Browsing Category
ଖେଳ
ଦଳକୁ ଫେରିବେ ଷ୍ଟାର କ୍ରିକେଟର: Ind vs Eng ଦ୍ୱିତୀୟ ଟେଷ୍ଟ ପୂର୍ବରୁ ବଦଳିଗଲା Playing-11
ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ପ୍ରଥମେ ଟେଷ୍ଟରେ ପରାଜୟର ସାମନା କରିଛି ଭାରତୀୟ ଦଳ । ଏହାପରେ ଦ୍ୱିତୀୟ ଟେଷ୍ଟ ପାଇଁ କଡ଼ା ରଣନୀତି କରୁଛନ୍ତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା । ସେପଟେ ଇଂଲଣ୍ଡ ପ୍ରଥମ ମ୍ୟାଚରେ ବିଜୟ…
ସରଫରାଜ ନା ପାଟିଦାର…ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା BCCI !
ନୂଆଦିଲ୍ଲୀ: ଫେବୃଆରୀ ୨ରେ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ୨ୟ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବ । ବର୍ତ୍ତମାନ ଏହି ମ୍ୟାଚରେ ଭାରତୀୟ ଦଳର କେଉଁ ଖେଳାଳି ନିଜ ସ୍ଥାନ ବଜାୟ ରଖିବେ ସେ ନେଇ…
ପାକିସ୍ତାନ କ୍ରିକେଟରେ ଅଧିନାୟକଙ୍କୁ ନେଇ ଉଠିଲା ନୂଆ ବିତର୍କ; ଆଫ୍ରିଦି କଲେ ଏହି ଦାବି…
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟରେ ଅଧିନାୟକତ୍ୱକୁ ନେଇ ବିବାଦ ଆହୁରି ବଢିବାରେ ଲାଗିଛି । ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ତିନିଟି ଯାକ ଫର୍ମାଟରେ ଜଣେ ଅଧିନାୟକ ନିଯୁକ୍ତ କରିବାକୁ ଦାବି…
ହସ୍ପିଟାଲ ବେଡ୍ରୁ ଫଟୋ ସେୟାର କରି ମୟଙ୍କ ରଖିଲେ ପ୍ରଥମ ବୟାନ , କହିଲେ ଏପରି କିଛି..
ନୂଆଦିଲ୍ଲୀ: ଭାରତୀୟ ଟିମ୍ର ଖେଳାଳି ମୟଙ୍କ ଅଗ୍ରୱାଲ ଯିଏକି ବର୍ତ୍ତମାନ ରଣଜୀ ସିଜନରେ କର୍ଣ୍ଣାଟକ ଟିମ୍ରୁ ଖେଳୁଛନ୍ତି ସେ ଫ୍ଲାଇଟରେ ଯାତ୍ରା ସମୟରେ କୌଣସି ସନ୍ଦିଗ୍ଧ ପାନୀୟ ପିଇବା ପରେ ଅସୁସ୍ଥ ହୋଇପଡିଥିଲେ ।…
ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଭାବେ ଜୟ ଶାହଙ୍କ କାର୍ଯ୍ୟକାଳ ୧ ବର୍ଷ ବଢ଼ିଲା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଜୟ ଶାହଙ୍କୁ ନେଇ ଆସିଛି ଏକ ବଡ଼ ଖୁସି ଖବର । ଏସିଆନ କ୍ରିକେଟ କାଉନସିଲ (ଏସିସି)ର ଅଧ୍ୟକ୍ଷ ଭାବେ ଜୟଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି…
ବିରାଟ କୋହଲିଙ୍କ ମା’ଙ୍କୁ ନେଇ ଗୁଜବ ପ୍ରଚାର, ସୋସିଆଲ ମିଡିଆରେ ଚିତ୍ର ସ୍ପଷ୍ଟ କଲେ ବିରାଟଙ୍କ ଭାଇ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି ଏବେ ଭାରତୀୟ ଟିମ୍ରୁ କିଛି ଦିନ ବ୍ରେକ୍ ନେଇଛନ୍ତି । ଇଂଲଣ୍ଡ ବିରୁଦ୍ଧରେ ଖେଳାଯାଉଥିବା ଟେଷ୍ଟ ସିରିଜର ପୂର୍ବ ୨ ମ୍ୟାଚ୍ରେ ତାଙ୍କ ସିଲେକ୍ସନ…
IND vs ENG: ‘ଭାରତର ଫିଲ୍ଡିଂ ଦୁର୍ବଳ…’ ଟିମ୍ ଇଣ୍ଡିଆର ଦୁର୍ବଳତା ବଖାଣିଲେ ଇଂଲଣ୍ଡର ପୂର୍ବତନ ଖେଳାଳି
ନୂଆଦିଲ୍ଲୀ: ହାଇଦ୍ରାବାଦରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ (ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ)ରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡଠାରୁ ୨୮ ରନ୍ ରେ ପରାସ୍ତ ହୋଇଥିଲା। ଏହା ସହ ଆୟୋଜକ ଦଳ ୫ ମ୍ୟାଚ୍…
ICUରେ ଭର୍ତ୍ତି ହେଲେ ଟିମ୍ ଇଣ୍ଡିଆର ଏହି ଖେଳାଳି, ଫ୍ଲାଇଟରେ ଚଢ଼ିବା ସମୟରେ ବିଗିଡ଼ିଥିଲା ସ୍ୱାସ୍ଥ୍ୟ: ରିପୋର୍ଟ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ତଥା କର୍ଣ୍ଣାଟକ କ୍ରିକେଟ୍ ଦଳର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ହଠାତ୍ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବର ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆ ବାହାରେ ଥିବା ଏହି ଖେଳାଳି…
କ୍ରିକେଟ ଖେଳ ବଚସାରୁ ଯୁବକଙ୍କୁ ଗାଁ’ ରାସ୍ତାରେ ଛୁରି ଭୁସି ହତ୍ୟା
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ଆସିଲା ସାଙ୍ଘାତିକ ଖବର । କ୍ରିକେଟ ଖେଳ ବଚସାରୁ ଯୁବକଙ୍କୁ ହତ୍ୟା କରାଯାଇଛି । କଇରାଶି ଗାଁ ଶେଷ ମୁଣ୍ଡ ରାସ୍ତାରେ ଛୁରି ଭୁସି ହତ୍ୟା । ଅସୁସ୍ଥ ମାଆ ପାଇଁ ମେଡିସିନ୍…
(Video)ମୋତେ ତ ସବୁ ଝିଅ ଭଲ ଲାଗନ୍ତି, ୫ ନୁହେଁ ୫୦୦ ଯୁବତୀ ମୋର ପସନ୍ଦ, ଭାଇରାଲ୍ ହେଉଛି ସୋଏବ ମଲ୍ଲିକଙ୍କ ଥ୍ରୋ ବ୍ୟାକ୍ ଭିଡିଓ
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ମଧ୍ୟରେ ତଲାକ ହୋଇଯାଇଛି । ଏହାପର ଠାରୁ ଉଭୟେ ଚର୍ଚ୍ଚାରେ ରହିଛନ୍ତି । ସୋଏବ ତୃତୀୟ ବିବାହ କରିଛନ୍ତି । ସେ…