Browsing Category
ସ୍ୱାଧୀନତା ଦିବସ
(Video) ସହିଦ ଯବାନଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା: ସ୍ୱାଧୀନତା ଦିବସରେ ରାଜ୍ୟପାଳଙ୍କ ଘୋଷଣା
ଭୁବନେଶ୍ୱର: ଆଜି ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଉତ୍ସବମୁଖର ହୋଇଛି ସାରା ଭାରତ । କିନ୍ତୁ ଆଜି ଭଳି ଦିନରେ କାନ୍ଦି ଉଠିଛି ଦେଶକୁ ରକ୍ଷା କରିବା ପାଇଁ ସୀମାରେ ସହିଦ ହୋଇଥିବା ବୀର ଯବାନଙ୍କ ପରିବାର । ଏହାସହିତ ଏହି…
ବିନା ସୁଧରେ ମିଳିବ ୫୦ ଲକ୍ଷ ଲୋନ୍… ସ୍ୱାଧୀନତା ଦିବସ ଅବସରରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା!
ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳନ ହେଉଛି ଭାରତର ୭୮ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ହଜାର ମେଡିକାଲ ସିଟ୍ ଭେଟି ଦେବା ପାଇଁ ଘୋଷଣା କରିଛନ୍ତି ।…
ଝଲସୁଛି ଭାରତୀୟ ସଂସ୍କୃତି, ଭାରତର ସ୍ୱାଧୀନତା ଦିବସରେ ସାମିଲ ହେଲା ଗୁଗୁଲ, ଜାଣନ୍ତୁ ଗୁଗୁଲର କ’ଣ ରହିଛି ଥିମ୍
ଓଡିଶା ଭାସ୍କର: ଭାରତ ତାହାର ୭୮ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ସ୍ୱାଧୀନତା ଦିବସରେ ସାମିଲ ହୋଇଛି ଗୁଗୁଲ । ନିଜର ଡୁଡୁଲ ଥିମ ମାଧ୍ୟମରେ ଗୁଗୁଲ ଏହାକୁ ପାଳନ କରୁଛି । କହିରଖୁ, ଗୁଗୁଲ ପ୍ରତିବର୍ଷ ଡୁଡୁଲ…
ମା’ ତୁଝେ ସଲାମ୍… ସ୍ୱାଧୀନ ଭାରତ ପାଳୁଛି ୭୮ତମ ସ୍ୱାଧୀନତା ଦିବସ: ସବୁରି ମୁହଁରେ ‘ଭାରତ ମାତା’ର ଜୟଗାନ
ଓଡ଼ିଶା ଭାସ୍କର: ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୮ତମ ବର୍ଷ । ପ୍ରତ୍ୟେକ ନାଗରିକଙ୍କ ମୁହଁରେ ବୀର ପୁରୁଷ ତଥା ଭାରତମାତାର ଜୟ ଜୟ ଗାନ । କାରଣ ଆଜିର ଦିନରେ ହିଁ ଭାରତକୁ ମିଳିଥିଲା ଏକ ସ୍ୱତନ୍ତ୍ର ପରିଚୟ । ୧୯୪୭…
ଅଗଷ୍ଟ ୧୫-ଜାନୁୟାରୀ ୨୬ର ପତାକା ଉତ୍ତୋଳନରେ କ’ଣ ଥାଏ ପାର୍ଥକ୍ୟ? ଜାଣନ୍ତୁ ଉଭୟ ଦିନରେ ‘ତ୍ରିରଙ୍ଗା’ର ବିଶେଷତ୍ୱ
ଭୁବନେଶ୍ୱର: ଆସନ୍ତାକାଲି ସାରା ଭାରତରେ ପାଳନ ହେବ ୭୮ତମ ସ୍ୱତନ୍ତ୍ରତା ଦିବସ । ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ ଅଗଷ୍ଟ ୧୫ ତାରିଖକୁ ସ୍ୱାଧୀନତା ଦିବସ ଭାବରେ ପାଳନ କରିଆସୁଛି ଭାରତ । ବ୍ରିଟିଶ ଶାସନ ଉପରେ ଭାରତର…
ଭାରତର ଯବାନଙ୍କୁ ଦିଆଯିବ ‘ବୀରତା ପୁରସ୍କାର’: ସ୍ୱାଧୀନତା ଦିବସରେ ପ୍ରକୃତ ବୀରଙ୍କୁ ମିଳିବ ସମ୍ମାନ
ନୂଆଦିଲ୍ଲୀ: ରାତି ପାହିଲେ ସାରା ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଦେଶ ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଭାରତରେ ଖେଳିଯାଇଛି ଆନନ୍ଦ ଉଲ୍ଲାସର ଲହରୀ । ଏହି ଅବସରରେ ଦେଶର ପ୍ରକୃତ ବୀର ଭାରତୀୟ…
ଘରେ ‘ତ୍ରିରଙ୍ଗା’ ଉଡ଼ାଇବା ନେଇ କ’ଣ କହୁଛି ଭାରତୀୟ ଆଇନ୍? ପତାକା ଉତ୍ତୋଳନ ପୂର୍ବରୁ ଜାଣି ରଖନ୍ତୁ ପ୍ରକୃତ ନିୟମ
ନୂଆଦିଲ୍ଲୀ: ରାତି ପାହିଲେ ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସ । ସାରା ଭାରତବର୍ଷ ପାଳନ କରିବ ଦେଶ ସ୍ୱାଧୀନତା ପାଇବାର ୭୮ ତମ ବାର୍ଷିକ ଉତ୍ସବ । ଦେଶର ଏହି ପବିତ୍ର ଦିବସ ଉପଲକ୍ଷେ କୋଣ ଅନୁକୋଣରେ ଫର ଫର ହୋଇ ଉଡ଼ିବ…
ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ: କହିଲେ- ‘ଦେଶବାସୀଙ୍କ ହାତକୁ ଆସିଛି ଅଧିକ ଟଙ୍କା’
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଅଭିଭାଷଣରେ ସେ ଭାରତର ଅର୍ଥନୀତିର ଅଗ୍ରଗତି ବିଷୟରେ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି । ୨୦୨୧ରୁ ୨୦୨୪…
ସ୍ୱାଧୀନତାର ପୂର୍ବ ରାତିରେ କେମିତି ଥିଲା ଭାରତ? ଅଗଷ୍ଟ ୧୪ ଅଧ ରାତିରେ କମ୍ପୁଥିଲା ରାଇସିନା ହିଲ୍ସ
ଓଡ଼ିଶା ଭାସ୍କର: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ଆମ ଦେଶ ଭାରତ । ୨୦୦ ବର୍ଷର ବ୍ରିଟିଶ ଛାଟରୁ ସେଦିନ ମୁକ୍ତ ହୋଇଥିଲେ ଦେଶ ପ୍ରତ୍ୟେକଟି ନାଗରିକ । ମୁକ୍ତ ଆକାଶରେ ଡେଣା ମେଲାଇ ଉଡ଼ି…
ସ୍ୱାଧୀନତା ଦିବସ ଭାବରେ କାହିଁକି ୧୫ ଅଗଷ୍ଟ ହିଁ ସ୍ଥିର କରାଯାଇଥିଲା ? ଜାଣିବା ଏହା ପଛର ଇତିହାସ
ସୋମବାର ୧୫ ଅଗଷ୍ଟରେ ଦେଶ ପାଳିବାକୁ ଯାଉଛି ୭୬ ତମ ସ୍ୱାଧୀନତା ଦିବସ । ସେପଟେ ୭୫ ତମ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବା ପାଇଁ ଦେଶର କୋଣ ଅନୂକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଭାରତର ସ୍ୱାଧୀନତା…