Browsing Category
ରାଜନୀତି
(Video) ୮୮ ବର୍ଷ ବୟସରେ ଏକା ଭୋଟ ଦେବାକୁ ଗଲେ ଧର୍ମେନ୍ଦ୍ର, ହେମା ମାଳିନୀ ଏବଂ ଇଶା ଦେଓଲ ବି କଲେ ମତଦାନ
ମୁମ୍ବାଇ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ ର ଆଜି ପଞ୍ଚମ ପର୍ଯ୍ୟାୟରେ ଭୋଟିଂ ଚାଲିଛି । ଯେଉଁଥିପାଇଁ ଆଜି ମୁମ୍ବାଇରେ ସକଳୁ ସକାଳୁ ମତଦାନ କେନ୍ଦ୍ର ବାହାରେ ଲମ୍ବା ଲାଇନ ଲାଗିଛି । ସାଧାରଣ ଜନତାଙ୍କ ଠାରୁ ନେଇ ଫିଲ୍ମ…
ଅନୁଗୁଳ ଜନସଭାରେ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ- ଏଥର ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର
ପୁରୀ: ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପୁରୀରେ ମୋଦୀଙ୍କ ରୋଡ୍ ଶୋ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ଗୋଟିଏ ଝଲକ ଦେଖିବା ପାଇଁ ସକାଳୁ ଜନସମୁଦ୍ର ପାଲଟିଥିଲା ପୁରୀ ବଡ଼ଦାଣ୍ଡ ।…
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: ଜାଣନ୍ତୁ ଦିନ ୧୧ଟା ସୁଦ୍ଧା କେତେ ପ୍ରତିଶତ ମତଦାନ
ଭୁବନେଶ୍ୱର: ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ଚାଲିଛି । ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୧.୦୭ପ୍ରତିଶତ ମତଦାନ ହୋଇଛି। ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ୨୨.୧୯…
ପଞ୍ଚମ ପର୍ଯ୍ୟାୟର ସବୁଠାରୁ ଧନୀ ଏହି ବିଜେପି ପ୍ରାର୍ଥୀ, ସବୁଠାରୁ ଗରିବ ପ୍ରାର୍ଥୀଙ୍କ ପାଖରେ ମାତ୍ର ୬୭ ଟଙ୍କା: ADR ରିପୋର୍ଟ
ନୂଆଦିଲ୍ଲୀ: ଆଜି ଦେଶର ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଇଭିଏମ୍ ମେଶିନରେ ପ୍ରାୟ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହେବ । ରାଏବରେଲୀ ଭଳି ଅନ୍ୟ ହାଇ…
ମତଦାନ ଆରମ୍ଭ ହେବା ମାତ୍ରେ ଇଭିଏମ ଅଚଳ, ରାୟବରେଲିରେ ୨୦ଟି ମେସିନ ଖରାପ
ରାୟବରେଲି: ଆଜି ଦେଶରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ପକ୍ରିୟା ଜାରି ରହିଛି। ଏଥିସହ ଉତ୍ତରପ୍ରଦେଶର ରାୟବରେଲି ସଂସଦୀୟ ଆସନରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି। ତେବେ ଏଠାକାର ମତଦାନ କେନ୍ଦ୍ରରେ…
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ଭୋଟ୍
ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ସକାଳ ୯ ଟା ସୁଦ୍ଧା ହାରାହାରି ମତଦାନ ରହିଛି ୬.୯୯ ପ୍ରତିଶତ । ବରଗଡ଼ ଭଟଲୀରେ ସର୍ବାଧିକ ୧୧.୪୮ ପ୍ରତିଶତ ଭୋଟିଂ ହୋଇଛି । ବରଗଡ…
(Video)‘ଭୋଟ ନ ଦେଉଥିବା ଲୋକଙ୍କ ଉପରେ ସରକାର ଟିକସ ଲାଗୁ କରିବା ଉଚିତ୍’: ମତଦାନ ପରେ ଏପରି କହିଲେ ପରେଶ ରାୱଲ
ନୂଆଦିଲ୍ଲୀ: ଆଜି ଦେଶରେ ୫ମ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହାରି ମଧ୍ୟରେ ଅନେକ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ ନେତା-ମନ୍ତ୍ରୀ ଭୋଟ ଦେଉଛନ୍ତି । ତେବେ ବଲିଉଡ ଅଭିନେତା ପରେଶ…
(Video): ସାଧାରଣ ଲୋକଙ୍କ ପରି ମତଦାନ ପାଇଁ ଧାଡ଼ିରେ ଛିଡ଼ା ହେଲେ ଅନିଲ ଅମ୍ବାନୀ, ଭିଡିଓ ଭାଇରାଲ
ମୁମ୍ବାଇ: ଆଜି ଦେଶରେ ୫ମ ପର୍ଯ୍ୟାୟ ମତଦାନ । ଏହି କ୍ରମରେ ମୁମ୍ବାଇରେ ମଧ୍ୟ ୬ଟି ଲୋକସଭା ଆସନ ପାଇଁ ଜାରି ରହିଛି ଭୋଟିଂ । ସାଧାରଣ ଲୋକଙ୍କ ସହ ଅନେକ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ନିଜ ଭୋଟ୍ ସାବ୍ୟସ୍ତ କରିଛନ୍ତି ।…
ମତଦାନ ବେଳେ ଇଭିଏମରେ ତ୍ରୁଟି, ଲୋକେ କହିଲେ ଭୋଟ ଦେବୁନି
ଭୁବନେଶ୍ୱର: ଦେଶରେ ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଆଜି ଓଡ଼ିଶାର ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି ।…
ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାପ୍ରଭୁଙ୍କୁ ଦର୍ଶନ କରି ଆରମ୍ଭ କରିବେ ରୋଡ୍ ସୋ
ପୁରୀ: ରବିବାର ସଂଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ରାତି ରହଣୀ ପରେ ଆଜି ପୁରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା…