fbpx
Browsing Category

ରାଜନୀତି

କଂଗ୍ରେସରୁ ବହିଷ୍କାର ହେଲେ ମହମ୍ମଦ ଆକବର ଖାନ୍; ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ୬ବର୍ଷ ପାଇଁ ବହିଷ୍କୃତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କଂଗ୍ରେସରୁ ବହିଷ୍କାର ହେଲେ ମହମ୍ମଦ ଆକବର ଖାନ୍ । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି । ମିଡିଆରେ ବିବୃତି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଦର୍ଶାଇ…

(Video) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଷୟରେ ବଡ଼ ଶବ୍ଦ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ । କେନ୍ଦ୍ରମନ୍ତ୍ରୀ ହେବାରୁ ଜଣାଇଥିଲେ ଅଭିନନ୍ଦନ । ସୋସିଆଲ ମିଡିଆରେ ଜବାବ ଦେଲେ ଧର୍ମେନ୍ଦ୍ର । ନବୀନଙ୍କ ଉଦ୍ଦେଶ୍ୟରେ କହିଲେ ଏମିତି କଥା ।…

କେରଳ ବିଜେପି ସାଂସଦ ସୁରେଶୀ ଗୋପୀଙ୍କୁ ମିଳିଲା ୨ଟି ମନ୍ତ୍ରଣାଳୟର ଦାୟିତ୍ୱ; ଫିଲ୍ମ ଇଣ୍ଡଷ୍ଟ୍ରିକୁ ମିଳିପାରେ ଫାଇଦା

ନୂଆଦିଲ୍ଲୀ: ସାଉଥ ଅଭିନେତା ସୁରେଶ ଗୋପୀ ୨୦୨୪ଜୁନ୍ ୯ରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଜି ମୋଦୀ ସରକାର ଅଭିନେତାଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ…

ମୋଦୀ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ: ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ଦାୟିତ୍ୱ

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ଏହାପରେ ଆଜି ମୋଦୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ କରିଛନ୍ତି । ଏହା ପିଏମ…

BIG BREAKING…ଆରମ୍ଭ ହେଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରକ୍ରିୟା

ପୁରୀ: (ଓଡ଼ିଶା ଭାସ୍କର) ଆରମ୍ଭ ହେଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରକ୍ରିୟା । ଜିଲ୍ଲାପାଳଙ୍କ ବୈଠକରେ ନିଷ୍ପତି ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଚାରି ଦ୍ୱାର ଖୋଲିବା ନେଇ ଅନୁଧ୍ୟାନ କଲା ଟିମ୍ ।…

(Video) ଗାନ୍ଧୀ ପରିବାରକୁ ଆଲିଙ୍ଗନ କରି ସ୍ୱାଗତ କଲେ ଶେଖ ହସୀନା, ଭେଟିବା ପରେ ରାହୁଲ ଗାନ୍ଧୀ କଲେ ଏହି ଟ୍ୱିଟ

ନୂଆଦିଲ୍ଲୀ: ବାଲାଂଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ସୋମବାର ଦିନ ସୋନିଆ ଗାନ୍ଧୀ ଭେଟିଛନ୍ତି । କଂଗ୍ରେସ ସଂସଦୀୟ ଦଳର ଚେୟାରପର୍ସନ ସୋନିଆ ଗାନ୍ଧୀଙ୍କ ସହ ସାଂସଦ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ…

ମୋଦୀ ସରକାରରେ TDP: ଆନ୍ଧ୍ରପ୍ରଦେଶକୁ ମିଳିବ କି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା?

ନୂଆଦିଲ୍ଲୀ: ଏହାରି ଭିତରେ ବିତି ଗଲାଣି ୧୦ ବର୍ଷ, କିପରି ଆନ୍ଧ୍ରପ୍ରଦେଶ ବିଭାଜନ ହୋଇ ସୃଷ୍ଟି ହୋଇଥିଲା ତେଲେଙ୍ଗାନା। ତେବେ ୨୦୧୪ରେ ଆନ୍ଧ୍ରପ୍ରଦେଶ ବିଭାଜନ ହେବା ପରଠାରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ…

(Video) ପରାଜୟ ପକାଇ ପାରିନି ନବୀନଙ୍କ ହସରେ ମଳିନତା; ମୋଦୀଙ୍କୁ ଅଜାଡ଼ିଦେଲେ ଅଜସ୍ର ଶୁଭେଚ୍ଛା…

ଭୁବନେଶ୍ୱର: ଦେଶରେ ତୃତୀୟ ଥର ପାଇଁ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଶପଥ ନେଇ ଦେଶରେ ଇତିହାସ ରଚିଛନ୍ତି । ତୃତୀୟ ଥର ଶପଥ ନେଇ ନେହରୁଙ୍କ ସହ ମୋଦୀ ସମାନ ହୋଇଛନ୍ତି । ଆଉ ଏମିତି ଇତିହାସ ରଚିଲା ପରେ…

ମୋଦୀ କ୍ୟାବିନେଟରେ କେଉଁ ୫ ଜଣ ମନ୍ତ୍ରୀ କରିଛନ୍ତି ହ୍ୟାଟ୍ରିକ୍, ଜାଣନ୍ତୁ କେବେ ସମ୍ଭାଳିଥିଲେ କେଉଁ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ୩ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସମେତ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୩୬ ରାଜ୍ୟ ମନ୍ତ୍ରୀ ଏବଂ ୫ ଜଣ ସ୍ୱାଧୀନ…

(Video) ମୋଦୀ କ୍ୟାବିନେଟର ସବୁଠୁ Junior MP… କମ୍ ବୟସରେ ମନ୍ତ୍ରୀମଣ୍ଡଳରେ କିଭଳି ପାଇଲେ ସ୍ଥାନ?

ଓଡ଼ିଶା ଭାସ୍କର: ଶପଥ ଗ୍ରହଣ ପରେ ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତକାଲି ରାଷ୍ଟ୍ରପତି ଭବନରେ ମୋଦୀ ଶପଇ ନେବା ସହ ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ମୋଦୀଙ୍କ…