Browsing Category
ରାଜନୀତି
ଶେଖ୍ ହସିନାଙ୍କୁ ବାଂଲାଦେଶ ପଠାଇବ ଭାରତ!; ସ୍ପଷ୍ଟ କରିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ପକ୍ଷରୁ କୌଣସି ସମ୍ଭାବ୍ୟ ଦାବି ପ୍ରସଙ୍ଗରେ ଭାରତ ଶୁକ୍ରବାର ବିସ୍ତୃତ ଭାବେ କହିବାକୁ ମନା କରିଦେଇଛି। ତେବେ ପଡ଼ୋଶୀ ଦେଶରେ…
୭୫ ଜଣ ନୂଆ ନେତାଙ୍କୁ ଦାୟିତ୍ୱ ଦେଲା କଂଗ୍ରେସ: ଓଡ଼ିଶା ସମେତ ୨୫ଟି ରାଜ୍ୟରେ ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କୁ ମିଳିଲା ନିଯୁକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସମେତ ଦେଶର ୨୫ଟି ରାଜ୍ୟ ପାଇଁ କଂଗ୍ରେସ ଅନେକ ନୂଆ ନେତାଙ୍କୁ ଦାୟିତ୍ୱ ଦେଇଛି । କଂଗ୍ରେସ ସଂଗଠନରେ ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କୁ ଦାୟିତ୍ୱ ମିଳିଛି । କଂଗ୍ରେସ ଅଧ୍ୟକ୍ଷ…
ମହାରାଷ୍ଟ୍ର: କଂଗ୍ରେସରୁ ବହିଷ୍କୃତ ହେଲେ ଦୁଇଜଣ ବିଧାୟକ
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରୁ ଆସିଛି ଦୁଇଟି ବଡ଼ ଖବର । ବାନ୍ଦ୍ରା ବିଧାୟକ ଜିଶାନ ସିଦ୍ଦିକୀ ଓ ନନ୍ଦେଦ ବିଧାୟକ ଜିତେଶ ଅନ୍ତାପୁରକରଙ୍କୁ କଂଗ୍ରେସ ବହିଷ୍କୃତ କରିଛି । ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ…
ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା; ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦୀ- କହିଲେ, ‘ପାଦରେ ମୁଣ୍ଡ ରଖି କ୍ଷମା ପ୍ରାର୍ଥନା…
ମୁମ୍ୱାଇ: ମହାରାଷ୍ଟ୍ର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପାଲଘରଠାରେ ୱାଧୱାନ ବନ୍ଦରର ଶିଳାନ୍ୟାସ କରିଛନ୍ତି। ମୋଦୀ ପାଖାପାଖି ୧୫୬୦ କୋଟି ଟଙ୍କାର ମତ୍ସ୍ୟ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ…
ବିଜେପିରେ ସାମିଲ ହେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଈ ସୋରେନ୍
ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଶେଷରେ ବିଜେପିରେ ସାମିଲ ହୋଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ସଂସ୍ଥାପକ ସଦସ୍ୟ ଚମ୍ପାଈ ସୋରେ । ହେମନ୍ତ…
ଜେଡ୍ ପ୍ଲସ୍ ସିକ୍ୟୁରିଟି ପାଇଁ ମନା କରିଦେଲେ ଶରଦ ପାୱାର, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏସପି)ର ଅଧ୍ୟକ୍ଷ ଶରଦ ପାୱାର ଜେଡ୍ ପ୍ଲସ୍ ସିକ୍ୟୁରିଟି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଛି । ନିକଟରେ କେନ୍ଦ୍ର…
ଓୱାଇସିଙ୍କୁ ୫୨ ଲକ୍ଷ, ମହୁଆଙ୍କୁ ୭୫ ଲକ୍ଷ…ଲୋକସଭା ନିର୍ବାଚନ ପାଇଁ କେଉଁ ନେତାଙ୍କ ଉପରେ କେତେ ଖର୍ଚ୍ଚ କରିଥିଲା TMC ?
କୋଲକାତା: ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ TMC, ଆମ୍ ଆଦମୀ ପାର୍ଟି, କଂଗ୍ରେସ, ବିଜେପି, AIMIM ଭଳି ଦଳ ପ୍ରାର୍ଥୀଙ୍କ ଉପରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ । ଏଥିମଧ୍ୟରେ ପଶ୍ଚିମବଙ୍ଗର ଶାସକ ଦଳ TMC…
ଦିଗବିଜୟଙ୍କୁ ୫୦ ଲକ୍ଷ…, ଜାଣନ୍ତୁ ଲୋକସଭା ନିର୍ବାଚନରେ ଲଢ଼ିବା ପାଇଁ ରାହୁଲଙ୍କୁ ମିଳିଥିଲା କେତେ ଟଙ୍କା ?
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଛି ଲୋକସଭା ନିର୍ବାଚନ ୨୦୨୪ । ଅଧିକାଂଶ ସ୍ଥାନରେ ବାଜି ମାରିଥିଲା ବିଜେପି କିନ୍ତୁ କଂଗ୍ରେସର ପ୍ରଦର୍ଶନ ମଧ୍ୟ ଉତ୍ତମ ରହିଥିଲା । ଏହି ନିର୍ବାଚନରେ କଂଗ୍ରେସ ଏହାର ଲୋକସଭା ପ୍ରାର୍ଥୀଙ୍କ…
ଆଜି ବିଜୁ ଛାତ୍ରଜନତା ଦଳର କର୍ମକର୍ତ୍ତା ସମ୍ମିଳନୀ, ଗୁରୁମନ୍ତ୍ର ଦେବେ ନବୀନ
ଭୁବନେଶ୍ୱର: ଆଜି ବିଜୁ ଛାତ୍ରଜନତା ଦଳର କର୍ମକର୍ତ୍ତା ସମ୍ମିଳନୀ। ଛାତ୍ରସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ର ସଂସଦ ନିର୍ବାଚନ ନେଇ ହୋଇପାରେ…
ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ; ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଯାଜପୁର ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଲେ ହିମାଂଶୁ
ଯାଜପୁର: (ଓଡ଼ିଶା ଭାସ୍କର) ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ଯାଜପୁର ଜିଲ୍ଲାପାଳ ଓ ଏସ୍ପିଙ୍କୁ ସୁରକ୍ଷା ମାଗିଲେ ବିଧାୟକ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଲେ ବିଧାୟକ । ସେ…