Browsing Category

କ୍ରିକେଟ ବିଶ୍ୱକପ୍

The 2023 ICC Men’s Cricket World Cup will be the 13th edition of the Cricket World Cup, a quadrennial One Day International cricket tournament contested by men’s national teams and organized by the International Cricket Council.

Ind vs Pak ମ୍ୟାଚରେ ଗେରୁଆ ଜର୍ସି ପିନ୍ଧିବ ଟିମ ଇଣ୍ଡିଆ! BCCI ତରଫରୁ ମିଳିଲା ସ୍ପଷ୍ଟ ସୂଚନା

ନୂଆଦିଲ୍ଲୀ: ଅକ୍ଟୋବର ୧୪ ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଖେଳାଯିବ ହାଇ ଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ । ତେବେ ଏହି ମ୍ୟାଚକୁ ନେଇ ଦୀର୍ଘ ଦିନରୁ କ୍ରୀଡ଼ାପ୍ରେମୀମାନେ ଅପେକ୍ଷା କରି ରହିଥିବା ବେଳେ ଅନେକ…

ଭାରତର ସ୍ପିନ ମାଡ଼ରେ ତିଷ୍ଠି ପାରିଲାନି ଅଷ୍ଟ୍ରେଲିଆ: ମାତ୍ର ୨୦୦ ରନର ଦେଲା ଟାର୍ଗେଟ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ପ୍ରଥମ ମ୍ୟାଚରେ କମାଲ କରି ଦେଖାଇଛନ୍ତି ଭାରତୀୟ ବୋଲର । ଟିମ ଇଣ୍ଡିଆ ଷ୍ୟାର ସ୍ପିନରଙ୍କ ଯାଦୁରେ ଝଟକା ଖାଇଛନ୍ତି ଅଷ୍ଟ୍ରେଲିଆର ସମସ୍ତ ବ୍ୟାଟର । ଦିନିକିଆ ବିଶ୍ୱକପରେ ସବୁଠାରୁ ସଫଳ ଦଳ…

ଭାରତୀୟ ଦଳରେ ଡେବ୍ୟୁ କଲେ Jarvo 69! ବିଶ୍ୱକପ ଦଳରେ ନଥାଇ ବି ପଡ଼ିଆରେ ନୂଆ ଷ୍ଟାର…

ନୂଆଦିଲ୍ଲୀ: ଚେନ୍ନାଇର ଐତିହାସିକ ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳୁଛି । ତେବେ ଏହି ପ୍ରଥମ ମ୍ୟାଚରେ ହିଁ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ ବିରାଟ…

Big Breaking… ବିଶ୍ୱକପର ପ୍ରଥମ ମ୍ୟାଚରେ ବିରାଟ କୋହଲି ରଚିଲେ ଇତିହାସ: ୱାର୍ଣ୍ଣର ବି ଛୁଇଁଲେ ମାଇଲଷ୍ଟୋନ

ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ କେଳୁଛି ଟିମ ଇଣ୍ଡିଆ । ରୋହିତ ଶର୍ମାଙ୍କ ଅଧୀନରେ ଏହି ବିଶ୍ୱକପ ଦଳ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛି । ତେବେ ପ୍ରଥମ ମ୍ୟାଚରେ ହିଁ ବଡ଼ ଇତିହାସ…

ଆଇସିସି ବିଶ୍ୱକପ ୨୦୨୩; ଭାରତ ମାଟିରେ ନେଦରଲାଣ୍ଡ୍ସକୁ ହରାଇ ବିଶ୍ୱକପ ଅଭିଯାନ ଆରମ୍ଭ କଲା ପାକିସ୍ତାନ

ଓଡିଶା ଭାସ୍କର; ଭାରତ ମାଟିରେ ନେଦରଲାଣ୍ଡ୍ସକୁ ହରାଇ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ଅଭିଯାନ ଆରମ୍ଭ କଲା ପାକିସ୍ତାନ । ଗତକାଲି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା…

ICC World Cup 2023: ଏହି ୪ ଟିମ୍ ଖେଳିବେ ସେମିଫାଇନାଲ୍‌, କାଶୀର ଜ୍ୟୋତିଷ ଗ୍ରହର ଚାଲ ଓ ନକ୍ଷତ୍ର ଆଧାରରେ କଲେ ଭବିଷ୍ୟବାଣୀ

ବାରଣାସୀ: ଆଇସିସି ୱାର୍ଲ୍ଡକପ୍ ୨୦୨୩ର ଆରମ୍ଭ ହୋଇଯାଇଛି । ଏହି ୱାର୍ଲ୍ଡକପ୍‌ରେ ୧୦ ଟିମ୍‌ଙ୍କ ମଧ୍ୟରେ ମୋଟ ୪୮ ମ୍ୟାଚ୍ ଖେଳାଯିବ । ତେବେ ଏଥିମଧ୍ୟରୁ ୪ ଟିମ୍ ସେମିଫାଇନାଲରେ ପହଞ୍ଚିବେ । ବିଶେଷଜ୍ଞମାନେ ଏହାକୁ ନେଇ…

ଇଂଲଣ୍ଡ ଉପରେ ଭାରୀ ପଡ଼ିଲା କନୱେ-ରବିନ୍ଦ୍ର ଯୋଡ଼ି: ୪ ବର୍ଷ ପରେ ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ୪ ବର୍ଷରୁ ମଉକା ଅପେକ୍ଷାରେ ରହିଥିଲା ନ୍ୟୁଜିଲାଣ୍ଡ । ୨୦୧୯ ବିଶ୍ୱକପ ଫାଇନାଲରେ ମିଳିଥିବା ପରାଜୟର ପ୍ରତିଶୋଧ ନେବା ପାଇଁ ଖୋଜୁଥିଲା ସୁଯୋଗ । ଆଉ ଆଜି ସୁଯୋଗ ମିଳିବା ମାତ୍ରେ ଏହାକୁ ହାତଛଡ଼ା କରି…

ODI WC-2023 ରେ ପ୍ରଥମ ଶତକ ଅର୍ଜନ କଲେ ଧୋନୀଙ୍କ ସାଥୀ: ଡିଭନ କନୱେ ରଚିଲେ ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଦମଦାର ଶତକ ହାସଲ କରିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ଡିଭନ୍ କନୱେ । ଇଂଲଣ୍ଡର ୨୮୩ ରନ ଲକ୍ଷ୍ୟକୁ ପିଛା କରି କନୱେ ଏହି ଶତକ ହାସଲ କରିଛନ୍ତି । ଏହାସହିତ ଦଳକୁ…

୧୨ ବର୍ଷ ପରେ ଏଥର World Cup ଜିତିବ ଭାରତ! ନୂଆ ଜର୍ସି ଦେଉଛି ପୂର୍ବ ସଂକେତ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇ ଯାଇଛି ଦିନିକିଆ ବିଶ୍ୱକପ ୨୦୨୩ର ମହାସମର । ପ୍ରତ୍ୟେକ ଦଳ ବିଶ୍ୱକପ ହାତେଇବା ପାଇଁ ଚଳାଇଛନ୍ତି କଠିନ ପରିଶ୍ରମ । ତେବେ ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାରୁ ଚଳିତବର୍ଷ…

ବିଶ୍ୱକପର ଉଦଘାଟନୀ ମ୍ୟାଚ ; ନ୍ୟୁଜିଲାଣ୍ଡ ଆଗରେ ୨୮୩ ଅଙ୍କର ରନ ଟାର୍ଗେଟ ରଖିଲା ଇଂଲଣ୍ଡ

ଅହମଦାବାଦ : ଆଜି ଆଇସିସି ଦିନକିଆ ବିଶ୍ୱକପର ଉଦଘାଟନୀ ମ୍ୟାଚ ଅବସରରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରତିଦ୍ୱନ୍ଦୀତା ଜାରି ରହିଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତିଥିବା ବେଳେ ପ୍ରଥମେ ବୋଲିଂ କରିବାକୁ…