fbpx
Browsing Category

ଜ୍ଞାନ ବିଜ୍ଞାନ

ଦେଶରେ ୨୦୨୫ ସୁଦ୍ଧା ୯୦ କୋଟି ଇଣ୍ଟରନେଟ ବ୍ୟବହାରକାରୀ

ନୂଆଦିଲ୍ଲୀ: ଆଜି କାଲି ଇଣ୍ଟରନେଟ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି । ସମସ୍ତେ ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରୁଛନ୍ତି । ମନୋରଞ୍ଜନଠାରୁ ଆରମ୍ଭ କରି ପାଠପଢା ପର୍ଯ୍ୟନ୍ତ ଭଳି କାର୍ଯ୍ୟରେ ଏହାର ବ୍ୟବହାର…

ବଜାରକୁ ଆସିଲା ମର୍ସିଡିଜ୍‌-ବେଞ୍ଜର AMG GLA-35 କାର୍‌, ଜାଣନ୍ତୁ ଏହାର ବଜାର ମୂଲ୍ୟ କେତେ ?

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ବଜାରକୁ ଆସିଲା ମର୍ସିଡିଜ୍‌-ବେଞ୍ଜର ନୂଆ ମଡେଲ କାର୍‌ । ଏହି ମଡେଲର ନାମ ରହିଛି ମର୍ସିଡିଜ୍‌-ବେଞ୍ଜ ଏଏମ୍‌ଜି ଜିଏଲ୍‌ଏ-୩୫ । ଏହାର ବଜାର ମୂଲ୍ୟ ଏବେ ୫୭ ଲକ୍ଷ ୩୦ ହଜାର…

ନିର୍ଦ୍ଦିଷ୍ଟ ସମୟରେ ଶଯ୍ୟା ତ୍ୟାଗ କରିବା ଓ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଆପଣଙ୍କର ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିଥାଏ,…

ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ । ଏହା ସହ ଏକ ନିର୍ଦ୍ଦିଷ୍ଟ ସମୟରେ ଉଠିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଜଣଙ୍କୁ ସାଧାରଣତଃ ଦୈନିକ ୮ ଘଣ୍ଟା ଶୋଇବା ଦରକାର । ବିଶେଷଜ୍ଞଙ୍କ ମତରେ ଯଦି…

ଆମେରିକୀୟ ବିଶେଷଜ୍ଞଙ୍କ ଚେତାବନୀ: ଭବିଷ୍ୟତରେ ଦେଖାଦେବ କରୋନା ମହାମାରୀର ଅନେକ ରୂପ, କୋଭିଡ୍‌-୨୬ ଓ କୋଭିଡ୍‌-୩୨କୁ ପୁଣି ସାମ୍ନା କରିବାକୁ…

ୱାସିଂଟନ୍‌,(ଓଡ଼ିଶା ଭାସ୍କର): କୋଭିଡ୍‌-୧୯ର ଉତ୍ପତ୍ତି ଜାଣିବାକୁ ଚୀନ୍‌ର ସହଯୋଗ ଏବେ ସମଗ୍ର ବିଶ୍ୱ ପାଇଁ ଜରୁରି ହୋଇପଡ଼ିଛି । ଏପରି ହେଲେ କୋଭିଡ୍‌ରଉତ୍ପତ୍ତି ସମ୍ପର୍କରେ ସୂଚନା ମିଳିପାରିବ ଏବଂ ଭବିଷ୍ୟତର ମହମାରୀ…

ହ୍ୱାଟସ୍‌ଆପ୍‌ର ନୂଆ ନୀତି ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିନାହାନ୍ତି କି ? ଜାଣନ୍ତୁ ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ ଉପରେ ଏହା କ’ଣ…

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ): ହ୍ୱାଟସ୍‌ଆପ୍‌ ଯେଉଁ ନୂଆ ଗୋପନୀୟତା ନୀତି ଆଣିଛି ତାହାକୁ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିନଥିବା ଗ୍ରାହକମାନେ ବିଶେଷ କିଛି ଅସୁବିଧା ଭୋଗିବେ ନାହିଁ । ଆପ୍‌ ପୂର୍ବରୁ ଯେଭଳି କାମ…

ଭାରତରେ ଲଞ୍ଚ ହେଲା realme X7 Max 5G

ନୂଆଦିଲ୍ଲୀ: ଲୋକପ୍ରିୟ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ରିୟଲ ମି ଏହାର ନୂତନ 5G ସ୍ମାର୍ଟଫୋନ realme X7 Max 5G କୁ ଆଜି ଭାରତରେ ଲଞ୍ଚ କରିଛି । realme X7 Max 5G ରେ ରହିଛି MediaTek Dimensity 1200…

କେନ୍ଦ୍ରର କଡା ଆଭିମୁଖ୍ୟ ପରେ ମୁଣ୍ଡ ନୁଆଁଇଲା ଟ୍ୱିଟର, ନୂଆ ଆଇଟି ନିୟମ ପାଳନ କରିବାକୁ ରାଜି ହେଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସହ ଦୀର୍ଘ ଦିନର ଲଢେଇ ପରେ ଶେଷରେ ମୁଣ୍ଡ ନୁଆଁଇଲା ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ୱିଟର । କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ ପରେ ଟ୍ୱିଟର ନୂତନ ଆଇଟି ନିୟମ ଲାଗୁ କରିବାକୁ…

ମେ ୩୧ରେ ଲଞ୍ଚ ହେବ realme X7 Max 5G

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ରିୟଲ ମି ଏହାର ଆଗାମୀ ସ୍ମାର୍ଟଫୋନ realme X7 Max 5G କୁ ଭାରତରେ ମେ ୩୧ରେ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଏହାର ଲଞ୍ଚକୁ ନେଇ କିଛି ନୂଆ ଟିଜର ମଧ୍ୟ ଜାରି କରିଛି ।…

ଡିଜିଟାଲ୍ ପ୍ଲାଟଫର୍ମକୁ I&B ଦେଲା ଦୁଇ ସପ୍ତାହର ମହଲତ

ନୂଆଦିଲ୍ଲୀ: ନ୍ୟୁଜ୍ ୱେବସାଇଟ୍ ଓ ଓଟିଟି ପ୍ଲାଟଫର୍ମ ସମେତ ଡିଜିଟାଲ୍ ମିଡିଆ ପବ୍ଲିଶର୍ସଙ୍କୁ କେନ୍ଦ୍ର ସରକାର ଦେଇଛନ୍ତି ଦୁଇ ସପ୍ତାହର ମହଲତ । ଏହି ୧୫ ଦିନ ମଧ୍ୟରେ ସରକାରଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ତଥ୍ୟ ଦାଖଲ…

ଦେଶର ପ୍ରଥମ ‘ହଲ୍ ଥ୍ରଷ୍ଟର୍’ ପ୍ରସ୍ତୁତ, ସାଟେଲାଇଟକୁ ଯୋଗାଇବ ଶକ୍ତି

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଧରଣର ଉଦ୍ଭାବନ କରିଛି ଭାରତ । ସାରା ବିଶ୍ୱକୁ ଚମକାଇ ଦେବା ଭଳି ନୂଆ ଇଞ୍ଜିନ୍ ପ୍ରସ୍ତୁତ କରାଯାଇପାରିଛି । ଯାହାକି ବିଜ୍ଞାନ କ୍ଷେତ୍ରରେ ଭାରତକୁ ଆଉ ଗୋଟିଏ ପାଦ…