fbpx

ଖୁସି ଖବର; ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ କାଳିଆ ଟଙ୍କା: ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ‘କାଳିଆ କେନ୍ଦ୍ର’

ଭୁବନେଶ୍ୱର: ଆଜି ରାଜ୍ୟର ଚାଷୀମାନଙ୍କୁ ମିଳିବ କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି । ଏହି ଯୋଜନା ଅଧୀନରେ ୯୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଯୋଗାଇଦେବେ ରାଜ୍ୟ ସରକାର । ପ୍ରାୟ ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏହି ଯୋଜନା ଅଧୀନରେ ଉପକୃତ ହୋଇପାରିବେ । ରାଜ୍ୟର ୩୦ଟି ଜିଲ୍ଲାରେ ‘କାଳିଆ କେନ୍ଦ୍ର’ର ଉଦଘାଟନ ହେବାକୁ ଯାଉଛି ।

Get real time updates directly on you device, subscribe now.