Browsing Category

କ୍ରିକେଟ ବିଶ୍ୱକପ୍

Cricket World Cup 2023

Ind vs Pak ମ୍ୟାଚ ପରେ ଦଳରେ ହେବ ପରିବର୍ତ୍ତନ! ଉପ-ଅଧିନାୟକଙ୍କୁ ବାଦ୍ ଦେବାକୁ ଦାବି

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମ୍ୟାଚରେ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଲିଂ ସହ ରୋହିତ-ଶ୍ରେୟସଙ୍କ ଅର୍ଦ୍ଧଶତକରେ ବୃହତ ବିଜୟର ହକଦାର ପାଲଟିଛି ରୋହିତ ସେନା । କିନ୍ତୁ ପାକିସ୍ତାନ ପାଇଁ ଏହି…

ଟିମ୍ ଇଣ୍ଡିଆ ନଂ-୧: ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ୮-୦ ରେକର୍ଡ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପର ୧୨ତମ ମ୍ୟାଚରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଅନେକ ରେକର୍ଡ ସ୍ଥାପନ କରିଛି । ବିଶ୍ୱକପରେ ଭାରତ ପୂର୍ବରୁ ୭ ଥର ଜିତିଥିବା…

Ind vs Pak ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ସ୍ୱୟଂ ‘ଭଗବାନ’: ବିରାଟଙ୍କୁ ଦେଲେ ସରପ୍ରାଇଜ

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତର…

(Video) ଦର୍ଶକ ଗାଇଲେ ବନ୍ଦେ ମାତରମ୍… ଭାରତ-ଆଫଗାନିସ୍ତାନ ମ୍ୟାଚରେ ଝୁମିଲେ Fans

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତ ନିଜର ପ୍ରଥମ ଦୁଇଟି ମ୍ୟାଚରେ ଦମଦାର ବିଜୟ ହାସଲ କରିସାରିଛି । ପ୍ରଥମେ ଅଷ୍ଟ୍ରେଲିଆକୁ ମାତ୍ ଦେବା ପରେ ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରିଛି ଟିମ ଇଣ୍ଡିଆ ।…

World Cupରେ କ୍ୱିଣ୍ଟନଙ୍କ ଶତକ ବର୍ଷା: ଅଷ୍ଟ୍ରେଲିଆକୁ ୩୧୨ ରନର ଟାର୍ଗେଟ ଦେଲା ଦ. ଆଫ୍ରିକା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ର ପ୍ରତ୍ୟେକ ମ୍ୟାଚରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି । ଅଧିକାଂଶ ମ୍ୟାଚରେ କେହି ନା କେହି ଖେଳାଳି ଶତକ ଅର୍ଜନ କରିଛନ୍ତି । ତେବେ ଲଗାତାର ୨ଟି ମ୍ୟାଚରେ ୨ଟି…

Big Breaking… ଲଗାତାର ଦ୍ୱିତୀୟ ବିଜୟ ହାସଲ କଲା Team India: ୮ ୱିକେଟରେ ଚକମା ଖାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଦମଦାର ବ୍ୟାଟିଂ ସହ ଆଫଗାନିସ୍ତାନ ଉପରେ ବିଶାଳ ବିଜୟ ହାସଲ କରିଛି ଭାରତ । ଏହି ବିଜୟ ସହ÷ ଚଳିତ ବିଶ୍ୱକପରେ ଲଗାତାର ଦ୍ୱିତୀୟ ମ୍ୟାଚରେ ଦ୍ୱିତୀୟ ବିଜୟର ଗାଥା ଲେଖିଛି ରୋହିତ ସେନା । ଅଧିନାୟକ ରୋହିତଙ୍କ…

ଭାରତ-ପାକିସ୍ତାନ ମ୍ୟାଚ ହେବ ସ୍ୱତନ୍ତ୍ର: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାମିଲ ହେବେ ବହୁ ବିଶିଷ୍ଟ ବ୍ୟକ୍ତି ଓ କଳାକାର

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହୋଇଥିବା ଆଇସିସିର ଦିନିକିଆ କ୍ରିକେଟ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ ଖେଳା ଯାଇଛି । ଏହା ମଧ୍ୟରେ ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ ଆଜି…

World Cup-2023; ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ଐତିହାସିକ ବିଜୟ: ବିଶ୍ୱକପ ଇତିହାସରେ ପ୍ରଥମ ଥର ହେଲା ଏମିତି କାରନାମା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଐତିହାସିକ ବିଜୟର ଅଧିକାରୀ ହୋଇଛି ପାକିସ୍ତାନ । ଓପନର ଅବଦୁଲ୍ଲା ଶାଫିକ୍ ଏବଂ ମହମ୍ମଦ ରିଜୱାନଙ୍କ ଶତକ ଶ୍ରୀଲଙ୍କାକୁ ଚକମା ଦେଇ ମ୍ୟାଚକୁ ନିଜ କବଜାରେ…

ବଡ଼ ଅପଡେଟ୍: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ିଲେ ଶୁବମନ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପର ୫ମ ମ୍ୟାଚ ଅନୁଷ୍ଠିତ ଅନୁଷ୍ଠିତ ହେବ । ତେବେ ଭାରତର ଯୁବ ଓପନର ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ ବୀମାର ଥିବାରୁ ସେ ଖେଳିବା ନେଇ ଆଶଙ୍କା…

ଆଜି ଶୁବମନ ଖେଳିବେ କି ନାହିଁ: ଭାରତର ଟେନସନ୍ ବଢ଼ାଇବେ ଅଷ୍ଟ୍ରେଲିଆର ୫ ଜଣ ଖେଳାଳି

ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ୱକପର ପଞ୍ଚମ ମ୍ୟାଚରୁ ଭାରତ-ଅଷ୍ଟ୍ରେଲିଆ ସେମାନଙ୍କର ଯାତ୍ରା ଆରମ୍ଭ କରିବେ । ସେଥିପାଇଁ ଦୁଇ ଅଧିନାୟକ ରୋହିତ ଶର୍ମା ଓ ପ୍ୟାଟ କମିନ୍ସ ସେମାନଙ୍କର ବାହିନୀଙ୍କୁ ପ୍ରସ୍ତୁତ…