Browsing Category
ଖେଳ
(video): ଅର୍ସଦଙ୍କ ଐତିହାସିକ ବିଜୟ, ରେକର୍ଡଭରା ୯୨.୯୭ ମିଟର ଥ୍ରୋ, ଅଲିମ୍ପିକ୍ସରେ ନୀରଜଙ୍କୁ ହରାଇ କାନ୍ଦିଲେ ସ୍ୱର୍ଣ୍ଣ ବିଜେତା
ଓଡିଶା ଭାସ୍କର: ଅର୍ସଦ ଅଦ୍ଭୂତ ଇତିହାସ ରଚିଛନ୍ତି । ଚାରିଆଡେ ଏବେ ଛାଇ ଯାଇଛନ୍ତି ପାକିସ୍ତାନର ଏହି ସୁପରଷ୍ଟାର । ପ୍ୟାରିସ ଅଲିମ୍ପିକ୍ସରେ ଜାଭଲିନ ଥ୍ରୋ ପ୍ରତିଯୋଗିତାରେ ପ୍ରାୟ ୯୨.୯୭ ମିଟର ଜାଭଲିନ ଫିଙ୍ଗି ସେ…
ରୂପା ଦେଇ ସୁନା ପୁଅ ସାଜିଲେ ନୀରଜ, ଭାରତକୁ ଅଲିମ୍ପିକ୍ସରେ ନୀରଜଙ୍କ ଦ୍ୱିତୀୟ ପଦକ ଭେଟି, ରେକର୍ଡ ଥ୍ରୋ ସହ ଅର୍ସଦ ନଦୀମ ପାଇଲେ ସ୍ୱର୍ଣ୍ଣ
ଓଡିଶା ଭାସ୍କର: ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଭାରତକୁ ପ୍ୟାରିସ ଅଲିମ୍ପିକ୍ସରେ ଏକମାତ୍ର ରଜତ ପଦକ ଭେଟି ଦେଇଛନ୍ତି । ନୀରଜ ପ୍ରାୟ ୮୯.୪୯ ମିଟରର ଜାଭଲିନ ଫିଙ୍ଗି ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏହି…
Big Breaking; ହକି ଖେଳାଳିଙ୍କୁ ମିଳିବ ପୁରସ୍କାର: ଓଡ଼ିଶା ସରକାର କଲେ ବଡ଼ ଘୋଷଣା
ଭୁବନେଶ୍ୱର: ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ହକି ଟିମ୍ । ବ୍ରୋଞ୍ଜ ପାଇଁ ଲଢି ଏହି ମ୍ୟାଚରେ ସ୍ପେନକୁ ଦଳ ୨-୧ରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ଏହି ବିଜୟ ପରେ…
ଭାରତର ଐତିହାସିକ ବିଜୟ…ହକି ଟିମକୁ ଫୋନ୍ କରି ଜଣାଇଲେ ଶୁଭେଚ୍ଛା, ଜାଣନ୍ତୁ କ’ଣ କହିଲେ ?
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ବାଜି ମାରିଲା ଭାରତୀୟ ହକି ଦଳ । ସ୍ପେନକୁ ପ୍ଲେ ଅଫରେ ୨-୧ରେ ପରାସ୍ତ କରି କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛି ଭାରତୀୟ ହକି ଦଳ । ବର୍ତ୍ତମାନ ସୋସିଆଲ ମିଡିଆରୁ ଭାରତୀୟ…
Bronze ସହ ବିଦାୟ ନେଲେ ଟିମ ଇଣ୍ଡିଆର ‘Deewar’: ହକି ଜଗତରୁ ଶ୍ରୀଜେଶଙ୍କ ଅବସର
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ସ୍ପେନକୁ ପରାସ୍ତ କରିଛି ଟିମ ଇଣ୍ଡିଆ । ବ୍ରୋଞ୍ଜ ପଦକ ହାସଲ କରିବା ସହ ଚଳିତ ଅଲିମ୍ପକ୍ସରେ ଶେଷ ହୋଇଛି ଭାରତୀୟ ହକି ଦଳର ଯାତ୍ରା । ଏହାସହିତ ଶେଷ ହୋଇଛି ଗୋଲ୍-କିପର…
Team Indiaରୁ ଏହି ଖେଳାଳିଙ୍କୁ ବାହାର କରିବେ ରୋହିତ! ନୂଆ ଖେଳାଳିଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତ ଏକ ଲଜ୍ଜାଜନକ ପରାଜୟ ବରଣ କରିଛି । ପ୍ରଥମ ମ୍ୟାଚ୍ ଡ୍ର ରହିବା ପରେ ଶେଷ ଦୁଇଟି ମ୍ୟାଚରେ ଭାରତ ପରାସ୍ତ ହୋଇଛି । ଛୋଟ ଲକ୍ଷ୍ୟ ପାଇବା ପରେ ମଧ୍ୟ ବ୍ୟାଟିଂ…
ପ୍ୟାରିସ୍ ଅଲିମ୍ପିକ୍ସ: ଭାରତୀୟ ପୁରୁଷ ହକି ଦଳ ୨-୧ ଗୋଲରେ ସ୍ପେନକୁ ହରାଇ ଜିତିଲା ବ୍ରୋଞ୍ଚ୍
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସରେ ଭାରତ ସ୍ପେନ୍ କୁ ହରାଇ ଅଲିମ୍ପିକ୍ସ ଗେମ୍ସରେ କ୍ରମାଗତ ଦ୍ବିତୀୟ କାଂସ୍ୟ ପଦକ ଜିତିଛି । ଟୋକିଓରେ ଅନୁଷ୍ଠିତ ଗତ ଅଲିମ୍ପିକ୍ସ କ୍ରୀଡ଼ାରେ ମଧ୍ୟ ଭାରତ କାଂସ୍ୟ ପଦକ…
ପ୍ୟାରିସ୍ ଅଲିମ୍ପିକ୍ସ: କାଂସ୍ୟ ପଦକ ମୁକାବିଲାରେ ସ୍ପେନକୁ ଜବାବ ଦେଲା ଭାରତ
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ପାଇଁ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ହକି ଦଳ ସ୍ପେନ୍ କୁ ଭେଟିଛି । ସ୍ପେନ୍ ବିପକ୍ଷରେ ଭାରତ ଆଉ ଏକ ଗୋଲ୍ ଦେଇ ୨-୧ରେ ଆଗୁଆ ରହିଥିଲା । ଭାରତୀୟ ଅଧିନାୟକ…
ଅକ୍ଟୋବରରେ ଭାରତ ଆୟୋଜନ କରିବ ଟି-୨୦ ବିଶ୍ୱକପ? ବାଂଲାଦେଶ ହିଂସା ପରେ ନୂଆ ପ୍ରସ୍ତୁତି
ନୂଆଦିଲ୍ଲୀ: ବାଂଲାଦେଶରେ ଜଟିଳ ପରିସ୍ଥିତି ହିଂସାର ରୂପ ନେଇଛି । ଦେଶର ରାଜନୈତିକ ହିଂସା ବର୍ତ୍ତମାନ ମହିଳା ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଆଶଙ୍କା ଦେଖାଯାଇଛି । ଆଇସିସିର ସୂଚୀ ଅନୁସାରେ, ଆସନ୍ତା ଅକ୍ଟୋବର ମାସରେ…
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଅମନ ସେହରାଓ୍ଵତ
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର କୁସ୍ତି ମ୍ୟାଚ୍ ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଅମନ ସେହରାଓ୍ଵତ। ୫୭ କେଜି ଓଜନ ବର୍ଗରେ ଅମନ ପ୍ରଥମ ରାଉଣ୍ଡରେ ପୂର୍ବତନ ୟୁରୋପୀୟ ଚାମ୍ପିୟନ ଭ୍ଲାଦିମିର…