Browsing Category

ସ୍ପେସାଲ

ଏଥର ନୟାଗଡ଼ରେ ହେବ କଡ଼ା ଟକ୍କର: ପଞ୍ଚମ ଥର ଗଡ଼ ଦଖଲ ଲକ୍ଷ୍ୟରେ ଅରୁଣ, ଚେକ୍ ଦେବାକୁ ପ୍ରସ୍ତୁତ ହେଉଛନ୍ତି ପ୍ରତ୍ୟୁଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ…

ପ୍ରଥମ ଥର ପାଇଁ ଗାଈ ଓ ଗାଈଠୁ ମଣିଷଙ୍କୁ ବ୍ୟାପିଲା H5N1 ସଂକ୍ରମଣ, ବୈଜ୍ଞାନିକ କହିଲେ – ଏହା କରୋନା ଅପେକ୍ଷା ଅଧିକ ମାରାତ୍ମକ

ନୂଆଦିଲ୍ଲୀ: କରୋନାଙ୍କ ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ, ଏହାରି ମଧ୍ୟରେ ବୈଜ୍ଞାନିକମାନେ ଆମେରିକାରେ ବୃଦ୍ଧି ପାଉଥିବା ଅନ୍ୟ ଏକ ସଂକ୍ରାମକ ରୋଗ ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି । ନିକଟରେ…

ଟାଇପ୍ -୧ ଏବଂ ଟାଇପ୍-୨ ମଧୁମେହକୁ ନିୟନ୍ତ୍ରଣ କରେ ମାଣ୍ଡିଆ, ଜାଣନ୍ତୁ ଏହାର ଅନ୍ୟ ଫାଇଦା ବିଷୟରେ …

ଏବେ ଖୁବ୍ ଚର୍ଚ୍ଚାରେ ମିଲେଟ ଜାତୀୟ ଖାଦ୍ୟ, ଯେଉଁଥିରେ ମାଣ୍ଡିଆ, ଯଅ, ବାଜରା ଆଦି ବିଭିନ୍ନ ଫସଲ ଅନ୍ତର୍ଭୂକ୍ତ । ମିଲେଟରେ ଅଧିକ ପରିମାଣର ପୋଷକ ତତ୍ତ୍ଵ ରହିଥାଏ ତେଣୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହୀତକାରକ ଅଟେ…

ପିଲାଙ୍କୁ ବୁଝାଇବା ବଦଳରେ ହାତରେ ଧରାଇ ଦେଉଛନ୍ତି କି ମୋବାଇଲ ? ହୋଇପାରେ ଏହି ରୋଗ

ଆଜିର ସମୟରେ ମୋବାଇଲ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଛି | ପରିସ୍ଥିତି ଏମିତି ହୋଇଛି ଯେ ୬ ମାସର ଛୋଟ ପିଲାକୁ ବି ବାପା ମାଆ ମାନେ ମୋବାଇଲ ଦେଖିବାକୁ ଦେଉଛନ୍ତି । ମୋବାଇଲ୍ ଯାହା ଏକଦା ସାହାଯ୍ୟକାରୀ…

ଭୁବନେଶ୍ୱର ଲୋକସଭା ଆସନ କିଏ ଅକ୍ତିଆର କରିବ: ଅପରାଜିତାଙ୍କୁ ଚ୍ୟାଲେଞ୍ଜ ଦେବେ ମନ୍ମଥ, କାହା ସପକ୍ଷରେ ଯିବ ଜନମତ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ କମ୍ ଭୋଟରେ ହାରି ଯାଇଥିଲେ । ତେବେ ରାଜଧାନୀରେ ଅପରାଜିତାଙ୍କ ଦବଦବାକୁ…

ପ୍ରୋଷ୍ଟେଟ କ୍ୟାନସରର ଡବଲ୍ ଆଟାକ୍! ୨୦୪୦ ସୁଦ୍ଧା ପୁରୁଷଙ୍କ ମଧ୍ୟରେ ବ୍ୟାପିବ ୨ଗୁଣରୁ ଅଧିକ ବେଗରେ… ରିପୋର୍ଟରେ ଛାତି ଥରାଇବା ଭଳି…

ପ୍ରୋଷ୍ଟେଟ କର୍କଟ ହେଉଛି ଏପରି ଏକ କର୍କଟ ଯାହା ପୁରୁଷମାନଙ୍କ ଗ୍ରନ୍ଥିରେ ଦେଖାଯାଏ । ଏହା ପ୍ରୋଷ୍ଟେଟ ଗ୍ରନ୍ଥିରେ ବିକଶିତ ହୁଏ । ସମଗ୍ର ବିଶ୍ୱରେ ପୁରୁଷମାନଙ୍କଠାରେ ଏହି କର୍କଟ ରୋଗର ଦ୍ରୁତ ଗତିରେ ବୃଦ୍ଧି ପାଉଛି…

ଯଦି ମୋବାଇଲରେ ଏପରି ସଙ୍କେତ ମିଳୁଛି ତେବେ ବ୍ଲାଷ୍ଟ ହୋଇପାରେ ଆପଣଙ୍କ ଫୋନ୍, ତୁରନ୍ତ ହୋଇଯାଆନ୍ତୁ ସତର୍କ !

ଅନେକ ଥର ମୋବାଇଲ୍ ମଧ୍ୟ ସାଂଘାତିକ ପ୍ରମାଣିତ ହୁଏ । ମୋବାଇଲ୍ ବିସ୍ଫୋରଣର ଘଟଣା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ ଏବଂ ଦେଖିଥିବେ । ଆମର ଅସାବଧାନତା ହେତୁ ଅନେକ ଥର ମୋବାଇଲ୍ ଫୋନ୍ ବ୍ଲାଷ୍ଟ ହୁଏ । ମୋବାଇଲରେ…

ପତିଙ୍କ ସଂପତ୍ତିରେ ପତ୍ନୀଙ୍କର ରହିଛି କେତେ ଅଧିକାର? ଆଇନରେ କ’ଣ ରହିଛି ଉଲ୍ଲେଖ ଆସନ୍ତୁ ଜାଣିବା

ଓଡ଼ିଶା ଭାସ୍କର: ଭାରତୀୟ ପରିବାରରେ ମହିଳାଙ୍କୁ ପାରମ୍ପରିକ ରୂପରେ ଆର୍ଥିକ ମାମଲାରୁ ଦୂରେଇ ରଖାଯାଏ । ଫଳରେ ସେମାନେ ନିଜର ଅର୍ଥନୈତିକ ଅଧିକାର ବିଷୟରେ ଜାଣିପାରନ୍ତି ନାହିଁ । ଏବେ କିନ୍ତୁ ସମୟ ବଦଳିଛି । ତେଣୁ…

ବାରବାଟୀ ଦୁର୍ଗ ଖନନରୁ ମିଳିଲା ନବମ ଶତାବ୍ଦୀର ମନ୍ଦିର: କଟକ ଆର୍ଥିକ ସମୃଦ୍ଧ ଥିଲା ଓ ନୌବାଣିଜ୍ୟରେ ଆଗରେ ଥିଲା, ASIକୁ ମିଳିଲା ବଡ଼ ପ୍ରମାଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ରାଜ୍ୟର ରାଜଧାନୀ ଭାବେ ଭାବେ ପରିଗଣିତ ହେଉଥିବା କଟକ ସହର ସହ ଆଜି ବି ଯୋଡ଼ି ହୋଇ ରହିଛି ଅନେକ ଗୌରବମୟ ଇତିହାସ । ଇତିହାସର ପୃଷ୍ଠା ଓଲଟାଇଲେ କଟକର ସୁଖ, ଦୁଃଖ ସହ ଜଡ଼ିତ ଅନେକ…

ପୁରୁଷମାନଙ୍କଠାରେ ଶୁକ୍ରାଣୁ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି: ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ଖୁଲାସା

ବିଭିନ୍ନ କାରଣରୁ ପୁରୁଷମାନଙ୍କଠାରେ ସ୍ପର୍ମ କାଉଣ୍ଟ ଲଗାତାର ଭାବରେ ସମଗ୍ର ବିଶ୍ୱରେ ହ୍ରାସ ପାଉଛି । ହ୍ୟୁମାନ ରିପ୍ରଡକ୍ସନ ଅପଡେଟ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ପୁରୁଷଙ୍କ…