Browsing Category

ଖେଳ

(Video) Barbados Pitchରେ ବିଜୟର ସ୍ୱାଦ ଚାଖିଲେ ରୋହିତ ଶର୍ମା, ଜିତିବା ପରେ କଲେ ଏପରି କିଛି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଶନିବାର ବାରବାଡୋସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରୋମାଞ୍ଚକର ଟି- ୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଥିଲା । ରୋହିତ…

(Video): ୧୦ ଦିନ ମୋ ପାଇଁ କଠିନ ଥିଲା, ବିଶ୍ୱବିଜେତା ହେଲା ଭାରତ, କାନ୍ଦିଲେ ଇର୍ଫାନ ପଠାନ

ଓଡ଼ିଶା ଭାସ୍କର: ଭାରତୀୟ ଦଳ ୨୦୦୭ ମସିହା ପରେ ପୁଣିଥରେ ଆଇସିସି ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଉପରେ କବ୍ଚା କରିଛି । ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମଥର ପାଇଁ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ…

ରୋହିତଙ୍କ ପରେ କିଏ ସମ୍ଭାଳିବେ ଦାୟିତ୍ୱ ଭାର ? କାହାକୁ ମିଳିବ T20 ବିଶ୍ୱକପ୍ ୨୦୨୬ର captain ମୁକୁଟ, ଦୌଡ଼ରେ ଏହି ୪ ଖେଳାଳି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ଫୋଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନରେ ପରାସ୍ତ କରି ଦ୍ୱିତୀୟ ଥର ଚମ୍ପିଆନ ହେବାର ଗୌରବ ହାସଲ କରିଛି । ଭାରତକୁ ଟି-୨୦ ବିଶ୍ୱକପ୍ ଅଭିଯାନରେ ବିଜୟୀ କରାଇବା…

ରୋହିତଙ୍କ ୩ ବୁମେରାଂ ସାଜିଲା ବ୍ରହ୍ମାସ୍ତ୍ର, ଟିମ ଇଣ୍ଡିଆ ହେଲା ଚାମ୍ପିୟନ

ଓଡ଼ିଶା ଭାସ୍କର: ବିଶ୍ୱକପର ଫାଇନାଲ ଫାଇଟ କୌଣସି ବଲିଉଡ ସିନେମାଠୁ କମ୍ ନ ଥିଲା । ଯେଉଁଥିରେ ଆକ୍ସନ, ଥ୍ରିଲର ଓ ଇମୋସନ ଭରପୂର ମାତ୍ରାରେ ରହିଥିଲା । ମ୍ୟାଚରେ ଗୋଟିଏ ସମୟ ଲାଗୁଥିଲା ଭାରତର ବିଶ୍ୱ ବିଜେତା ସ୍ୱପ୍ନ…

ଟି-୨୦ ବିଶ୍ୱକପରେ ଭାରତର ବିଜୟ ପରେ ଖୁସିରେ ଝୁମିଲେ ଅନୁଷ୍କା, ଇନଷ୍ଟାଗ୍ରାମରେ ବିରାଟଙ୍କ ପାଇଁ ଲେଖିଲେ ସ୍ପେଶାଲ ନୋଟ୍

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି ଟିମ୍ ଇଣ୍ଡିଆ । ଶନିବାର ଏକ ରୋମାଞ୍ଚକର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନରେ ପରାସ୍ତ କରିଛି ଭାରତ । ତେବେ ଭାରତର ଏହି ବିଜୟକୁ ନେଇ ଦେଶରେ ସବୁଆଡ଼େ ଉତ୍ସାହର…

ଅସ୍ତ ହେଉଥିବା ବାଜିରେ ସୂର୍ଯ୍ୟୋଦୟ କରିଥିଲେ ସୂର୍ଯ୍ୟକୁମାର, ଫାଇନାଲ ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ

ଓଡିଶା ଭାସ୍କର : ବିଶ୍ୱ ବିଜେତା ହୋଇସାରିଛି ଟିମ୍ ଇଣ୍ଡିଆ । ସାରା ଭାରତରେ କ୍ରିକେଟର ଦୀପାବଳି ପାଳନ କରାଯାଉଛି । ଗତକାଲି ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ୧୩ ବର୍ଷ ପରେ ଆଇସିସି ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ…

T20Iରେ ଅନ୍ତ ଘଟିଲା ‘ରୋହିତ-କୋହଲି’ ଯୁଗ, ଆଖ୍ୟା ସହ ମିଳିଲା ସ୍ମରଣୀୟ ବିଦାୟ

ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ ବିଶ୍ୱ କପ ୨୦୨୪ର ଟାଇଟଲ ଜିତିବା ପରେ ଫର୍ମାଟରେ ସନ୍ୟାସର ଘୋଷଣା କରିଛନ୍ତି । କୋହଲି ଏବଂ ରୋହିତଙ୍କ ଟୀମ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ରୋହିତଙ୍କ…

ଭାରତ ଜିତିବା ପରେ ସନ୍ୟାସ ପାଇଁ ଘୋଷଣା କଲେ ବିରାଟ କୋହଲି, କହିଲେ ଏହି କଥା..

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ ୨୦୨୪ର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଦ୍ୱିତୀୟ ଥର ଚାମ୍ପିୟନ ହେବାର ଗୌରବ ହାସଲ କରିଛି । ଏହି ମ୍ୟାଚରେ ବିରାଟ କୋହଲି ୭୬ ରନର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ…