Browsing Category

ଖେଳ

IPL 2024 Auction: ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ, ଜାଣନ୍ତୁ ତାଙ୍କ ଦାମ୍ କେତେ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଜାରି ରହିଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ବିଭିନ୍ନ ଦଳ ମାନେ ଜଣଙ୍କ ପରେ ଜଣେ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ କିଣୁଛନ୍ତି । ଏଥର ଦୁବାଇରେ ଏହି ଆଇପିଏଲ୍‌ ମିନି ଅକ୍ସନ…

IPL ୨୦୨୪କୁ ନେଇ ଆସିଲା ୨ଟି ବଡ଼ ଅପଡେଟ୍: ଲୋକସଭା ନିର୍ବାଚନ କାରଣରୁ ବଦଳିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୪ର ମିନି ଅକ୍ସନ ଆଜି ଦୁବାଇ ଠାରେ ଭାରତୀୟ ସମୟ ଦ୍ୱିପ୍ରହର ୧ଟା ସମୟରେ ଆରମ୍ଭ ହେବ । ତେବେ ଏହା ମଧ୍ୟରେ ଆଇପିଏଲ ୨୦୨୪ ଟୁର୍ଣ୍ଣାମେଣ୍ଟର ଶିଡ୍ୟୁଲକୁ ନେଇ ଆସିଛି…

ଆଇପିଏଲ-୨୦୨୪ ପାଇଁ ଆଜି ବିଦେଶରେ ହେବ ଖେଳାଳିଙ୍କ ନିଲାମ ପ୍ରକ୍ରିୟା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଆଜି ହେବ ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ଯେଉଁଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଏହି ଆଇପିଏଲ୍‌ ମିନି ଅକ୍ସନ ଏଥର ଦୁବାଇରେ ହେବାକୁ ଯାଉଛି । ତେବେ ପ୍ରଥର ଥର ପାଇଁ ଅକ୍ସନ…

ଆଜି ଦ୍ୱିତୀୟ ଦିନିକିଆ ମୁକାବିଲା: ସିରିଜ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଦିନିକିଆ। ଗ୍ୱେବେରାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍‌ ଜିତି ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ‌ଏହି ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିବାର ଲକ୍ଷ୍ୟ ରଖିଛି। ତେବେ ଚଳିତ…

ଓଡ଼ିଆ ପୁଅ ସତବିର ସିଂହ ହେଲେ ଭାରତୀୟ ସିନିୟର୍ କ୍ରିକେଟ୍ ଦଳର ମ୍ୟାନେଜର

ଓଡିଶା ଭାସ୍କର: ଓଡ଼ିଆଙ୍କ ପାଇଁ ଆଉ ଏକ ଖୁସି ଓ ଗର୍ବର ବିଷୟ । ଭାରତୀୟ ସିନିୟର୍ କ୍ରିକେଟ୍ ଦଳର ମ୍ୟାନେଜର ହେଲେ ଓଡିଶାର ସତବିର ସିଂହ । ତେବେ ଏଭଳି ଏକ ଖବର ଆସିବା ପରେ ସବୁଆଡେ ଖୁସିର ଲହରୀ ଖେଳିଯାଇଥିବା…

ଅକ୍ସନ ପୂର୍ବରୁ ବଡ଼ ଖବର: IPL-2024 ରୁ ନାମ ଫେରାଇ ନେଲେ ୩ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଆସନ୍ତାକାଲି ହେବ ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ଏହି ନିଲାମୀରେ ମୋଟ ୩୩୩ ଖେଳାଳିଙ୍କ ନାମ ଚୟନ ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଅକ୍ସନର…

ଏହି ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରିବ : ଧୋନୀଙ୍କୁ ମିଳିବ ଷ୍ଟୋକ୍ସଙ୍କ ବିକଳ୍ପ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ସିଜନର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ ଏକ ବଡ଼ ବାଜି କେଳିବାକୁ ଯାଉଛି । ଆସନ୍ତା ଆଇପିଏଲ ପାଇଁ ନିଲାମୀରେ ମାଷ୍ଟରପ୍ଲାନ ଖେଳିବ ଚେନ୍ନାଇ । ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଆଗାମୀ…

IPL ଇତିହାସର ସବୁଠାରୁ ଦାମୀ ଖେଳାଳି ହେବେ ମିଚେଲ ଷ୍ଟାର୍କ, ‘ଟମ୍ ମୁଡି’ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ: IPL ୨୦୨୪ ଅକ୍ସନ ଆରମ୍ଭ ହେବାକୁ ଖୁବ କମ୍ ସମୟ ବାକି ଅଛି। ଏହି ଅକ୍ସନ ଡିସେମ୍ବର ୧୯ରେ ଦୁବାଇରେ ଭାରତୀୟ ସମୟ ଅପରାହ୍ନ ୧ ଟାରେ ଅନୁଷ୍ଠିତ ହେବ। ଏହି ସମୟର ଅକ୍ସନ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର ପେସର୍…

ପ୍ରଥମ ଦିନିକିଆରେ ୮ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ: ରୋହିତ-ବିରାଟଙ୍କ ଅନୁପସ୍ଥିତିରେ ବିଦେଶରେ ଦମ୍ ଦେଖାଇଲା ଭାରତ

ନୂଆଦିଲ୍ଲୀ: ଟି-୨୦ ସିରିଜକୁ ୧-୧ରେ ବରାବର ରଖିବା ପରେ ଟିମ୍ ଇଣ୍ଡିଆ ତା’ର ଦିନିକିଆ ସିରିଜ ଅଭିଯାନ ବିଜୟରୁ ଆରମ୍ଭ କରିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ସିନିୟର ଖେଳାଳି ଦଳରେ ନଥିଲେ ବି ବିଦେଶ ମାଟିରେ…

ୱିକେଟ ପରେ ୱିକେଟ ନେଲେ ଅର୍ଶଦୀପ: ଦକ୍ଷିଣ ଆଫ୍ରିକା ମାତ୍ର ୧୧୬ ରନରେ ଅଲଆଉଟ୍

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ୧-୧ରେ ବରାବର ରହିବା ପରେ ଆଜିଠାରୁ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ତେବେ ପ୍ରଥମ ମ୍ୟାଚରେ ଘରୋଇ ଦଳ ଝୁଣ୍ଟିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ…