Browsing Category
ରାଜ୍ୟ
କାଲି ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭୁବନେଶ୍ୱରର ଲୋକସେବା ଭବନରେ ପୂର୍ବାହ୍ନ 10ଟାରୁ ଏହି ବୈଠକ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…
କୋଭିଡ୍ ବଢ଼ୁଥିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଦେହ ଖରାପ ହେଲେ ସ୍କୁଲ ଆସିବେନି ଛାତ୍ରଛାତ୍ରୀ
ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ଦିନ ହେବ କୋଭିଡ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ 18ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ।
ଏହାରି ଭିତରେ କୋଭିଡକୁ ନେଇ ଆଜି ମୁହଁ…
ମୋହନ ସରକାରଙ୍କ ବର୍ଷପୂର୍ତ୍ତିରେ 500 ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର
ଭୁବନେଶ୍ବର: ସରକାରଙ୍କ ବର୍ଷପୂର୍ତ୍ତିରେ 500 ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର । ଏନେଇ ସୂଚନା ଦେଲେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାରେ ଏହା ହେବ । 314 ବ୍ଲକରେ…
ଚଳିତ ବର୍ଷ ଲାଗିବ 7.5 କୋଟି ଗଛ, ବିଶ୍ବ ପରିବେଶ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ବର: ଦିନକୁ ଦିନ ଗମ୍ଭୀର ହେଉଛି ଜଳବାୟୁ ସଙ୍କଟ । କେହି ବି ଏଥିରୁ ନିସ୍ତାର ପାଉନାହାନ୍ତି । ଲଘୁଚାପ ନହେଲେ ମୌସୁମୀ ସକ୍ରିୟ ହେଉନି । ପାଣି, ପବନ, ମାଟି ସବୁଥିରେ ବିଷ ଖୁନ୍ଦି ହୋଇଗଲାଣି । ଏହାର ମୂଳ କାରଣ…
ଏବେ ପିନକୋଡ଼କୁ ବାଏ ବାଏ; India Post ଲଞ୍ଚ କଲା DIGIPIN, ଜାଣନ୍ତୁ କିପରି କରିବେ ବ୍ୟବହାର
ନୂଆଦିଲ୍ଲୀ: ଯେତେବେଳେ ଆପଣ ଆପଣଙ୍କର ଠିକଣା କାହାକୁ କୁହନ୍ତି, ସେତେବେଳେ ପିନ୍ କୋଡ୍ ବ୍ୟବହାର କରନ୍ତି । ପିନ୍ କୋଡ୍ ହେଉଛି ଏକ 6-ଅଙ୍କ ବିଶିଷ୍ଟ ସଂଖ୍ୟା । ଯାହା ଡାକ ବିଭାଗ ଦ୍ୱାରା ଭାରତର ଏକ ଅଞ୍ଚଳ କିମ୍ବା…
ଜର୍ମାନରେ ଲୁଚି ବାହା ହେଲେ ପିନାକୀ ମିଶ୍ର, TMC ସାଂସଦ ମହୁଆ ମୋଇତ୍ରାଙ୍କୁ କଲେ ଜୀବନ ସାଥୀ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା ବିବାହ କରିଛନ୍ତି। ସେ ବିଜୁ ଜନତା ଦଳ ନେତା ଏବଂ ପୁରୀ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ତାଙ୍କର ଜୀବନସାଥୀ କରିଛନ୍ତି। ରିପୋର୍ଟରେ ଦାବି କରାଯାଇଛି…
ମରିଗଲା ମାନବିକତା: ଗରମ ପାଣି ଫିଙ୍ଗି ହତ୍ୟା, ୨ ଅଟକ
ଭଦ୍ରକ: ଜଣେ ବ୍ୟକ୍ତିଙ୍କୁ ଗରମ ପାଣି ଫିଙ୍ଗି ହତ୍ୟା କରାଯାଇଛି । ଭଦ୍ରକ ବନ୍ଧଗାଁ ଗ୍ରାମାଞ୍ଚଳ ଥାନାରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ।
ଘର କାମ ପାଇଁ ଜଣେ ମୁଲିଆକୁ ଡାକି ଏପରି ହତ୍ୟା କରାଯାଇଥିବା…
ଜୁନ 30 ସୁଦ୍ଧା କରେଇ ଦିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ମାଗଣା ରାସନ୍
ଭୁବନେଶ୍ବର: ଚଳିତ ଜୁନରେ ସରିବ ରାସନ୍ କାର୍ଡ ପାଇଁ ଇ-KYC ଯାଞ୍ଚ । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବାଦ୍ ପଡ଼ିପାରନ୍ତି 20 ଲକ୍ଷ ହିତାଧିକାରୀ । କାରଣ ଏବେ ସୁଦ୍ଧା 20 ଲକ୍ଷ ହିତାଧିକାରୀ…
ଜଗାକୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ, ସୁରକ୍ଷା ବୈଠକରେ ହୋଇଛି ନିଷ୍ପତ୍ତି
ପୁରୀ: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସୁରକ୍ଷା ବୈଠକ ଆଜି ବସିଥିଲା । କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ବସିଥିଲା ସୁରକ୍ଷା ବୈଠକ ।
ସ୍ନାନ ପୂର୍ଣ୍ଣିମା ନାଇଁ ପରୀ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ । ୪…
EV ପାଇଁ ୬,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ଏସଡିଭିଓ ସେକ୍ସନ ଅଫିସର, ମାଡିବସିଲା ଭିଜିଲାନ୍ସ
ଭୁବନେଶ୍ୱର: ପୁରୀ ସବ୍-ଡିଭିଜନାଲ ଭେଟେରିନାରୀ ଅଫିସର (ଏସଡିଭିଓ) କାର୍ଯ୍ୟାଳୟର ଜଣେ ସେକ୍ସନ ଅଫିସରଙ୍କୁ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାଯାଇଛି ବୋଲି ଆଜି ଜଣାପଡ଼ିଛି।
ପୁରୀ ଏସଡିଭିଓ…