ୍‌ରେ ମାଗଣାରେ ଗାଡ଼ି ରଖିବା । ଏବେ ଗାଡ଼ି ରଖିବା ପାଇଁ ଆଦାୟ ହେବ ପାର୍କିଂ ଫି । ଏହି ନିୟମକୁ ବିଏମସି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏଭଳି ନିଷ୍ପତ୍ତି ନେବାର କାରଣ ଦର୍ଶାଇ…

Breaking News; ଆସୁଛି ଭୟାନକ କାଳବୈଶାଖୀ, ୧୪ ଜିଲ୍ଲାରେ କରିବ ତାଣ୍ଡବ: ଚେତାବନୀ ଜାରି

ଭୁବନେଶ୍ୱର: ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲା କାଳବୈଶାଖୀର ପ୍ରଭାବକୁ ନେଇ ଚେତାବନୀ ଜାରି କରାଯାଇଛି । ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶଙ୍କା କରାଯାଉଛି । ବିଜୁଳି,…

ବନ ବିଭାଗ କର୍ମଚାରୀଙ୍କୁ ଗୁଳିମାଡ଼, ୨ ଜଣ ଗୁରୁତର ଆହତ

ନୀଳଗିରି: ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼ ଖବର ସାମ୍ନାକୁ ଆସିଛି । କୁଲଡିହା ଅଭ୍ୟାରଣ୍ୟରେ ପେଟ୍ରୋଲିଂ ବେଳେ ଗୁଳିମାଡ଼ କରାଯାଇଛି । ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ ମୁହାଁମୁହିଁ ହୋଇଛନ୍ତି । ଗୁଳିମାଡ଼ରେ…

ଏହି ସିଜିନରେ ବିକ୍ରି ହେଉଥିବା ଆମ୍ବରେ ରସାୟନ ଭର୍ତ୍ତି, ସ୍ୱାସ୍ଥ୍ୟକୁ ପହଞ୍ଚାଇପାରେ କ୍ଷତି

ଭୁବନେଶ୍ବର: ସମୟ ପୂର୍ବରୁ ଆମ୍ବ ବିକ୍ରିହେବା ଭଲ ସଙ୍କେତ ନୁହେଁ। ଏହାକୁ ରସାୟନ ଦେଇ ପଚା ଯାଉଥିବା କହିଛନ୍ତି ଓୟୁଏଟି ବୈଜ୍ଞାନିକ ସୁବାସ ସ୍ବାଇଁ। ରାଜଧାନୀ ବଜାରରେ ବିକ୍ରି ହେଲାଣି ଆନ୍ଧ୍ରପ୍ରଦେଶର ଆମ୍ବ୍ରପଲି ଓ…

ଯାଜପୁର: କୋରେଇ ରେଳ ଷ୍ଟେସନ ନିକଟରେ ଅଘଟଣ; ଇଞ୍ଜିନ୍‌ରୁ ଅଲଗା ହେଇଗଲା ଡବା…

ଯାଜପୁର : ( ଓଡ଼ିଶା ଭାସ୍କର ) କୋରେଇ ରେଳ ଷ୍ଟେସନ ନିକଟରେ ଅଘଟଣ । ସୋମବାର ଦିନ ୩:୧୦ ମିନିଟ ସମୟରେ ମାଲବାହୀ ଟ୍ରେନ ଇଞ୍ଜିନ୍ ରୁ ଅଲଗା ହେଇଗଲା ଡବା । ତେବେ ଏହି ଅଘଟଣରେ କାହାର କୌଣସି କ୍ଷକ୍ଷତି ହେଇନଥିବା ସୂଚନା…

(Video) ମାଂସ ଖାଇବା ପାଇଁ ଭୁଲିଗଲେ ମାନବିକତା; ତିନି ଦିନ ଧରି ଘରେ ପଡ଼ି ରହିଲା ଶବ, ଆସିଲେନି ସାହି-ଭାଇ

ମୟୂରଭଞ୍ଜ: (ଓଡ଼ିଶା ଭାସ୍କର) ସାମାଜିକ ବ୍ୟବସ୍ଥାର କରୁଣ ପରିଣତି । ତିନି ଦିନ ଧରି ଘରେ ପଡି ରହିଲା ଶବ । ଗୋଟେ ମେଣ୍ଢା ପାଇଁ ତିନିଦିନ ଧରି ପଡିରହିଛି ଶବ । ମେଣ୍ଢା ଦେଲେ ଶବ ଉଠିବ, ସାହି ଭାଇ କେହି ଶବ ଉଠାଇବା…

(Video) ଭଲ ଖବର; କ୍ୟାମେରା ଆଗରେ ବଖାଣିଲେ ସଙ୍ଘର୍ଷର ଭିନ୍ନ ଏକ କାହାଣୀ, ଡ୍ରାଇଭରରୁ ୟୁଟୁବର୍

ଓଡ଼ିଶା ଭାସ୍କର: ( ଓଡ଼ିଶା ଭାସ୍କର ) ୟୁଟ୍ୟୁବ୍ ରୁ ରୋଜଗାର କରୁଛନ୍ତି ମାସକୁ ତିନି ଲକ୍ଷ ଟଙ୍କା । କିଣିଛନ୍ତି ଚାରୋଟି ଟ୍ରକ୍ । କଥାଟା ବିଶ୍ୱାସ ହେଉ ନ ଥିଲେ ବି ସତ । ସେ ହେଉଛନ୍ତି ଜଣାଶୁଣା ୟୁଟୁବର୍ ତେଲୁଗୁ…

Alert! ଏଥର ଖରାରେ ସିଝିବ ଓଡ଼ିଶା… ଏବେଠୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ବର୍ଷା କମିବା ପରେ ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୁଣିଥରେ ଆରମ୍ଭ ହୋଇଛି । ଅସହ୍ୟ ତାତିକୁ ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା । ତେବେ ଆଗାମୀ ଦିନ ପାଇଁ ଏହି ଖରା ଆହୁରି ବୃଦ୍ଧି ପାଇବ ବୋଲି ସତର୍କ…

ସ୍ୱିଡେନ ଯୁବତୀଙ୍କୁ ଭୁବନେଶ୍ୱରରେ ଅସଦାଚରଣ ମାମଲା: ୨୮ ଦିନରେ ମିଳିଲା ନ୍ୟାୟ

ଭୁବନେଶ୍ୱର: ସ୍ୱିଡେନ ଯୁବତୀଙ୍କୁ ଭୁବନେଶ୍ୱରରେ ଅସଦାଚରଣ କରାଯାଇଥିବା ମାମଲାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର ଜେଏମଏଫସି-୧ କୋର୍ଟ ଏନେଇ ରାୟ ଶୁଣାଣି କରିଛନ୍ତି । ତେବେ ୨୮ ଦିନରେ ଯୁବତୀଙ୍କୁ…