fbpx
Browsing Category

ଖେଳ

ଆହତ ହୋଇ ଏସିଆ କପ୍‌ରୁ ବାଦ୍ ପଡ଼ିଲେ ଦ୍ରୁତ ବୋଲର, ଭାରତୀୟ ଟିମ୍ ପାଇଁ ବଢ଼ିଲା ସମସ୍ୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ପାଇଁ ଆସିଛି ଖରାପ ଖବର। ଆଗାମୀ ଏସୀୟ ଗେମ୍ସରୁ ଶିଭମ୍ ମାଭି ବାଦ୍ ପଡିବା ଖବର ଆସିବା ପରେ ଭାରତୀୟ କ୍ରିକେଟ୍ ଦଳକୁ ଏକ ନୂଆ ଝଟକା ଲାଗିଛି। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ…

ଏସିଆନ ଗେମ୍ସ ପାଇଁ ଓଡ଼ିଆ ଖେଳାଳିଙ୍କୁ ମିଳିବ ୧୦ ଲକ୍ଷ ଲେଖାଏଁ ଅର୍ଥ ସହାୟତା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଏସିଆନ ଗେମ୍ସ ପାଇଁ ଚୟନ ଓଡ଼ିଆ ଖେଳାଳିଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୩ ଜଣ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା ହୋଇଛି ।…

(Video) ପଡ଼ିଆରେ ଦର୍ଶକଙ୍କୁ ବ୍ୟାଟ୍ ଦେଖାଇଲେ ରୋହିତ: ଏହା ପଛରେ ରହିଛି ମହାନ ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଟିମ୍ । ସୁପର-୪ ଷ୍ଟେଜରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାକୁ ମାତ୍ ଦେଇ ଟିମ ଇଣ୍ଡିଆ ଫାଇନାଲ ଟିକେଟ ହାସଲ କରିଛି ।…

Asia Cup-2023ରୁ ବାଦ୍ ପଡ଼ିଲେ ଏହି ଷ୍ଟାର ପ୍ଲେୟର: ଫାଇନାଲ ପୂର୍ବରୁ ଦଳକୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ: ପାକିସ୍ତାନ ପରେ ଶ୍ରୀଲଙ୍କାକୁ ମାତ୍ ଦେଇ ଏସିଆ କପ୍ ଫାଇନାଲରେ ପ୍ରବେଶ କରିସାରିଛି ଟିମ ଇଣ୍ଡିଆ । ସେପଟେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ଟିକେଟ ପାଇବା ପାଇଁ ଯୁଦ୍ଧ ଆରମ୍ଭ ହୋଇଛି । ତେବେ…

ICC ODI Rankingରେ ଜଲୱା ଦେଖାଇଲେ ରୋହିତ-ବିରାଟ-ଗିଲ୍: ଟପ୍-୧୦ ତାଲିକାରେ ଦମଦାର ଏଣ୍ଟ୍ରି

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ରେ ଦମଦାର ଫର୍ମରେ ରହିଛନ୍ତି ଭାରତର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ । ଟୁର୍ଣ୍ଣାମେଣ୍ଟର ୩ଟି ଯାକ ମ୍ୟାଚରେ ୩ଜଣଙ୍କ ବ୍ୟାଟ୍ ଖୁବ ଜୋରରେ ଗର୍ଜନ କରୁଥିବା ଦେଖାଯାଇଛି । ଅଧିନାୟକ ରୋହିତ…

ବଡ଼ ଖବର; ଶ୍ରୀଲଙ୍କାକୁ ପରାସ୍ତ କରି ଏସିଆ କପ ଫାଇନାଲରେ ପ୍ରବେଶ କଲା ଭାରତ

ଓଡିଶା ଭାସ୍କର; ଏସିଆ କପ ଫାଇନାଲ ମ୍ୟାଚରେ ପ୍ରବେଶ କଲା ଭାରତ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ସୁପର-୪ର ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତ ପ୍ରଥମେ ବ୍ୟାଟିଂ…

ଏସିଆ କପ୍ ରେ ଇତିହାସ ରଚିଲେ ସାର୍ ଜାଡେଜା: ବୋଲିଂରେ କରିଦେଲେ ଏଭଳି କମାଲ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ପରେ ଅଲରାଉଣ୍ଡର ସାର୍ ଜାଡେଜା ନିଜର କମାଲ ଦେଖାଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ନେଇ ନିଜକୁ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର…

ଗ୍ରହ-ନକ୍ଷତ୍ର ଅନୁସାରେ ଭାରତ କରୁଛି Team Selection! ଏସିଆନ୍ କପ୍ ପାଇଁ ଭାରତୀୟ ଦଳକୁ ନେଇ ପ୍ରଶ୍ନବାଚୀ

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ଡିିଟାଲ ହେବାରେ ଲାଗିଛି । ଜ୍ଞାନ କୌଶଳରେ ଖୁବ ଆଗକୁ ଯାଇଥିବା ଭାରତ ଏଆଇ ଦିଗରେ ବଡ଼ ସଫଳତା ହାସଲ କରି ସାରିଛି । କିନ୍ତୁ ଏହାପରେ ବି ଜ୍ୟୋତିଶ ଶାସ୍ତ୍ରକୁ ଅନେକ ଲୋକ ବିଶ୍ୱାସ…

(Video) ମନ ଜିଣି ନେଲା Team India: ବର୍ଷାରେ ଗ୍ରାଉଣ୍ଡ ଷ୍ଟାଫଙ୍କ ପରିଶ୍ରମ ଦେଖି ଦେଇଦେଲେ ସବୁ ଟଙ୍କା

ସବୁ ଟଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେଇଦେଲେ ରୋହିତ ଏବଂ ବିରାଟ କୋହଲି । ପାଖରେ ଟଙ୍କାଟିଏ ବି ରଖିଲେ ନାହିଁ । ପାକିସ୍ତାନକୁ ହରାଇ ଜିତିଥିବା ରାଶିକୁ ଶ୍ରୀଲଙ୍କାର ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦାନ କରିଦେଲେ । ଶ୍ରୀଲଙ୍କାର…

ଭାରତ ଠାରୁ ହାରିବା ପରେ ବ୍ୟାକଅପ ପ୍ଲାନ କରୁଛି ପାକିସ୍ତାନ, ଜାଣନ୍ତୁ ତାଙ୍କର ପ୍ଲାନ କ’ଣ…

ଓଡିଶା ଭାସ୍କର; ଏସିଆ କପ ୨୦୨୩ର ସୁପର ୪ ମ୍ୟାଚରେ ଭାରତକୁ ଏକ ବଡ ସଫଳତା ମିଳିଛି । ସୂଚନା ଥାଉକି, ବିରାଟ କୋହଲି ଏବଂ କେଏଲ ରାହୁଲଙ୍କ ଶତକ ସହାୟତାରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଇଥିଲା ।…