fbpx
Browsing Category

କ୍ରିକେଟ ବିଶ୍ୱକପ୍

The 2023 ICC Men’s Cricket World Cup will be the 13th edition of the Cricket World Cup, a quadrennial One Day International cricket tournament contested by men’s national teams and organized by the International Cricket Council.

Big Update… ଅହମ୍ମଦାବାଦକୁ ଯାଉଛନ୍ତି ଶୁଭମନ ଗିଲ: ଭାରତ-ପାକ୍ ମ୍ୟାଚରେ ହେବ କି ଦମଦାର ଏଣ୍ଟ୍ରି?

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ‘ଶତକବୀର’ ଷ୍ଟାର ଓପନର ଶୁଭମନ ଗିଲଙକୁ ନେଇ ଆସିଛି ବଡ଼ ଖବର । ଖୁବଶୀଘ୍ର ସେ ଦଳରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଅସୁସ୍ଥତା ଯୋଗୁଁ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଥିବା ବେଳେ ଆଗାମୀ…

Big Breaking… ବିଶ୍ୱକପରେ ନବୀନ-ବିରାଟ ଲଢେଇ: ଭାରତକୁ ୨୭୩ ବିଜୟ ଲକ୍ଷ୍ୟ ଦେଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଉ କିଛିଟା ମୁହୂର୍ତ୍ତ ମଧ୍ୟରେ ଆରମ୍ଭ ହେବ ବିଶ୍ୱକପର ମହାଯୁଦ୍ଧ । ଏହି ଲଢେଇ ଭାରତ ବନାମ ଆଫଗାନିସ୍ତାନ ନୁହେଁ, ବରଂ ବିରାଟ କୋହଲି ବନାମ ନବୀନ-ଉଲ୍-ହକ୍ ହେବାକୁ ଯାଉଛି । IPL-2023ରେ ଆରମ୍ଭ ହୋଇଥିବା…

Big News ୨୩ ନୁହେଁ, ୨୫ ତାରିଖରେ ହେବ ବିଧାନସଭା ନିର୍ବାଚନ: ଏହି ରାଜ୍ୟର ବଦଳିଲା ତାରିଖ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ତାରିଖରେ ହୋଇଛି ବଡ଼ ପରିବର୍ତ୍ତନ । ଏବେ ନଭେମ୍ବର ୨୩ ତାରିଖ ନୁହେଁ, ୨୫ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଭୋଟ ଗ୍ରହଣ ପାଇଁ ତାରିଖ ପରିବର୍ତ୍ତନ କରିଛନ୍ତି ନିର୍ବାଚନ ଆୟୋଗ…

ପାକିସ୍ତାନ ବିପକ୍ଷରେ ଖେଳିବେ ଶୁବମନ! ଆଜି ଚେନ୍ନାଇରୁ ଅହମଦାବାଦ ଯାତ୍ରା କରିବେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶୁବମନ ଗିଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଜାରି ରହିଛି । ଗୋଟିଏ ପଟେ ଚଳିତ ବିଶ୍ୱକପରେ ଭାରତ ତା’ର ପଦାର୍ପଣ ଖେଳିବାକୁ ଯାଉଥିବା ବେଳେ ଅନ୍ୟପଟେ…

IND vs PAK ମ୍ୟାଚ୍ ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା: ଗୁଜରାଟ ପୋଲିସ ପକ୍ଷରୁ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଜୋରସୋରରେ ଚାଲିଛି ଦିନିକିଆ ବିଶ୍ୱକପ୍ କ୍ରିକେଟ୍ । ପ୍ରତିଦିନ ବଡ଼ ବଡ଼ ଦଳ ମଦ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳୁଛି । କିନ୍ତୁ ପ୍ରକୃତ କ୍ରୀଡ଼ାପ୍ରେମୀ ଅକ୍ଟୋବର ୧୪ ତାରିଖକୁ ଅପେକ୍ଷା କରି…

World Cup-2023; ଇଂଲଣ୍ଡର ବୃହତ୍ ବିଜୟ: ବାଂଲାଦେଶ ବିପକ୍ଷରେ ୧୩୭ ରନରେ ଜିତିଲା ବଟଲର ସେନା

ନୂଆଦିଲ୍ଲୀ: ନିଜର ଦ୍ୱିତୀୟ ମ୍ୟାଚରେ ଲୟକୁ ପେରିଛି ପୂର୍ବତନ ଚମ୍ପିଆନ୍ ଇଂଲଣ୍ଡ । ବାଂଲାଦେଶ ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରିଛି ବଟଲର ସେନା । ଡାଭିଡ ମଲାନଙ୍କ ବିସ୍ଫୋରକ ଶତକ ଏବଂ ଟୋପଲେଙ୍କ ଦମଦାର ବୋଲିଂ…

(Video) ବିଶ୍ୱକପରେ ଆସୁଛି ‘ବିରାଟ’ ଝଡ଼! ଆଖିରେ ଅନ୍ଧପୁଟୁଳି ବାନ୍ଧି ଅଭ୍ୟାସ କରୁଛନ୍ତି କିଙ୍ଗ କୋହଲି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଭାରତ ପ୍ରଥମ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ କେ.ଏଲ ରାହୁଲ ଏବଂ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଭାରତକୁ ବିଜୟ ଭେଟି ଦେଇଛି । ତେବେ ରାହୁଲଙ୍କ ୯୭ ରନର…

ମିଳିଲା ଆଶ୍ୱସ୍ତି: ଶୁବମନଙ୍କୁ ନେଇ ଆସିଲା ବଡ଼ ଖୁସି ଖବର

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତର ନେତୃତ୍ୱରେ ଦେଶରେ ଦିନିକିଆ ବିଶ୍ୱକପ ଆୟୋଜିତ ହୋଇଥିବାରୁ ଏହା ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ଉତ୍ସାହର ବିଷୟ । ମାତ୍ର ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶୁବମନ…

ସାଣ୍ଟନରଙ୍କ ‘ପଞ୍ଝା’ରେ ଫସିଗଲା ନେଦରଲାଣ୍ଡ: ବିଶ୍ୱକପରେ ନ୍ୟୁଜିଲାଣ୍ଡର ଲଗାତାର ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଉଦଘାଟନୀ ମ୍ୟାଚରେ ପୂର୍ବ ଚମ୍ପିଆନ୍ ଇଂଲଣ୍ଡକୁ ମାତ୍ ଦେବା ପରେ ଆଜି ନେଦରଲାଣ୍ଡକୁ ଚକମା ଦେଇଛି କିୱି ସେନା । ଆଜିର ମ୍ୟାଚରେ ଦଳର…

World Cup-2023 ଭିତରେ ବଡ଼ ଘୋଷଣା କଲେ ରାଶିଦ ଖାନ୍: ବିଶ୍ୱକପ ପରେ ସବୁ ଟଙ୍କା…

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ । ଏହା ମଧ୍ୟରେ ଦଳର ଷ୍ୟାର ଲେଗ୍ ସ୍ପିନର ତଥା ଷ୍ଟାର ଅଲରାଉଣ୍ଡର ରାଶିଦ ଖାନ୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱକପ ସରିବା…