Browsing Category

ସ୍ପେସାଲ

ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ ହେଲା ୫ମ କିଡନୀ; ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରାକୃତିକ ଭାବରେ ଦୁଇଟି କିଡନୀ ରହିଥାଏ । ତେବେ ଚିକିତ୍ସା ବିଜ୍ଞାନରେ ଚମକ୍ରାର ସହିତ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଜଣେ…

ଦୁନିଆର ସବୁଠାରୁ ଦାମୀ ଅଙ୍ଗୁର, ଦାମ୍ ଜାଣିଲେ ଉଡ଼ିଯିବ ହୋସ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଅଙ୍ଗୁର ଖାଇବାକୁ ଲୋକ ମାନେ ବେଶି ପସନ୍ଦ କରନ୍ତି । କିଛି ଲୋକଙ୍କୁ ଅଙ୍ଗୁର୍ କୁ ଫ୍ରୁଟ୍ ଚାଟ୍ ରେ ମିଶାଇ ଖାଇବାକୁ ଭଲ ଲାଗେ ସେହିପରି ଆଉ କିଛି ଲୋକଙ୍କୁ ଜୁସ୍ କରି ଖାଇବାକୁ ବେଶି ଭଲ ଲାଗେ…

ବିନା ପରମିଟରେ ଚାଲିବ E-VEHICLE; ପରିବହନ ମନ୍ତ୍ରଣାଳୟର ବଡ ରିହାତି

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଏଣିକି ଇ-ଭେହିକିଲ ଗୁଡିକ ପରମିଟ ମୁକ୍ତ ରଖାଯିବ ।…

ଆମେରିକାରେ ପ୍ରଭାବଶାଳୀ ଏହି ୫ ଭାରତୀୟ ମହିଳା

ନୂଆଦିଲ୍ଲୀ: ଫୋବର୍ସ ପକ୍ଷରୁ ପ୍ରକାଶ ପାଇଛି ଆମେରିକାର ସବୁଠାରୁ ବିତ୍ତଶାଳୀ ଓ ପ୍ରଭାବଶାଳୀ ମହିଳାଙ୍କ ତାଲିକା । ବୁଧବାର ପ୍ରକାଶିତ ତାଲିକାରେ ୫ ଜଣ ଭାରତୀୟ ମହିଳା ଟପ-୧୦୦ରେ ସ୍ଥାନ ପାଇଛନ୍ତି । ୫ ଭାରତୀୟ ମହିଳା…

ଆଜି ବିଶ୍ୱ ହସ୍ତୀ ଦିବସ: ଅସୁରକ୍ଷିତ ଗଜ ସାମ୍ରାଜ୍ୟ, ହାତୀ ମଡ଼କ ପାଲଟିଛି ଚିନ୍ତାର କାରଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ବର୍ତ୍ତମାନ ସମୟରେ ଗଙ୍ଗଲ କ୍ଷୟ ହେଉଥିବା କାରଣରୁ ବନ୍ୟପ୍ରାଣୀ ମାନେ ବାସସ୍ଥାନ ହରାଇ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ଯଦ୍ୱାରା ଜଙ୍ଗଲ ପାଖ ଗାଁ ଏବଂ…

ଆଖି ପିଛୁଳାକେ ଗାଏବ ହୋଇଗଲା ୪ ହଜାର ୫୦୦ କୋଟି; ଚୋରଙ୍କୁ କହିଲେ ଆସ ଚାକିରି କରିବ

ନୂଆଦିଲ୍ଲୀ: ଆଖି ପିଛୁଳାକେ ଲୁଟି ନେଲେ ୪ ହଜାର ୫୦୦ କୋଟି ଆଉ ତା ପୁଣି ବିନା ଉପସ୍ଥିତିରେ । ହ୍ୟାକିଂ କରି ୪୫୦୦ କୋଟିର କ୍ରିପ୍ଟୋକରେନ୍ସି ଲୁଟିବା ପରେ ଅର୍ନ୍ତଦ୍ଧାନ ହୋଇ ଯାଇଛନ୍ତି ସାଇବର ଲୁଟେରା । ଏଥେରିୟନ ଓ…

କପାଳରେ ଥାଏ ଭାଗ୍ୟରେଖା, ଜାଣନ୍ତୁ କେତେ ଲକି ଆପଣ

ଓଡ଼ିଶା ଭାସ୍କର ବ୍ୟୁରୋ: କଥାରେ ଅଛି କପାଳ ଲିଖନ କେ କରିବା ଆନ? ଅର୍ଥାତ୍ ଯାହା ପୂର୍ବ ନିର୍ଦ୍ଧାରିତ ତାହା ଘଟିବ ହିଁ ଘଟିବ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଠିକ୍ ସେହିପରି ଆମର ରାଶି, ଜନ୍ମ ତାରିଖ, ନକ୍ଷତ୍ର ଭଳି…

ଭାରତରେ ୧୬୦୦ କୋଟି ନିବେଶ କରିବ PWC; ୧୦ ହଜାର ଲୋକଙ୍କୁ ମିଳିବ ଚାକିରି

ନୂଆଦିଲ୍ଲୀ: ବିଶ୍ୱରେ ପ୍ରସିଦ୍ଧି ହାସଲ କରିଥିବା କନସଲ୍ଟନ୍ସି ଫାର୍ମ ପ୍ରାଇସ ୱାଟରହାଉସ୍ କୁପରସ (ପିଡବ୍ଲ୍ୟୁସି) ଭାରତରେ ୧୬୦୦ କୋଟି ନିବେଶ କରିବ । ଆସନ୍ତା ୫ ବର୍ଷ ମଧ୍ୟରେ ପିଡବ୍ଲ୍ୟୁସି ଭାରତରେ ଏହି ଅର୍ଥ ନିବେଶ…

ସହିଦ ଦୟାନିଧିଙ୍କୁ ଭୁଲିଯାଇଛି ପ୍ରଶାସନ, ପ୍ରତିମୂର୍ତ୍ତିକୁ ବି ପଚାରୁ ନାହାନ୍ତି

ଭଦ୍ରକ(ଓଡ଼ିଶା ଭାସ୍କର): ଦେଶକୁ ବାହ୍ୟ ଶତ୍ରୁ କବଳରୁ ସୁରକ୍ଷା ଦେବା ପାଇଁ ଯିଏ ନିଜ ଜୀବନକୁ ବାଜି ଲଗାଏ, ସେହି ବୀର-ପରାକ୍ରମୀ ଯବାନମାନେ ଆମର ଚିର ନମସ୍ୟ । ଦେଶ ମାତୃକା ପାଇଁ ଲଢ଼ି ନିଜ ଜୀବନକୁ ବଳି ଦେଇ ଆମକୁ…

କମେଡି କ୍ୱିନଙ୍କ ଟ୍ରାଜେଡି ଲାଇଫ୍ ଷ୍ଟୋରି, ଯନ୍ତ୍ରଣାର କୋଳରେ ନିଃଶ୍ୱାସ ମାରୁଛନ୍ତି ମୀରା

ଓଡ଼ିଶା ଭାସ୍କର ବ୍ୟୁରୋ: ଯାଯାବର, ପ୍ରତିଧ୍ୱନି, ସୁବର୍ଣ୍ଣ ସୀତା, କିଏ କାହାର, ସମୟ ବଡ଼ ବଳବାନ, ତ୍ରିନାଥ ମେଳା, କା, ରାମାୟଣ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟର ପରାକାଷ୍ଠା ଦେଖାଇଥିଲେ ମୀରା ମହାନ୍ତି । ସତରେ ନାମରେ…