Browsing Category
ରାଜ୍ୟ
ନିର୍ବାଚନୀ ପ୍ରସ୍ତୁତି; ଦିବ୍ୟାଙ୍ଗଙ୍କ ପାଇଁ ଅତିରିକ୍ତ ୫% ହ୍ୱିଲଚେୟାର ବ୍ୟବସ୍ଥା
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଦିବ୍ୟାଙ୍ଗଙ୍କ ପାଇଁ ପାଖାପାଖି ୩ ଲକ୍ଷରୁ…
ଆଗ ଗୁପଚୁପ ମୁଁ ଖାଇବି… ଏଇ କଥାକୁ ନେଇ ରାଜରାସ୍ତାରେ ଯୁବତୀଙ୍କ ମାରପିଟ୍
ଭୁବନେଶ୍ୱର: ଗୁପଚୁପ ଲୋଭରେ ଆରମ୍ଭ ହେଲା ତୁମୁଳକାଣ୍ଡ । ଆଗେ ଗୁପଚୁପ କିଏ ଖାଇବ, ସେ କଥାକୁ ନେଇ ପାଟିତୁଣ୍ଡ, ଆଉ ତା’ପରେ କାମୁଡ଼ା କାମୁଡ଼ି, ଚୁଟି ଝିଙ୍କାଝିଙ୍କି ହୋଇ ରାଜରାସ୍ତାରେ ଗଡ଼ିଗଲେ ଯୁବତୀ । ଭୁବନେଶ୍ୱରର…
ଶିଶୁର କଟାମୁଣ୍ଡ ଉଦ୍ଧାର, କୁକୁର ଧରି ବୁଲୁଥିବାର ଦେଖିଥିଲେ ଗ୍ରାମବାସୀ
ଭୁବନେଶ୍ୱର: ଯାଜପୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣଙ୍କ ଘର ପଛ ବାଡିରୁ କଟାମୁଣ୍ଡ ଉଦ୍ଧାର ହୋଇଛି । ଏହା ଯାଜପୁର ରୋଡ୍ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁର ଘଟଣା । ଏଠାରେ ଏକ ଶିଶୁର…
Big Breaking: ହୋଟେଲ ବ୍ୟବସାୟୀଙ୍କ ତଣ୍ଟି କାଟି ହତ୍ୟା, ଚାଲିଛି ଛାନଭିନ
ଭୁବନେଶ୍ୱର: ଜଣେ ହୋଟେଲ ବ୍ୟବସାୟୀଙ୍କୁ ତଣ୍ଟି କାଟି ହତ୍ୟା କରିବା ଖବର ସାମ୍ନାକୁ ଆସିଛି । ଘରେ କେହି ନଥିବା ବେଳେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ତେବେ କେଉଁ କାରଣରୁ କିଏ ଏବଂ କାହିଁକି ହତ୍ୟା…
ବାଲେଶ୍ୱରରୁ ଲଢ଼ିବେନି ଅଶ୍ୱିନୀ !
ବାଲେଶ୍ୱର: ପୁଣି ଚର୍ଚ୍ଚାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱର ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଝାଡ଼େଶ୍ୱର ମନ୍ଦିର ପରିଦର୍ଶନ ସମୟରେ…
ଗୁଡ଼ିରେ ବ୍ୟବହାର ହେବନି ମାଞ୍ଜା ସୂତା! ସାଧାରଣ ଲୋକଙ୍କୁ ଓଡ଼ିଶା ପୋଲିସର ସତର୍କ ସୂଚନା
ଭୁବନେଶ୍ୱର: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ସାରା ଓଡ଼ିଶା ଏବେ ଚଳଚଞ୍ଚଳ ହୋଇପଡ଼ିଛି । ଏହି ପର୍ବରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । କିନ୍ତୁ ଏହା ପୂର୍ବରୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ଗୁଡ଼ି ଉଡ଼ାଇବା ନେଇ…
ରାଜାରାଣୀ ବସ୍ତିର ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ‘ଆଶ୍ରା’ର ଉଦ୍ୟମ ଅନସ୍ୱୀକାର୍ଯ୍ୟ: ମନ୍ଦାକିନୀ କର
ଭୁବନେଶ୍ଵର: ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ ଆଶ୍ରା ଫାଉଣ୍ଡେସନ ଓଡ଼ିଶା ଚତୁର୍ଥ ବର୍ଷରେ ପାଦ ଦେଇଛି। ଏହି ଅବସରରେ ଆଶ୍ରା ଫାଉଣ୍ଡେସନ ପକ୍ଷରୁ ରେଡ଼କ୍ରସ ଭବନଠାରେ ତୃତୀୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଉତ୍ସବରେ…
Big Breaking; ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳୁଛି କାର୍
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଘଟିଯାଇଛି ବଡ଼ ଧରଣର ଅଘଟଣ ଘଟିଯାଇଛି । ମନ୍ଦିର ପ୍ରାଙ୍ଗଣରେ ଥିବା ପାର୍କିଂ ଏରିଆରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେକାଯାଇଛି । ପାର୍କିଂ ଅଞ୍ଚଳରେ ଠିଆ ହୋଇଥିବା ଏକ କାରରେ ନିଆଁ…
ମର୍ମନ୍ତୁଦ ଦୁର୍ଘଟଣା: ୨ ବାଇକ୍ ମୁହାଁମୁହିଁରେ ୨ ଜଣଙ୍କ ମୃତ୍ୟୁ
ଲମତାପୁଟ: ରାଜ୍ୟରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଏବେ ୨ ବାଇକ୍ ମୁହାଁମୁହିଁ ଧକ୍କା ହେବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଜଲାଫୁଟ ଫାଣ୍ଡି…
Breaking; ସରକାରୀ ସ୍କୁଲ ଭିତରେ ପଶି ପିଲାଙ୍କୁ ପିଟିଲା ମଦୁଆ: ୬ ଜଣ ଛାତ୍ରଛାତ୍ରୀ ଆହତ
ଟିଟିଲାଗଡ଼: ବଲାଙ୍ଗୀର ଟିଟିଲାଗଡ଼ର ଏକ ସ୍କୁଲରେ ଦେଖିବାକୁ ମିଳିଛି ଏକ ଅଜବ ତଥା ଅଭାବନୀୟ କାଣ୍ଡ । ବଙ୍କେଲ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ପଶି ଜଣେ ମଦୁଆ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି ।…