fbpx
BSKY SKY
BSKY SKY
Browsing Category

ଖେଳ

ଭଲ ପ୍ରଦର୍ଶନ ନକଲେ ବିଶ୍ୱକପରୁ ବାଦ୍ ପଡ଼ିବେ ସୂର୍ଯ୍ୟ? ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୨ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ଦିନିଆ ଦିନିକିଆ ସିରିଜ୍ ଆରମ୍ଭ ହେବ । ତେବେ ଅକ୍ଟୋବର ୫ ତାରିଖରୁ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତ ପାଇଁ ଏହି ସିରିଜ୍ ବିଶେଷ…

ଭାରତ ନୁହେଁ, ଏହି ସ୍ଥାନରେ ଖେଳାଯିବ ବିଶ୍ୱକପ: ଆଇସିସି କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ଖୁବ କମ୍ ଦିନ ୨ ବାକି ରହିଛି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଖେଳାଳିମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି । ତେବେ ଚଳିତବର୍ଷର ବିଶ୍ୱକପର ଆୟୋଜନ ଭାରତ…

ବିଶ୍ୱ ଚାମ୍ପିୟନ ଡୋମିନିକଙ୍କୁ ହରାଇଲେ ଭାରତୀୟ କୁସ୍ତିଯୋଦ୍ଧା ଅନ୍ତିମ: ଭିନେଶଙ୍କୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ: ଭାରତୀୟ ଯୁବା କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ ବିଶ୍ୱ ଚାମ୍ପିୟନଶିପରେ ଶାନଦାର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ସମୟରେ ଆମେରିକାର ବିଶ୍ୱ ଚାମ୍ପିୟନ ଓଲିବିୟା ଡୋମିନିକ ପେରିଶଙ୍କୁ ପରାସ୍ତ କରି ନିଜର…

ଇତିହାସ ରଚିଲା ଭାରତୀୟ ପୁରୁଷ ଭଲିବଲ ଟିମ୍: ୧୯୬୬ ମସିହା ଠାରୁ ପ୍ରତିବର୍ଷ ପଦକ ଜିତି ଆସୁଥିବା ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଚଳିତ ଏସିଆନ ଗେମ୍ସ ୨୦୨୩ରେ ଭାରତ ଇତିହାସ ରଚିଛି । ୧୯୬୬ ମସିହା ଠାରୁ ପ୍ରତିବର୍ଷ ପଦକ ଜିତି ଆସୁଥିବା ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ପରାସ୍ତ କରି ବିଶ୍ୱ ରେକର୍ଡ କରିଛି ଭାରତୀୟ ଭଲିବଲ ଦଳ । ୩ ଥର…

Asian Games; ଭାରତ ପାଇଁ କିଏ ଆଣିବେ ସ୍ୱର୍ଣ୍ଣ ପଦକ? ଏହି ଖେଳାଳିଙ୍କ ଉପରେ ରହିଛି ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଆଉ ୩ ଦିନ ପରେ ଚୀନରେ ଆରମ୍ଭ ହେବାକୁ ଯାଉଛି ଏସିଆନ ଗେମ୍ସର ମହାକୁମ୍ଭ । ୧୯୫୧ ମସିହାରେ ଏସିଆନ ଗେମ୍ସର ପ୍ରଥମ ସଂସ୍କରଣ ପରଠାରୁ ମହାଦ୍ୱୀପ ଅନ୍ତର୍ଗତ ଆଥଲେଟିକ୍ସ ଆୟୋଜନ ରେ ଭାରତର ଖୁବ ସୁନ୍ଦର…

ODI ବିଶ୍ୱକପ ପୂର୍ବରୁ ବଡ଼ ପଦବୀ ପାଇଲେ ସିରାଜ: ଦୁନିଆର ସର୍ବଶ୍ରେଷ୍ଠ ବୋଲରର ସମ୍ମାନ

ନୂଆଦିଲ୍ଲୀ: ଏସିଆ କପ୍ ଶେଷ ହେବା ପରେ ଦିନିକିଆର ତାଜା ରାଙ୍କିଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ । ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଘାତକ ବୋଲିଂ ତାଙ୍କୁ ସର୍ବଶ୍ରେଷ୍ଠ ଉପହାର ପ୍ରଦାନ…

World Cup ପୂର୍ବରୁ କୋର୍ଟରେ ହାଜର ହେଲେ ମହମ୍ମଦ ଶାମୀ, ପତ୍ନୀଙ୍କ ସହ ଘରୋଇ ହିଂସା କରୁଥିବା ମାମଲାରେ ନିଆଯାଇଛି ବଡ଼ ନିଷ୍ପତି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ବିଶ୍ୱ କପ ୨୦୨୩ ପୂର୍ବରୁ ସ୍ତ୍ରୀ ହସୀନ ଜାହାନଙ୍କ ସହ ହିଂସା ମାମଲାରେ ଶାମୀଙ୍କୁ କୋର୍ଟରୁ ଜାମିନ…

ICCର ବଡ଼ ଖୁଲାସା: ୩ ଭାରତୀୟଙ୍କ ସମେତ ୮ ଜଣଙ୍କ ବିରୋଧରେ ଆସିଲା ମ୍ୟାଚ୍ ଫିକ୍ସିଂ ଅଭିଯୋଗ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମ୍ୟାଚ ଫିକ୍ସିଂକୁ ନେଇ ଏକ ବଡ଼ ଖୁଲାସା କରିଛି । ଏନେଇ ଆଇସିସି ୩ ଜଣ ଭାରତୀୟଙ୍କ ସମେତ ୮ ଜଣଙ୍କ ନାମରେ ଅଭିଯୋଗ ଆଣିଛି । ଗତ ୨୦୨୧ ମସିହାରେ ସଂଯୁକ୍ତ ଅରବ…

ଦମଦାର ଫର୍ମ, Man of The Series, ତଥାପି ଦଳରେ ମିଳିଲାନି ସ୍ଥାନ… କାହିଁକି ବାଦ୍ ପଡ଼ିଲେ କୁଳଦୀପ?

ନୂଆଦିଲ୍ଲୀ: ଏସିଆ କପ୍ ଉପରେ ଅକ୍ତିଆର କରିବା ପରେ ବର୍ତ୍ତମାନ ବିଶ୍ୱକପ ଉପରେ ରହିଛି ଟିମ ଇଣ୍ଡିଆର ନଜର । କିନ୍ତୁ ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ଏଥିପାଇଁ ଦଳ ମଧ୍ୟ ଘୋଷଣା…

ବିଶ୍ୱକପରେ ସୁଯୋଗ ପାଇବେ ଅଶ୍ୱୀନ? ଭେଟେରାନ ସ୍ପିନରଙ୍କ ପାଇଁ ଖୋଲିଲା ଟିମ ଇଣ୍ଡିଆର ଦ୍ୱାର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇ ତରଫରୁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ଦଳରେ ଟିମ ଇଣ୍ଡିଆର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ସ୍ଥାନ ପାଇନାହାନ୍ତି । ଦୀର୍ଘ ଦିନରୁ ଦଳରୁ ବାଦ୍ ପଡ଼ିଛନ୍ତି…