fbpx
Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ବିଶ୍ୱକପ ପାଇଁ ୭ଟି ଷ୍ଟାଡିୟମର ହେବ ନବକଳେବର: ପ୍ରତ୍ୟେକ ଷ୍ଟାଡିୟମକୁ BCCIର ୫୦ କୋଟି

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ବିଶ୍ୱ କ୍ରିକେଟ ମହାକୁମ୍ଭ । ଚଳିତ ଥର ବିଶ୍ୱକପର ଆୟୋଜନ ଦାୟିତ୍ୱ ପାଇଛି ଭାରତ । ତେଣୁ ଦେଶର ବିଭିନ୍ନ ଷ୍ଟାଡିୟମରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବ । ସେଥିପାଇଁ…

ରୋହିତ ନୁହେଁ, ବିଶ୍ୱକପ ବେଳେ ଧୱନଙ୍କୁ ମିଳିବ ଅଧିନାୟକ ପଦ! ଟିମ ଇଣ୍ଡିଆରେ ହୋଇପାରେ ଜବରଦସ୍ତ କମବ୍ୟାକ

ନୂଆଦିଲ୍ଲୀ: ଦୁର୍ବଳ ପ୍ରଦର୍ଶନ ଯୋଗୁଁ ବର୍ତ୍ତମାନ ଟିମ ଇଣ୍ଡିଆରୁ ସ୍ଥାନ ହରାଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଖେଳାଳି ଶିଖର ଧୱନ । ତେବେ ଆସନ୍ତା ଦିନିକିଆ ବିଶ୍ୱକପରେ ତାଙ୍କର କମବ୍ୟାକକୁ ନେଇ ଚର୍ଚ୍ଚା ହେଉଛି ।…

ବଡ ଖବର! ଫିକ୍ସ ହେବାକୁ ଯାଉଛି ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ: ସାମନାକୁ ଆସିଲା ଆଶ୍ଚର୍ଯ୍ୟକର ଫଟୋ

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ବିଶ୍ବକପ ଅଭିଯାନ ଆରମ୍ଭ ହେବାକୁ ଥିବା ବେଳେ ଏହାକୁ ଆହୁରି ପ୍ରାୟ ୧୦୦ ଦିନ ବାକି ରହିଛି । ତେବେ ବିଶ୍ୱକପରେ ଅକ୍ଟୋବର ୧୫ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ତେଣୁ…

କ’ଣ ଏହି ରାଉଣ୍ଡ ରବିନ ଫର୍ମାଟ? ଦିନିକିଆ ବିଶ୍ୱକପର ବଡ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ । ଏଥିପାଇଁ ସୂଚୀ ଘୋଷଣା ହୋଇସାରିଥିବା ବେଳେ ଚର୍ଚ୍ଚା ଜୋର ଧରିଛି । ତେବେ ଇତିହାସରେ ପ୍ରଥମ ଥର ପାଇଁ କୌଣସି…

ବିଶ୍ୱକପ ମାନିଆ: ଅହମ୍ମଦାବାଦ ହୋଟେଲରେ ରାତ୍ରିଯାପନ ପାଇଁ ୫୦ ହଜାର ଟଙ୍କା, ତଥାପି ସବୁ ରୁମ୍ ବୁକ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩କୁ ଆହୁରି ୧୦୦ ଦିନ ବାକି ରହିଛଇ । କିନ୍ତୁ ଏବେଠୁ କ୍ରିକେଟପ୍ରେମୀଙ୍କ ମନରେ ଦେଖିବାକୁ ମିଳିଛି ବିଶ୍ୱକପ ପାଇଁ ଉତ୍ସାହ । ବ୍ୟବସାୟୀ ଏବଂ ହୋଟେଲ ମାଲିକମାନେ ମଧ୍ୟ ଏହାର ଫାଇଦା…

ଲର୍ଡସରେ ହଙ୍ଗାମା: ଆସେଜ ଟେଷ୍ଟରେ ପିଚ୍ ଖରାପ କରିବା ପାଇଁ ପଡିଆରେ ପଶିଗଲେ ଦର୍ଶକ

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେଜ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାରି ରହିଛି । ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଷ୍ଟାଡିୟମରେ ହଙ୍ଗାମା ଦେଖିବାକୁ ମିଳିଛି ।…

ଅଳ୍ପକେ ବଞ୍ଚିଗଲା ବିମାନରେ ଥିବା ୨୧୪ ଜଣ ଲୋକଙ୍କର ଜୀବନ: ଫିଲିପାଇନ୍ସରେ VietJe ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ଟେକନିକାଲ ତ୍ରୁଟି କାରଣରୁ ବୁଧବାର ସକାଳେ ଭିଏତଜେଟ୍ ବିମାନ ଉତ୍ତର ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କରିଥିଲା । ବିମାନରେ ୨୧୪ ଜଣ ଲୋକ ଥିଲେ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି । ଫିଲିପାଇନ୍ସର…

ଦିନିକିଆ ବିଶ୍ୱକପର ଘୋଷଣା:ଏହିଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଶେଷ ହୋଇଛି ଅପେକ୍ଷା । ଆଇସିସି ତରଫରୁ ଦିନିକିଆ ବିଶ୍ୱକପ ପାଇଁ ସୂଚୀ ଘୋଷଣା ହୋଇ ସାରିଛି । କ୍ରିକେଟର ଏହି ମହାକୁମ୍ଭକୁ ଆଉ ୧୦୦ ଦିନ ବାକି ଥିବା ବେଳେ ଆଇସିସି ଏଥିପାଇଁ ଟାଇମ ଟେବୁଲ ଘୋଷଣା କରିଛି ।…

ODI WC-2023 ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ ଝଟକା ଦେଲା BCCI: ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଆସିଲା ବଡ ଖବର

ନୂଆଦିଲ୍ଲୀ: ଆସନ୍ତା ଜୁନ ୨୭ ତାରିଖରେ ଜାରି ହେବାକୁ ଯାଉଛି ଦିନିକିଆ ବିଶ୍ୱକପର ସମ୍ପୂର୍ଣ୍ଣ ସୂଚୀ । ଏହି ବଡ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏକ ବଡ ଖବର ବର୍ତ୍ତମାନ ସାମନାକୁ ଆସିଛି ।…

T-20 ଦଳରେ ରିଙ୍କୁ ସିଂହ ପାଇବେ ସୁଯୋଗ: ଉମେଶଙ୍କୁ ନେଇ BCCIର ବଡ ସୂଚନା!

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳ ଘୋଷଣା ହୋଇ ସାରିଛି । ଏହି ଗସ୍ତରେ ଭାରତୀୟ ଦଳର ଷ୍ଟାର ପେସ୍ ବୋଲର ଉମେଶ ଯାଦବଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ଜୋର…