Browsing Category

ସ୍ପେସାଲ

ଜଗନ୍ନାଥଙ୍କ ପାଖରେ ଲାଗି ହୁଏ ଅନେକ କିସମର ପଖାଳ: ମଣୋହି ହୁଏ ସ୍ୱତନ୍ତ୍ର ୮ ପ୍ରକାରର ପଖାଳ

ପ୍ରତ୍ୟେକ ଓଡିଆଙ୍କ ପ୍ରିୟ ଖାଦ୍ୟ କହିଲେ ସେ ପଖାଳ କଂସାକୁ ବୁଝାଏ । ଖାଲି ଓଡ଼ିଆ ନୁହେଁ, ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁରଙ୍କର ମଧ୍ୟ ପ୍ରିୟ ହେଉଛି ପଖାଳ । ଜଗତର ନାଥ ମଧ୍ୟ ପଖାଳକୁ ଭାରି ଭଲ ପାଆନ୍ତି । ମଉଡମଣି…

ନିଆରା ମନ୍ଦିର, ଯେଉଁଠାରେ ସ୍ୱାମୀ-ସ୍ତ୍ରୀ ଏକାସାଙ୍ଗରେ କରିପାରିବେନି ପୂଜା: ଅଲଗା ରହିଛି ବିଧି-ବିଧାନ

ହିନ୍ଦୁ ଧର୍ମରେ ମାନ୍ୟତା ରହିଛି କି, ବିବାହ ପରେ ବିବାହିତ ଦମ୍ପତି କୌଣସି ଶୁଭ କାର୍ଯ୍ୟକ୍ରମ, ପୂଜା-ପାଠ, ଜଜ୍ଞ ଆଦିରେ ସାମିଲ ହୁଅନ୍ତି । ତୀର୍ଥ ଓ ପୂଜା-ପାଠର ଶୁଭ ଫଳ ସ୍ୱାମୀ-ସ୍ତ୍ରୀଙ୍କ ଯୋଡିକୁ ମିଳିଥାଏ ।…

First Bank of India: ଏହି ବ୍ୟାଙ୍କ କେବେ ଆରମ୍ଭ ହୋଇଥିଲା ଓ କେବେ ସମାପ୍ତ ହୋଇଥିଲା, ଜାଣନ୍ତୁ ବିସ୍ତୃତ ବିବରଣୀ

ନୂଆଦିଲ୍ଲୀ: ଆଜିର ଦୁନିଆରେ ସମସ୍ତେ ‘ବ୍ୟାଙ୍କ’ ଶବ୍ଦ ସହିତ ଭଲ ଭାବେ ପରିଚିତ । ଇଟାଲିରୁ ଆସିଥିବା ଏହି ନାମଟି ଆଜି ସାରା ବିଶ୍ୱର ଆର୍ଥିକ ଭାରତ ସମ୍ଭାଳୁଛି । ଭାରତ ବର୍ତ୍ତମାନ ବ୍ୟାଙ୍କିଂ ସେକ୍ଟରରେ କ୍ରମାଗତ ଭାବେ…

ସୂର୍ଯ୍ୟାସ୍ତ ପରେ ଏହି ଜିନିଷକୁ ଦାନ କରନ୍ତୁ ନାହିଁ: ଘୋଟିଯିବ ଆର୍ଥିକ ସଙ୍କଟ

ସୂର୍ଯ୍ୟାସ୍ତ ପରେ ୫ଟି ଜିନିଷକୁ ଆଦୌ ଦାନ କରନ୍ତୁ ନାହିଁ, ନଚେତ ଅର୍ଥ ସମସ୍ୟା ଆପଣଙ୍କ ଜୀବନରେ ଦେଖାଦେଇପାରେ । ହିନ୍ଦୁ ଧର୍ମରେ, ଦାନର ବହୁତ ମହତ୍ତ୍ୱ ରହିଛି । ଘରେ କୌଣସି ପୂଜା କିମ୍ବା ଶୁଭ କାର୍ୟ୍ୟ ହେଉ, ଦାନ…

ଯେମିତି ବାସ୍ନା, ସେମିତି ଫାଇଦା: ମଲ୍ଲୀ ପୁଲର ରହିଛି ଅନେକ ବିଶେଷତ୍ୱ

ସାଧାରଣତଃ ମଲ୍ଲୀ ଫୁଲକୁ ଆପଣ ସ୍ତ୍ରୀ ବା ଝିଅମାନେ ବିବାହ ଆଦି ଦିନ ମାନଙ୍କରେ ମୁଣ୍ଡରେ ପିନ୍ଧିଥିବାର ଦେଖିଥିବେ । ଏହାର ମନଲୋଭା ବାସ୍ନା ବି ଖୁବ୍ ସୁନ୍ଦର, ତେଣୁ ଏହାର ଅତର ଆଦି ମଧ୍ୟ ବଜାରରେ ମିଳିଥାଏ । କିନ୍ତୁ…

(Video) ଏହି ସାପକୁ ଦେଖିଲେ ଡରିଯାଆନ୍ତି ସ୍ୱୟଂ ଯମରାଜ: ଗୋଟିଏ କାମୁଡାରେ ୧୦୦ ଜଣଙ୍କର ମୃତ୍ୟୁ ହୁଏ

ଦୁନିଆରେ ଅନେକ ପ୍ରକାରର ବିଷଧର ସାପ ଦେଖିବାକୁ ମିଳେ । କେବଳ ଭାରତରେ ୬୯ ପ୍ରକାରର ସାପ ଦେଖିବାକୁ ମିଳେ ଯାହା ଅତ୍ୟନ୍ତ ବିପଜ୍ଜନକ ଓ ବିଷାକ୍ତ । ସେଥିମଧ୍ୟରୁ ୨୯ ଟି ପ୍ରଜାତି ସାମୁଦ୍ରିକ ସାପ ହୋଇଥିବାବେଳେ ୪୦ ଟି…

କୁଣ୍ଡଳୀରେ ଗୁରୁଦୋଷ ଥିଲେ ଆପଣାନ୍ତୁ ଏହି ଉପାୟ: ଦୂରେଇଯିବ ସମସ୍ୟା

ଗ୍ରହମାନଙ୍କ ମଧ୍ୟରେ ବୃହସ୍ପତି ସବୁଠାରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଯଦି କୁଣ୍ଡଳୀରେ ଗୁରୁ ଗ୍ରହ ଉଚ୍ଚସ୍ଥାନରେ ରହିଛି, ତେବେ ବ୍ୟକ୍ତିର ସମସ୍ତ ସମସ୍ୟା ଦୂରେଇ ଯାଏ ଓ ତାଙ୍କ ପ୍ରଗତିକୁ କେହି ଅଟକାଇ…

Breast Cancerକୁ ରୋକିବାରେ ରାମବାଣ ପରି କାମ ଦିଏ ଅଳସୀ !

ମହିଳାମାନଙ୍କଠାରେ ଦେଖାଯାଉଥିବା ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନସର୍ ଅନ୍ୟ ସାଧାରଣ କର୍କଟଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ଏହି କ୍ୟାନସର ଡିଏନ୍ଏର କ୍ଷତି କିମ୍ବା ଜେନେଟିକ୍ ପରିବର୍ତ୍ତନ କାରଣରୁ ହୋଇଥାଏ ।…

ବୈବାହିକ ଜୀବନରେ ସୁଖ ଚାହାଁନ୍ତି କି ? ପତି-ପତ୍ନୀଙ୍କୁ କରିବାକୁ ପଡିବ ଏହି କାମ

ବିବାହିତ ଦମ୍ପତି ଓ ପ୍ରେମୀଯୁଗଳ ସେମାନଙ୍କ ସମ୍ପର୍କକୁ ମଜବୁତ କରିବା ପାଇଁ ଅନେକ ପଦକ୍ଷେପ ନିଅନ୍ତି । ବିବାହ ଉଭୟ ପତି ଓ ପତ୍ନୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ବେଳେବେଳେ ସାମାନ୍ୟ କାରଣକୁ ନେଇ ଉଭୟଙ୍କ…

ସମୁଦ୍ରରେ ଥିବା ମୃତ ଜୀବଙ୍କ ଯୋଗୁଁ ଆସିବ ସବୁଠାରୁ ବଡ଼ ଭୂକମ୍ପ ! ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ବଡ଼ ଖୁଲାସା ହୋଇଛି କି ଲକ୍ଷ ଲକ୍ଷ ବର୍ଷ ପୁରୁଣା ଛୋଟ ଜୀବ, ହିକୁରଙ୍ଗି ସବଡୁକେସନ ଜୋନରେ ପରବର୍ତ୍ତୀ ଭୟଙ୍କର ଭୂକମ୍ପର କାରଣ ହୋଇପାରେ । ନ୍ୟୁଜଲ୍ୟାଣ୍ଡର ସବୁଠାରୁ ବଡ଼…