Browsing Category
ରାଜ୍ୟ
ସୁଜାତା କାର୍ତ୍ତିକେୟନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ? ଜଣେ IAS ଅଧିକାରୀ କ୍ରମାଗତ କେତେ ଦିନ ଛୁଟିରେ ରହିପାରିବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ରାଜ୍ୟ ରାଜନୀତିରେ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନେଇ ବେଶ୍ଚ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କର ପତ୍ନୀ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବଡ଼ ଖବର ଆସିଛି ।…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଭୁବନେଶ୍ୱର ସମେତ ୭ ସ୍ଥାନରେ ଭିଜିଲାନ୍ସ ଟିମର ଚଢ଼ାଉ
କେନ୍ଦୁଝର: କେନ୍ଦୁଝର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଏହି ରେଡ୍ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବହୁ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ…
ବଦଳିଲା ସମୟ: ଏଥର ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହେଉଥିବା ବେଳେ ଏଥର କିନ୍ତୁ ସମୟ ବଦଳିବ । ଜାନୁଆରୀ ୨୬ ବଦଳରେ ଏଥର ଜାନୁଆରୀ ୫ ତାରିଖରୁ ଆଦିବାସୀ ମେଳା ଆରମ୍ଭ…
ଆଜି ପୁରୀ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଉଛନ୍ତି କି? ଜାଣନ୍ତୁ କେଉଁ ସମୟରୁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ: ଆଜି ପୁରୀ ମହାପ୍ରଭୁଙ୍କର ଦର୍ଶନ ପାଇଁ ଯାଉଥିଲେ, ଏହି ଖବର ଆପଣଙ୍କ ପାଇଁ କାର୍ଯ୍ୟରେ ଆସିବ। ତେବେ ବୁଧବାର ଅର୍ଥାତ ୨୭ ନଭେମ୍ବରରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର…
ଝାଡ଼ଖଣ୍ଡରୁ ଆସି ବଡବିଲରେ ଲୁଚିଥିଲା, ଖବର ପାଇ ଉଠାଇ ଆଣିଲା ପୋଲିସ
ଭୁବନେଶ୍ୱର: ଲବଣଗିରିରେ ଚେନ ଝାମ୍ପିବାବେଳେ ମହିଳାଙ୍କ ମୃତୁ୍ୟ ଘଟଣା । ମୋଷ୍ଟ ୱାଣ୍ଟେଡ୍ ଲୁଟେରାକୁ ବାନ୍ଧିଲା ପୋଲିସ । ଝାଡ଼ଖଣ୍ଡରୁ ଖସିଆସି ବଡ଼ବିଲରେ ଲୁଚିଥିବା ସୂଚନା । ଖବର ପାଇ ଲୁଟେରାକୁ ଉଠାଇ ଆଣିଲା…
ସୋର: ବାହାଘର ଶୋଭାଯାତ୍ରା ପାଇଁ ବ୍ୟାଣ୍ଡ ପାର୍ଟି ଯାଉଥିବା ବେଳେ ଦୁର୍ଘଟଣା, ୧୧ ଗୁରୁତର
ବାଲେଶ୍ୱର: ବାହାଘର ବ୍ୟାଣ୍ଡ ପାର୍ଟି ଗାଡ଼ିକୁ ଧକ୍କା ଦେଲା କାର୍, ୧୧ ଜଣ ଗୁରୁତର ହୋଇଥିବା ସୂଚନା । ଖଇରା ଥାନା ଡୁଙ୍ଗୁରା ବଜାର ନିକଟରେ ବ୍ୟାଣ୍ଡ ପାର୍ଟି ଗାଡ଼ିକୁ ଧକ୍କା ଦେଲା କାର୍ । ଏହି ଦୁର୍ଘଟଣାରେ ଆହତ…
ସରିଲା ଛୁଟି, ଏବେ କାମରେ ଯୋଗ ଦିଅ… ସୁଜାତା ପାଣ୍ଡିଆନଙ୍କ ଛୁଟି ଆଗ୍ରାହ୍ୟ କଲେ ସରକାର
ଭୁବନେଶ୍ୱର: ପୂର୍ବତନ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କୁ ଲାଗିଛି ଶକ୍ତ ଝଟକା । ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନକୁ ଖାରଜ କରିଛନ୍ତି ରାଜ୍ୟ ସରକାର । ଗତ ମେ’ ୩୧…
ଏତିକି ଟଙ୍କା ମାସିକ ରୋଜଗାର ଥିଲେ ବ୍ୟକ୍ତି ପାଇବେ ପିଏମ ଆବାସରେ ଘର
ଭୁବନେଶ୍ୱର- ବାପାଙ୍କ ଠାରୁ ଭିନେ ହୋଇଛନ୍ତି, ନାହିଁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ । ତେବେ ମୋହନ ସରକାର ଆଣିଲେ ବଡ ଖବର । ଏହି ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ମନ୍ତ୍ରୀ କହିଲେ ପିଏମ ଆବାସରେ…
ଭିମସାରରୁ ଚୋରି ହେଲା ନବଜାତ ଶିଶୁ: ସଙ୍ଗୀନ ଅଭିଯୋଗ ଆଣିଲେ ଦମ୍ପତି
ସମ୍ବଲପୁର: ବୁର୍ଲା ଭିମସାର ମେଡିକାଲରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ । ମେଡିକାଲରୁ ନବଜାତ ଶିଶୁ ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଦମ୍ପତି । ଛତିଶଗଡ଼ର ଦମ୍ପତି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମେଡିକାଲ…
(Breaking) ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପିତ
ଭୁବନେଶ୍ୱର- ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ୧୨,୧୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଥିରେ ପ୍ରଶାସନିକ…