fbpx
Browsing Category

ସାଧାରଣ ନିର୍ବାଚନ 2024

କେବେ ହେବ NDA ସରକାରର ଶପଥ ଗ୍ରହଣ? ସାମ୍ନାକୁ ଆସିଲା ଏହି ତାରିଖ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ଜାତୀୟ ଜନତାନ୍ତ୍ରିକ ମେଣ୍ଟ (ଏନଡିଏ) କୁ ବହୁମତ ମିଳିଥିବା ନଜର ଆସିଛି । ଏହାରି ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସୁଛି ଯେ, ଏନଡିଏ ସରକାରଙ୍କ ୯ ଜୁନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ…

ନିର୍ବାଚନ ଫଳାଫଳ ଆସିବା ପରେ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପରେ ସୋସିଆଲ ମିଡିଆରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଦେଖିବାକୁ ମିଳିଛି। "ଦେଶର ଜନତା କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଭାରତର…

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ପିଏମ ନରେନ୍ଦ୍ର ମୋଦୀ

ଓଡ଼ିଶା ଭାସ୍କର: ଆଜି ଲୋକସଭା ଏବଂ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ୫୪୩ଟି ଲୋକସଭା ସିଟରୁ ଏନଡିଏ ମେଣ୍ଟ ୨୯୦, ଇଣ୍ଡିଆ ମେଣ୍ଟ ୨୩୫ ଏବଂ ଅନ୍ୟାନ୍ୟ ଦଳ ୧୮ଟି ସିଟ ହାସଲ କରିଛନ୍ତି । ସେହିପରି ଓଡ଼ିଶା…

ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ଇସ୍ତଫା ଦିଅନ୍ତୁ; ମମତା ବାନାର୍ଜୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଣ୍ତିଆ ମେଣ୍ଟର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବାନାର୍ଜୀ ଗଣମାଧ୍ୟମକୁ…

ଲୋକସଭା ନିର୍ବାଚନରେ ପାକିସ୍ତାନୀ ମିଡିଆର ପ୍ରତିକ୍ରିୟା, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ବିଜେପି ବହୁମତ ପାଇଛି । ଏଥିସହ ଇଣ୍ଡିଆ ମେଣ୍ଟ ମଧ୍ୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ଅନେକ ରାଜ୍ୟରେ ବିଜେପିକୁ ଅନେକ କ୍ଷତି…

ଆମେଥିରେ ହାରିଲେ ସ୍ମୃତି ଇରାନୀ; ପରାଜୟ ପରେ କହିଲେ ଏପରି କଥା

ଆମେଥି: ଆମେଥିରେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ୧.୬୫ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ସ୍ମୃତି ଇରାନୀ ପରାଜୟର ନିକଟତର ହୋଇଛନ୍ତି। ସ୍ମୃତି ମଙ୍ଗଳବାର…

ଭୋଟରଙ୍କ ହାତରେ ଗଣତନ୍ତ୍ରର ଚାବିକାଠି: ଜନତା ଚାହିଁଲେ ବଦଳିବ ସରକାର, ଜନତା ଚାହିଁଲେ ଭୁଶୁଡ଼ିବ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ଆଜି ଥିଲା ଏକ ମହାନ୍ ଦିନ । ଲୋକସଭା ଓ ୨ଟି ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ଯଦିଓ ବିଜେତାଙ୍କ ନାମ ନିର୍ବାଚନ…

(Video) ହାରିବା ପରେ କାନ୍ଦିବାକୁ ଲାଗିଲେ ବିଜେପି ପ୍ରାର୍ଥୀ, ମାତ୍ର ଏତିକି ଖଣ୍ଡ ଭୋଟର ରହିଥିଲା ପ୍ରାର୍ଥକ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନ ଫଳାଫଳ ଆସିସାରିଛି । ମୁଜଫରନଗର ଲୋକସଭା ସିଟରେ ସପା ପ୍ରାର୍ଥୀ ହରେନ୍ଦ୍ର ମଲ୍ଲିକ ବିଜୟୀ ହୋଇଛନ୍ତି । ହରେନ୍ଦ୍ର ମଲ୍ଲିକଙ୍କ ବିଜୟ ପରେ ବିଜେପି ପ୍ରାର୍ଥୀ ସଞ୍ଜୀବ…

ବାରଣାସୀ ଆସନରୁ ୧.୫୨ ଲକ୍ଷ ଭୋଟରେ ବିଜୟୀ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ବାରଣାସୀ ଆସନରୁ ୧ ଲକ୍ଷ ୫୨ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ନରେନ୍ଦ୍ର ମୋଦୀଙ୍କୁ ମୋଟ ୬ ଲକ୍ଷ ୧୨ ହଜାର ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ୪ ଲକ୍ଷ ୬୦ ହଜାର ଭୋଟ୍ ପାଇ…

Election Result; ଓଡ଼ିଶାକୁ ଆସିବ ଡବଲ ଇଞ୍ଜିନ୍ ସରକାର! ଏବେଠୁ ଲଡୁ ବାଣ୍ଟିଲାଣି ବିଜେପି

ଭୁବନେଶ୍ୱର: ଓଡ଼ିଶା ନିର୍ବାଚନରେ ଆଜି ଚାଲିଛି ଫାଇନାଲ ଫଇସଲା । ଆଉ କେଇଟା ଘଣ୍ଟା ପରେ ଜଣା ପଡ଼ିଯିବ ରାଜ୍ୟରେ କିଏ ଗଢିବ ସରକାର । ଖୁବଶୀଘ୍ର ସାରା ଦେଶ ଦେଖିବ ୨୦୨୪ ନିର୍ବାଚନର ସ୍ପଷ୍ଟ ଚିତ୍ର । କିନ୍ତୁ ଏହାପୂର୍ବରୁ…