fbpx
Browsing Category

ରାଜନୀତି

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୨ ନୂଆ ମନ୍ତ୍ରୀ ସାମିଲ ହେବା ସ୍ପଷ୍ଟ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି । ସମ୍ପସାରଣ ପୂର୍ବରୁ କିଛି ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଓଡ଼ିଶାର ୨ ନୂଆ ମନ୍ତ୍ରୀ ସାମିଲ ହେବା ସ୍ପଷ୍ଟ ହୋଇଛି । ଏନେଇ…

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ଘନେଇଛି ରାଜନୀତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାଣର ପୂର୍ବରୁ ଜଣଙ୍କ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେବାରେ ଲାଗିଛନ୍ତି । ଏହାରି ମଧ୍ୟରେ…

ୟୁପି ରାଜନୀତିରେ ପୁଣି ଥରେ ଏଣ୍ଟ୍ରି ମାରିବେ ପ୍ରଶାନ୍ତ କିଶୋର ? ଯୋଗୀଙ୍କ ଚିନ୍ତା ବଢାଇ ପାରନ୍ତି ରାଷ୍ଟ୍ର ମଞ୍ଚ ଓ ମମତା ବାନାର୍ଜୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଅନେକ ରାଜନୈତିକ ଦଳ ଦେଶର ସବୁଠୁ ବଡ ରାଜ୍ୟରେ ନିଜର ରାଜନୈତିକ ଅସ୍ଥିତ୍ଵ ଜାହିର କରିବାକୁ ଅଣ୍ଟା ଭିଡିଛନ୍ତି। ଏଆଇଏମଆଇଏମର ମୁଖ୍ୟ…

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ହର୍ଷବର୍ଦ୍ଧନଙ୍କ ଇସ୍ତଫା

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରୁ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଇସ୍ତଫା । ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଏବଂ ଶ୍ରମମନ୍ତ୍ରୀ ଗଙ୍ଗୱାର ଇସ୍ତଫା ଦେଇଥିବା ନେଇ ସୂଚନା…

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଶିକ୍ଷାମନ୍ତ୍ରୀ ପୋଖରିଆଲ ଓ ଶ୍ରମମନ୍ତ୍ରୀ ଗଙ୍ଗୱାରଙ୍କ ଇସ୍ତଫା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ଘନେଇଛି ରାଜନୀତି । ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ରମେଶ ପୋଖରିଆଲ ନିଶଙ୍କ । କେନ୍ଦ୍ର…

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ସବୁଆଡେ ଚର୍ଚ୍ଚା । ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ…

ମୋଦୀଙ୍କ ଘରେ ସମ୍ଭାବ୍ୟ ମନ୍ତ୍ରୀ! ୩ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ସମ୍ଭାବନା, ଜାଣନ୍ତୁ କାହାକୁ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳ ଆଜି ସନ୍ଧ୍ୟାରେ ଅଦଳବଦଳ ହେବ । ସନ୍ଧ୍ୟାରେ ନୂଆ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଶପଥ ଗ୍ରହଣ କରିବାର ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରମଙ୍ଗଲମଙ୍କ ପତ୍ନୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ସ୍ୱର୍ଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ରଙ୍ଗରାଜନ କୁମାରମଙ୍ଗଲମଙ୍କ ପତ୍ନୀ ଆଡଭୋକେଟ୍ କିଟ୍ଟି କୁମାରମଂଗଲମଙ୍କୁ ହତ୍ୟା କରାଯାଇଛି । ବସନ୍ତ ବିହାରସ୍ଥିତ ତାଙ୍କ ବାସଭବନରେ ମଙ୍ଗଳବାର ରାତିରେ ତାଙ୍କୁ…

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ୍ ପାଇଁ ନେତାମାନେ ପହଞ୍ଚିଲେ ଦିଲ୍ଲୀରେ, ଓଡ଼ିଶାରୁ ଦୁଇ ସାଂସଦଙ୍କ ନାମ ଚର୍ଚ୍ଚାରେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବ । ସନ୍ଧ୍ୟାରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ଗ୍ରହଣ କରିବାର ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ…

କେନ୍ଦ୍ର କ୍ୟାବିନେଟ୍‌ରେ ଅଦଳବଦଳ ନେଇ କାଉଣ୍ଟ୍‌ଡାଉନ୍‌ ଆରମ୍ଭ: ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଦୌଡ଼ରେ ଓଡ଼ିଶାର ୨ଜଣ ନେତା

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ର ସମ୍ପ୍ରସାରଣ ବୁଧବାର ସନ୍ଧ୍ୟା ୬ଟା ବେଳେ ହୋଇପାରେ । ତେଣୁ କେନ୍ଦ୍ର କ୍ୟାବିନେଟ୍‌ରେ ଅଦଳବଦଳ ନେଇ କାଉଣ୍ଟ୍‌ଡାଉନ୍‌ ଆରମ୍ଭ…