Browsing Category

ରାଜନୀତି

ବିଧାନସଭା ଉପ-ନିର୍ବାଚନ: NDAକୁ ଶକ୍ତ ଝଟକା, ୧୩ ଆସନରୁ ମାତ୍ର ୨ଟି ଆସନରେ ବିଜୟୀ

ନୂଆଦିଲ୍ଲୀ: ଆଜି ଦେଶର ୭ଟି ରାଜ୍ୟର ୧୩ଟି ଆସନର ବିଧାନସଭାର ଉପ-ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ବିଧାନସଭା ଉପ-ନିର୍ବାଚନରେ ଏନଡିଏ ସରକାରକୁ ଲାଗିଛି ଶକ୍ତ ଝଟକା । ୧୩ଟି ବିଧାନସଭା ଆସନରୁ ମାତ୍ର ୨ଟି ଆସନରେ…

(Video) ଅରବିନ୍ଦ କେଜ୍ରିୱାଲଙ୍କର ହଜମ ହେଉନି ଜେଲର ରୁଟି, ୮.୫ କିଲୋ କମିଲା ଓଜନ, କୋମାକୁ ଯିବାର ବିପଦ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ମୁଖ୍ୟ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି । ତାଙ୍କର ଜେଲରେ ଦିଆଯାଉଥିବା ରୁଟି ହଜମ ହେଉନି । ୨୧ ମାର୍ଚ୍ଚରୁ…

ହିମାଚଳ ପ୍ରଦେଶ ଉପ ନିର୍ବାଚନ ଫଳାଫଳ ଘୋଷଣା; ଦେହରାରୁ ଜିତିଲେ କମଲେଶ ଠାକୁର

ଶିମଲା: ହିମାଚଳ ପ୍ରଦେଶରେ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ସୁଖବିନ୍ଦର ସୁଖୁଙ୍କ ପତ୍ନୀ ତଥା ଇଣ୍ଡିଆ ବ୍ଲକ(କଂଗ୍ରେସ)ର ପ୍ରାର୍ଥୀ…

ପଞ୍ଜାବ ଉପନିର୍ବାଚନ: ଜଳନ୍ଧର ପଶ୍ଚିମ ବିଧାନସଭା ଆସନରେ AAP ପ୍ରାର୍ଥୀ ବିଜୟୀ

ନୂଆଦିଲ୍ଲୀ: ଦେଶର ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନ ପାଇଁ ଆଜି ଭୋଟ ଗଣତି ଚାଲିଛି । ଗତ ୧୦ ତାରିଖରେ ଏହି ସମସ୍ତ ଆସନଗୁଡ଼ିକରେ ଉପନିର୍ବାଚନ ହୋଇଥିଲା । ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ତେବେ ଏହା…

୭ଟି ରାଜ୍ୟରେ ଉପନିର୍ବାଚନ ଗଣନା ଜାରି, ଜାଣନ୍ତୁ ଅପଡେଟ୍

ନୂଆଦିଲ୍ଲୀ: ଜୁଲାଇ ୧୦ରେ ୭ଟି ରାଜ୍ୟ ଯଥା ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ୧୩ଟି…

ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା; ‘ଅନଲାଇନରେ ୧୨ ହଜାରରୁ ଅଧିକ ମତାମତ’

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । '୧୨ ହଜାରରୁ ଅଧିକ ଲୋକ ଅନଲାଇନରେ ମତାମତ ଦେଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଏହା ୬ ଗୁଣା ଅଧିକ । ଲୋକଙ୍କ ଆଶା…

ବିଜେଡିରେ ବହୁ ମୂଷା ଥିଲେ : ନୃସିଂହ ଚରଣ

ଓଡିଶା ଭାସ୍କର: ବିଜେଡିରେ ଅନେକ ମୂଷା ଥିଲେ ବୋଲି କଟାକ୍ଷ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପରଜଙ୍ଗର ବିଜେଡି ପ୍ରାର୍ଥୀ ହୋଇଥିବା ନୃସିଂହ ଚରଣ ସାହୁ । ବିଜେଡିର ପରାଜୟର କାରଣ ଖୋଦ ବିଜେଡି…

ଅରବିନ୍ଦ କେଜ୍ରିୱାଲ ମାମଲା, ସୁପ୍ରିକୋର୍ଟ ଦେବେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ

ଓଡିଶା ଭାସ୍କର: ଉଚ୍ଚତମ ନ୍ୟାୟାଳୟ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ମାମଲାରେ ରାୟ ଶୁଣାଇବେ । ଅବକାରୀ ମାମଲାରେ ଜଡିତ ଅରବିନ୍ଦ କେଜ୍ରିୱାଲ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ନିଜର ଗିରଫଦାରୀକୁ ନେଇ…

BIG BREAKING…ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅସୁସ୍ଥ; ଏମ୍ସର ନ୍ୟୁରୋସର୍ଜରୀ ବିଭାଗରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅସୁସ୍ଥ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ହଠାତ୍ ଖରାପ ହେବାରୁ ତାଙ୍କୁ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ମିଳିଥିବା…